Sign in
Sign in
Recover your password.
A password will be e-mailed to you.
ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ
ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପ୍ରଥମେ ନିଜ ରାଜ୍ୟକଥା ଚିନ୍ତା କରନ୍ତୁ । ସେ କହିଛନ୍ତି, ଭାଜପାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ!-->…
ନିର୍ବାଚନ କାର୍ଯ୍ୟକ୍ରମରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ: ଜିଲ୍ଲାପାଳ
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର (୬୪) ସଂରକ୍ଷିତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ବୀରମହାରାଜପୁର କଲେଜ୍ ପଡ଼ିଆରେ ଚାଲିଥିବା ଟ୍ରାଇରନ୍ କାର୍ଯ୍ୟକ୍ରମରେ ଯୋଗଦେଇ ସେକ୍ଟର ଅଫିସର୍ ଓ ଉପଜିଲ୍ଲାପାଳ!-->…
ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ବ: ସଚିନ ପାଇଲଟ୍
ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ସଚିନ୍ ପାଇଲଟ ଆଜି ରାଜ୍ୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ନିର୍ବାଚନରେ କଂଗ୍ରେସ ଆଗୁଆ ଅଛି। ନିର୍ବାଚନରେ ମେଣ୍ଟ ପ୍ରାର୍ଥୀ ଆଗୁଆ ଅଛନ୍ତି। ଇଣ୍ଡିଆ!-->…
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ପ୍ରାର୍ଥୀ କୋଟିପତି; ସନା ସବୁଠୁ ଧନୀ, ଦ୍ୱିତୀୟରେ ସୌମ୍ୟ
ଭୁବନେଶ୍ବର : ଓଡ଼ିଶାରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା!-->…
ADR ରିପୋର୍ଟ: ୨ ପ୍ରାର୍ଥୀ ଆଦୌ ପାଠ ପଢ଼ିନାହାନ୍ତି
ଭୁବନେଶ୍ବର : ମେ’ ୨୫ ତାରିଖରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ମୌଦାନକୁ ଓହ୍ଲାଇଛନ୍ତି ୩୮୩ ଜଣ ପ୍ରାର୍ଥୀ। ସେମାନଙ୍କ ଭିତରୁ ଦୁଇ ଜଣ ପ୍ରାର୍ଥୀ ଜୀବନରେ ଆଦୌ ପାଠ ପଢ଼ିନାହାନ୍ତି। ସେମାନେ ହେଲେ ରେଢାଖୋଲର ସ୍ୱାଧୀନ ପ୍ରାର୍ଥୀ ସଞ୍ଜୀତ କୁମାର ବାବଙ୍ଗା ଓ କେନ୍ଦୁଝର!-->…
ଛତିଶଗଡ଼ ପୁଲିସକୁ ପୁଣି ସଫଳତା: ଏନକାଉଣ୍ଟରରେ ନକ୍ସଲ ନିହତ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ପୁଣି ସଫଳତା। ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ବିଶେଷ ସୂତ୍ରରୁ ସୁକମା ପୁଲିସ ଖବର ପାଇଥିବା ଯେ ଏରୋବରା ଓ ପରାମପାଲୀ ଥାନା ଅଂଚଳରେ ନକ୍ସଲ ଗତିବିଧି ରହିଛି। ଏଠାରେ କୋଣ୍ଟା ଏରିଆ କମିଟିର ସଚିବ!-->…
ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ
ଭୁବନେଶ୍ବର: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ!-->…
ବ୍ୟାପକ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ମହିଳାଙ୍କୁ ବିନା ମୂଲ୍ୟରେ ବାର୍ଷିକ ୧୦ ଲକ୍ଷ ଟଙ୍କାର ଚିକିତ୍ସା…
ଭୁବନେଶ୍ବର: ସାଧାରଣ ଜନତାଙ୍କର ସ୍ବାସ୍ଥ୍ୟର ଉନ୍ନତି ଓ ଅର୍ଥ ଚିନ୍ତାକୁ ଦୃଷ୍ଟିରେ ରଖି ବିଜେଡି ସରକାର ଓଡ଼ିଶାବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ଲାଗୁ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ସରକାର ବଡ଼ ଉଦ୍ୟମ କରିଛନ୍ତି। ରାଜ୍ୟର!-->…
ଓଡ଼ିଶାରେ ଜବତ ହେଲାଣି ୭୩ କୋଟି ଟଙ୍କାର ନିଶାଦ୍ରବ୍ୟ ସମେତ ୨୫୪ କୋଟି ଟଙ୍କା
ଭୁବନେଶ୍ବର : ଆସନ୍ତା ସୋମବାର ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ହେଲେ ଏଯାବତ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି। ସେହିପରି ୭୩ କୋଟି ଟଙ୍କାର ଗଞ୍ଜେଇ, ବ୍ରାଉନସୁଗର!-->…
ପୁରୀରେ ରୋଡ୍ ଶୋ’ କରିବେ ମୋଦି
ପୁରୀ : ଆସନ୍ତାକାଲି ସନ୍ଧ୍ୟାରେ ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦ ତାରିଖରେ ସକାଳ ୮ଟାରେ ପୁରୀରେ ସେ ରୋଡ୍ ଶୋ’ କରିବେ। ମହାପ୍ରଭୁଙ୍କ ଦର୍ଶନ କରି ସେ ରୋଡ୍ ଶୋ’ କରିବେ। ପୁରୀରେ ରୋଡ୍ ଶୋ’ କରି ଅନୁଗୋଳ ଯିବେ ପ୍ରଧାନମନ୍ତ୍ରୀ। ସକାଳ!-->…