Sign in
Sign in
Recover your password.
A password will be e-mailed to you.
ଓଡ଼ିଶାରେ ପ୍ରାୟ ୬୭. ୫୯ ପ୍ରତିଶତ ମତଦାନ
ଭୁବନେଶ୍ବର: ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଗତକାଲି ରାତି ୧୧ଟା ୩୦ ସୁଦ୍ଧା ଓଡ଼ିଶାରେ ପ୍ରାୟ ୬୭. ୫୯ ପ୍ରତିଶତ ମତଦାନ ହୋଇଛି। ଦେଶରେ ମୋଟ୍ ୬୦. ୦୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଗତକାଲି ରାଜ୍ୟରେ ବରଗଡ଼,!-->…
ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣ ମାଗିଲେ ଅପରାଜିତା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରମାଣ ମାଗିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ସାଂସଦ ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଅପରାଜିତ ଏହାର ପ୍ରମାଣ ମାଗିଛନ୍ତି।ଅପରାଜିତା ଷଡ଼ଙ୍ଗୀ!-->…
ଦେଖାଗଲାନି ଛାଇ; ଆଜି ଶୂନ୍ୟ ଛାୟା ଦିବସ
ଭୁବନେଶ୍ବର : ଆଜି ଶୂନ୍ୟ ଛାୟା ଦିବସ। ଆଜି ଦିନ ୧୧ଟା ୪୩ରେ ଶୁନ୍ୟ ଛାୟା ସମୟ ରହିଥିଲା । ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ।
ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ!-->!-->!-->…
ଓଡ଼ିଶାରେ ସବୁ ଅଛି, କିନ୍ତୁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି: ଅମିତ ଶାହ
ସମ୍ବଲପୁର : ‘ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷର ଅଭାବ ରହିଛି। ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି। କଥା ଦେଉଛି, ବିଜେପି ସରକାର ଗଠନ କଲେ ଓଡ଼ିଶା ପାଇଁ ଜଣେ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ।’ ସମ୍ବଲପୁରରେ ଆଜି ଆୟୋଜିତ ନିର୍ବାଚନୀ ସଭାରେ ଏମିତି କହି!-->…
କ୍ଷମା ପ୍ରାର୍ଥନା କଲେ ସମ୍ବିତ; ୩ ଦିନ ଉପବାସ ରହି ପଶ୍ଚାତାପ କରିବେ
ପୁରୀ : ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହାକୁ ନେଇ ସ୍ପଷ୍ଟୀକଣ ରଖିଛନ୍ତି ସମ୍ବିତ!-->…
ଭୋଟ ବର୍ଜନ କଲେ ଗ୍ରାମବାସୀ
କୁଆଁରମୁଣ୍ଡା : ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝେରିଆ ପଞ୍ଚାୟତର କୁଇନରଗାଡା ଓ ପଟୁୱାବାହାଲ ଗ୍ରାମବାସୀ ମାନେ ଆଜି ଭୋଟ ହେଉଥିବା ବେଳେ ନିଜର ଅମୂଲ୍ୟ ଭୋଟକୁ ବର୍ଜନ କରିଛନ୍ତି | ଗାଁରେ ଯିବା ପାଇଁ ରାସ୍ତା ନଥିବାରୁ ଏବଂ ପିଇବା ପାଇଁ ସ୍ୱଚ୍ଛ ପାଣିର ସୁବିଧା ନାହିଁ ଯାହା!-->…
ମତଦାନ ବେଳେ ଗଣ୍ଡଳା ମତଦାନ କେନ୍ଦ୍ରରେ ୨ ଗୋଷ୍ଠୀ ହାତାହାତି
ହିଞ୍ଜିଳିକାଟୁ, ତା ୨୦/୫ : ସୋମବାର ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନ ସକାଶେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳା ଗ୍ରାମର ମତଦାନ କେନ୍ଦ୍ରରେ ସୋମବାର ଅପରାହ୍ନରେ କୈାଣସି କଥାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ!-->…
ଗୁଣିଗାରେଡି ସନ୍ଦେହରେ ଜଣକୁ ନିର୍ଧୁମ ମାଡ ମାରିଲେ ଗ୍ରାମବାସୀ
ମାଲକାନଗିରି : ଏଭଳି ଚକିତ କଲା ଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ଟାଙ୍ଗୁରଗୁଡା ଗ୍ରାମରେ। ଗ୍ରାମର କିଛି ବ୍ୟକ୍ତିଙ୍କୁ ସ୍ଵପ୍ନ ହେଲା ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୁଣିଗାରେଡି ଯୋଗୁଁ ଗ୍ରାମରେ ଲୋକଙ୍କ ସ୍ୱାସ୍ଥ୍ୟ ରେ ପ୍ରଭାବ ପଡୁଛି।!-->…
ସଫଳ ଛତୁ ଚାଷୀ ସୁଦେଷ୍ଣା ଅଧିକାରୀ
ପାତ୍ରପୁର , ୨୧/୫ : ପାତ୍ରପୁର ବ୍ଳକ ଅନ୍ତର୍ଗତ ସୁରଙ୍ଗୀ ଗ୍ରାମପଞ୍ଚାୟତର ତିତିଗାଁ ଗ୍ରାମର ଶ୍ରୀ ଲଙ୍ଗଳେଶ୍ବର ଗୋଷ୍ଠୀଟି ୨୦୧୮ ମସିହାରେ ଗଠନ ହୋଇଅଛି । ଗୋଷ୍ଠୀରେ ୧୦ ଜଣ ସଭ୍ୟା ଅଛନ୍ତି । ଉକ୍ତ ଗୋଷ୍ଠୀର ଜଣେ ସଭ୍ୟା ସୁଦେଷ୍ଣା ଅଧିକାରୀ ମହସଂଘରୁ ୫୦,୦୦୦/- ଋଣ ନେଇ ଛତୁ ଚାଷ!-->!-->!-->!-->!-->…
ଜିଲ୍ଲାରେ ପଞ୍ଜିକୃତ ଶିଶୁ ଗୃହର କିଶୋର ଓ କିଶୋରୀମାନଙ୍କୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ପ୍ରଶିକ୍ଷଣ
ମାଲକାନଗିରି : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅନୁକୁଲ୍ୟରେ ଜିଲ୍ଲାରେ ଥିବା ସମସ୍ତ ପଞ୍ଜିକୃତ ଶିଶୁ ଗୃହର କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ କାର୍ଯ୍ୟନିର୍ଵାହର ପନ୍ଥା ନିର୍ଧାରଣ ସମ୍ବଧୀୟ ପରାମର୍ଶ ଦାନ କର୍ମଶାଳା ଅନୁଷ୍ଠିତ ହୋଇଯାଇ ଅଛି I ଏହି କର୍ମଶାଳାରେ ଦଶମ ଶ୍ରେଣୀ ପରୀକ୍ଷା!-->…