ସରକାରୀ ଅବସରପ୍ରାପ୍ତ ସୈନିକମାନଙ୍କ ଜମିକୁ ହଡପ କରି ଲକ୍ଷାଧିକ ଟଙ୍କାରେ ବିକ୍ରି !

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ତହସିଲ ସମେତ ଏହାର ପାରିପାଶ୍ୱର୍ରେ ଥିବା ଖଜୁରିପଡା ଏବଂ ଫିରିଙ୍ଗିଆ ତହସିଲ ଅଂଚଳରେ ଜମି ମାଫିଆ ମାନଙ୍କର ପ୍ରଦୁର୍ଭାବ ବଢିବାରେ ଲାଗିଛି । ଏହାର ପରିଣାମ ସ୍ୱରୁପ ବେସରକାରୀ ଭାବରେ ଜମିର ମୁଲ୍ୟ ଆକାସ ଛୁଆଁ ହେବା ସହିତ ନିରିହ ସରଳ…

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୁସଲମାନଙ୍କୁ ସଂରକ୍ଷଣ ନାହିଁ: ମୋଦୀ

ପାଟନା: ବିହାରର ଆଠଟି ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟ ଭୋଟ୍ ଚାଲିଛି। ସେପଟେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଚାର କରିବା ଲାଗି ପାଟନାରେ ପହଞ୍ଚିଛନ୍ତି। ବିକ୍ରମସ୍ଥିତ ନିର୍ବାଚନ ସଭାକୁ ସମ୍ବୋଧିତ କରି ପାଟଳିପୁତ୍ର ଲୋକସଭା ନିର୍ବାଚନମଣ୍ଡଳୀରୁ…

ଅଗ୍ନିବୀରକୁ ନେଇ ଲୋକଙ୍କୁ ମିଛ କହୁଛନ୍ତି ରାହୁଲ ଗାନ୍ଧୀ: ଶାହା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାର ଚାଲିଛି। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିମାଚଳର କାଙ୍ଗ୍ରାଠାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଥିଲେ। ଅଗ୍ନିବୀର ଯୋଜନା ସମ୍ବନ୍ଧରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଅମିତ ଶାହା…

ଭୋଟ୍ ଦେଇ କେଜ୍ରିୱାଲ କହିଲେ… ଏକଛତ୍ରବାଦ ଶାସନ ବିରୁଦ୍ଧରେ ଦିଆଯାଉଛି ଭୋଟ୍

ନୂଆଦିଲ୍ଲୀ : ମଦ ନୀତି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ କେଜ୍ରିୱାଲ କହିଛନ୍ତି, 'ଏକଛତ୍ରବାଦୀ ଶାସନ, ମୁଦ୍ରାସ୍ଫୀତି ଏବଂ ବେକାରୀ ବିରୋଧରେ…

ପାଉଁଶ ହୋଇଗଲା ଗେମିଂ ଜୋନ୍‌; ୨୪ ଜଣଙ୍କ ମୃତ୍ୟୁ

ଅହମ୍ମଦାବାଦ : ଗୁଜରାଟ ରାଜକୋଟରେ ଥିବା ଟିଆର୍‌ପି ଗେମିଂ ଜୋନରେ ନିଆଁ। ନିଆଁରେ ପାଉଁଶ ହୋଇଯାଇଛି ପୂରା ଗେମିଂ ଜୋନ୍‌। ୨୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା…

ମତଦାନ ତଥ୍ୟ ସାର୍ବଜନନୀନ କଲେ EC, ପୋର୍ଟାଲରେ ଦେଖିପାରିବେ କେଉଁଠି ପଡ଼ିଛି କେତେ ଭୋଟ୍

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ ସରିଥିବା ପାଞ୍ଚ ପର୍ଯ୍ୟାୟ ଭୋଟିଂରେ ମତଦାନର ପ୍ରକୃତ ସଂଖ୍ୟା ପ୍ରକାଶ କରିଛି ନିର୍ବାଚନ ଆୟୋଗ (EC)। ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଶେଷ ହୋଇଥିବା ସମସ୍ତ ପାଞ୍ଚଟି ପର୍ଯ୍ୟାୟରେ କେତେ ଭୋଟ୍ ଦିଆଯାଇଛି ତାହା ସାର୍ବଜନୀନ କରାଯାଇଛି।ଭୋଟିଂର 48…

ୟୁପି ପ୍ରାର୍ଥୀଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ଆଣିଲା ‘ଇଣ୍ଡିଆ’ ମେଣ୍ଟ

ଲକ୍ଷ୍ନୌ: ଆମ୍ବେଦକର ନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସପା ପ୍ରାର୍ଥୀ ଲାଲଜୀ ବର୍ମାଙ୍କୁ ଶାସକ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶରେ ଗୃହବନ୍ଦୀ କରାଯାଇଛି ବୋଲି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଶନିବାର ଅଭିଯୋଗ କରିଛନ୍ତି।ଆମ୍ବେଦକର ନଗରରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ…

ଛୁଟି ମନାଇବାକୁ ରାହୁଲ ଶିମଲା ଯାଉଛନ୍ତି କିନ୍ତୁ ରାମ ମନ୍ଦିର ପ୍ରାଣପ୍ରତିଷ୍ଠାକୁ ଆସିପାରିଲେନି: ଅମିତ ଶାହା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକସଭା ନିର୍ବାଚନରେ ​​ସପ୍ତମ ପର୍ଯ୍ୟାୟ ଭୋଟ୍ ପ୍ରଚାର ପାଇଁ ହିମାଚଳ ପ୍ରଦେଶର ଉନାରେ ପହଞ୍ଚିଥିଲେ। ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ଅମିତ ଶାହା କହିଛନ୍ତି, ମୋଦୀ ଜୀ ପାଞ୍ଚଟି ପର୍ଯ୍ୟାୟରେ ୩୧୦ ଅତିକ୍ରମ କରିଛନ୍ତି ଏବଂ ଷଷ୍ଠ-ସପ୍ତମ…

ଚତୁର୍ଥ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସୁବାସିନି ଜେନା ସବୁଠୁ ଧନୀ

ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡି) ନେତା ସୁବାସିନି ଜେନାଙ୍କ ସମ୍ପତ୍ତି ପ୍ରାୟ ୧୩୫ କୋଟି ଟଙ୍କା ରହିଛି ଯାହା ଜୁନ ୧ ରେ ହେବାକୁ ଥିବା ଓଡ଼ିଶା ବିଧାନସଭା ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ପ୍ରାର୍ଥୀ ଅଟନ୍ତି।୬ ଟି ସଂସଦୀୟ…

ମତଦାନ ବେଳେ ଅଘଟଣ, ଟଳି ପଡ଼ିଲେ ପୁଲିଂ ଏଜେଣ୍ଟ ଓ ବୃଦ୍ଧା

ଭୁବନେଶ୍ବର : ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ଅସହ୍ୟ ଖରା ହେତୁ ଘଟିଛି ଅଘଟଣ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମତଦାନ ଚାଲିଥିବା ବେଳେ ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ଘଟିଛି ଅଘଟଣ। ଏହି ଦୁଇ ଜିଲ୍ଲାରେ ଜଣେ ପୁଲିଂ ଏଜେଣ୍ଟ ଓ ଜଣେ ବୃଦ୍ଧା ମତଦାନ କେନ୍ଦ୍ରରେ ଟଳି ପଡ଼ିଛନ୍ତି।…