ଟ୍ରକ ଧକ୍କାରେ ଶଳା ଓ ଭିଣେଇ ମୃତ

ଛତ୍ରପୁର : ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥ ରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି, ଏକ ଟ୍ରକ ଧକ୍କା ରେ ବାଇକ ରେ ଥିବା ଶଳା ଓ ଭିଣୋଇ ଙ୍କ ମୃତୁ ଘଟିଛି | ସୂଚନା ପ୍ରକାରେ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ସାମନ୍ତରାୟ ପୁର…

ମୁଖ୍ୟମନ୍ତ୍ରୀଙ୍କୁ ୩ଟି ଗିଫ୍ଟ ଦିଅନ୍ତୁ ପ୍ରଧାନମନ୍ତ୍ରୀ; ଜାଣନ୍ତୁ କେଉଁ ଗିଫ୍ଟ କଥା କହିଲେ କାର୍ତ୍ତିକ ପାଣ୍ଡିଆନ୍‌‌

ମାହାଙ୍ଗା: ଓଡ଼ିଶାକୁ ପ୍ରଚାର କରିବାକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ସରକାର ଉପରେ ବର୍ଷିବା ପରେ ଜବାବ ରଖିଛନ୍ତି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌। ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ ମାହାଙ୍ଗାରେ ଏହାର ଜବାବ ଦେଇ ପାଣ୍ଡିଆନ…

ଅହମ୍ମଦାବାଦ ବିମାନବନ୍ଦରରୁ ୪ ଆଇଏସଆଇଏସ ଆତଙ୍କୀ ଗିରଫ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରୁ ୪ ଜଣ ଆଇଏସଆଇଏସ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଗିରଫ ୪ ଆତଙ୍କବାଦୀ ଶ୍ରୀଲଙ୍କାର ନାଗରିକ ବୋଲି ଜଣାପଡ଼ିଛି। ଗୁଜରାଟ ଆଣ୍ଟି ଟେରର ସ୍କ୍ବାଡ୍‌(ଏଟିଏସ୍‌) ସେମାନଙ୍କୁ ଗିରଫ କରିଛି। ତେବେ କେଉଁ ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି ସେନେଇ ସୂଚନା…

ମୋଦିଙ୍କ ଭକ୍ତ ଜଗନ୍ନାଥ: ସମ୍ବିତ ପାତ୍ରଙ୍କ ବୟାନକୁ ନିନ୍ଦା କଲେ ନବୀନ

ଭୁବନେଶ୍ୱର,୨୦।୫: ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର ତାଙ୍କୁ ଅନ୍ୟ ଜଣେ ମନୁଷ୍ୟର ଭକ୍ତ କହିବା ମହାପ୍ରଭୁଙ୍କ ପ୍ରତି ସବୁଠୁ ବଡ଼ ଅପମାନ। ଏହା…

ପୁରୁଣା ପୋଷ୍ଟ ପାଇଁ କଙ୍ଗନାଙ୍କୁ ଜୋରଦାର ବିରୋଧ, ପଥର ମାଡ଼

ନୂଆଦିଲ୍ଲୀ : ଅଭିନେତ୍ରୀରୁ ରାଜନେତ୍ରୀ ବନି ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଥିବା କଙ୍ଗନା ରାଣାୱତଙ୍କୁ ଜୋରଦାର ବିରୋଧ। ହିମାଚଳର ମଣ୍ଡିରୁ ପ୍ରାର୍ଥୀ ହୋଇଥିବା କଙ୍ଗନାଙ୍କୁ ସ୍ଥାନୀୟ ଲୋକ ଓ କଂଗ୍ରେସ କର୍ମୀମାନେ ଲାହାଉଲ ଏବଂ କାଜା ଠାରେ କଳା ପତାକା ପ୍ରଦର୍ଶିତ କରିଛନ୍ତି। ତାଙ୍କ…

ଇଡିର ନୂଆ ଦାବି: ନିୟମ ଉଲ୍ଲଙ୍ଘନ କରି ବିଦେଶରୁ କୋଟି କୋଟି ଟଙ୍କା ପାଇଛି ଆପ୍‌

ନୂଆଦିଲ୍ଲୀ:ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ୨୦୧୪ରୁ ୨୦୨୨ ମଧ୍ୟରେ ବିଦେଶରୁ ୭.୦୮ କୋଟି ଟଙ୍କାର ପାଣ୍ଠି ପାଇଛି। ବିଦେଶୀ ଅନୁଦାନ ଗ୍ରହଣ କରିବା ବେଳେ ଆପ୍‌ Foreign Contribution Regulation Act (FCRA), ଜନ ପ୍ରତିନିଧି ଆଇନ ଓ ଆଇପିସିର ବିଭିନ୍ନ ନିୟମକୁ…

ମେଟ୍ରୋ କୋଚରେ କେଜ୍ରିୱାଲଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ବାର୍ତ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଧମକ। ମେଟ୍ରୋ ଟ୍ରେନର ଏକାଧିକ କୋଚରେ କେଜ୍ରିୱାଲଙ୍କୁ ଧମକ ଦେଇ ଲେଖାଯାଇଛି ମେସେଜ। ସୋଶାଲ ମିଡିଆରେ ମଧ୍ୟ ଉକ୍ତ ଧମକପୂର୍ଣ୍ଣ ବାର୍ତ୍ତାର ଫଟୋ ଭାଇରାଲ ହେବାରେ ଲାଗିଛି।ପୁଲିସ୍‌ର କହିବା କଥା ଯେ ଏକାଧିକ ମେଟ୍ରୋ…

ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା, ୭୫,୦୦୦ ଟପିପାରେ ସୁନା

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଗତ ମାସରେ ଦେଖାଦେଇଥିବା ଉତ୍ତେଜନା ଯୋଗୁଁ ସୁନା ଦର ବଢିଚାଲିଥିଲା । କିନ୍ତୁ ଏହି ଉତ୍ତେଜନା ହ୍ରାସ ପାଇବା ପରେ ସୁନା ଦରବୃଦ୍ଧିରେ ଲଗାମ ଲାଗିଥିଲା । କିନ୍ତୁ ଏବେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ପୁଣି ଥରେ ଅସ୍ଥିରତା ବଢିବାର ଆଶଙ୍କା ରହିଛି ।…

ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା, ଭାରତରେ ମଇ ୨୧ରେ ଦିନିକିଆ ଶୋକ ପାଳନ କରାଯିବ

ତେହେରାନ: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଉଛି । ଇରାନର ରାଷ୍ଟ୍ରପତି ଭବନରେ ଥିବା ତାଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଦିଆଯାଇଛି। ଏହାର କାରଣ କେବଳ ଶୋକର ସଙ୍କେତ…

୨୦ ଫୁଟ ତଳକୁ ଖସିଲା ପିକ୍‌ଅପ୍ ଭ୍ୟାନ୍, ୧୮ ମୃତ

ରାୟପୁର : ଛତିଶଗଡ଼ର କବୀରଧାମ ଜିଲ୍ଲା କବର୍ଧାର ବହପାଣି ଅଞ୍ଚଳରେ ସୋମବାର ଏକ ପିକ୍‌ଅପ୍ ଭ୍ୟାନ୍ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟ ଘଟିଛି। ଏଥିରେ ଆହୁରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।ମୃତାହତମାନେ କୁଇର ବାସିନ୍ଦା। ସେମାନେ ସମସ୍ତେ ବୈଗା ଆଦିବାସୀ ସଂପ୍ରଦାୟର।…