କେଜ୍ରିଓ୍ୱାଲଙ୍କୁ ଝଟ୍‌କା, ମିଳିଲାନି ଗିରଫଦାରୀରୁ ସୁରକ୍ଷା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଝଟ୍‌କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀରୁ ମିଳିଲାନି ଆଗୁଆ ସୁରକ୍ଷା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି କେଜ୍ରିଓ୍ୱାଲଙ୍କୁ ୯ମ ଥର ପାଇଁ ସମନ ଜାରି କରି ଆଜି ଡକାଇଥିଲା। ତେବେ ହାଜର ନହୋଇ ଆଗୁଆ ପଚରାଉଚରା

ସ୍ୱଚ୍ଛ ଭାରତର ନଗ୍ନ ନମୁନା ଛତ୍ରପୁର ସହର : ସହରାଞ୍ଚଳର ପରିମଳ ପ୍ରତି ଧ୍ୟାନ ଦେଉନାହିଁ କର୍ତ୍ତୃପକ୍ଷ…

ଛତ୍ରପୁର, ତା. ୨୧ / ୩ :ଛତ୍ରପୁର ଏନ୍.ଏ.ସି. କର୍ତ୍ତୃପକ୍ଷ ଙ୍କ ଅବହେଳା ମନୋଭାବ ନେଇ ସହରାଞ୍ଚଳରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା କୁଢ କୁଢ ହୋଇ ଭରି ହୋଇ ରାସ୍ତା ଘାଟରେ ଅଳିଆ ଆବର୍ଜନା ଜମି ପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟିକରିଛି । ଯାହା ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି କରି ଜନ

ଚେରମାରିଆ – କେନ୍ଦୁପଦର ସେତୁ ରାସ୍ତା କାମ ଧର୍ମକୁ ଆଖି ଠାର..: ମାସେ ନ ପୂରୁଣୁ ରାସ୍ତା ରେ ଖାଲ ଲୋକେ…

ସରକାରୀ ଅର୍ଥ ଆସିକରେ ଚାଲିଛି ଲୁଟ ପ୍ରଶାସନ ନିରବ ଦ୍ରଷ୍ଟା ….. ଵ୍ରହ୍ମପୁର: ୨୧-୩ ଆସିକା ଜାତୀୟ ରାଜପଥ କଡ଼ରେ ନିର୍ମିତ ଚେରମାରିଆ -କେନ୍ଦୁପଦର ଋଷିକୂଲ୍ୟା ନଦୀ ଉପରେ ନିର୍ମିତ ନୂତନ ସେତୁର ଉଦଘାଟନ ର ମାସେ ନ ପୂରୁଣୁ ଏବେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଗଲାଣି ବୋଲି ଅଭିଯୋଗ

କାଳ ବୈଶାଖୀ ଘୁର୍ଣ୍ଣିଝଡ଼ ବର୍ଷାରରେ ଘର ସମ୍ପୂର୍ଣ୍ଣ ନଷ୍ଟ

ଦାରିଙ୍ଗବାଡ଼ି, ୨୦/୩ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଗତ କିଛି ଦିନ ହେବ କାଳ ବୈଶାଖୀ ଘୁର୍ଣ୍ଣିଝଡ଼ ବର୍ଷା ସୃଷ୍ଟି ହୋଇଛି । ଏହି କାଳ ବୈଶାଖୀ ଘୁର୍ଣ୍ଣିଝଡ଼ ବର୍ଷାରେ ଗ୍ରୀନବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାମାଲା ଗ୍ରାମ ସିଙ୍ଗେରପଦ ସାହିର ମାୟାଧର

୨୦ କେଜି ଗଞ୍ଜେଇ ଜବତ : ୩ ଗିରଫ

ଦାରିଙ୍ଗବାଡି : ଦାରିଙ୍ଗବାଡି ପୋଲିସ ପକ୍ଷରୁ ଚଢାଉ କରାଯାଇ ୨୦ କିଲୋ ଗଞ୍ଜେଇ ଜବତ କରାଯିବା ସହ ୨ ବାଇକ୍ ଓ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଗିରଫ ୩ ଜଣ ହେଲେ ସୋରଡ଼ା ଥାନା ଅନ୍ତର୍ଗତ ମୂର୍ଗାପଲ୍ଲୀ

ବାଇକ୍ ଚୋରି ରାକେଟ ର ପର୍ଦ୍ଦାଫାଶ : ୩ଜଣଙ୍କୁ କୋର୍ଟ ଚାଲାଣ

ଦାରିଙ୍ଗବାଡି, ୨୦/୨୪ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବାଇକ୍ ଚୋରୀ ଘଟଣାରେ ୩ଜଣଙ୍କୁ କୋର୍ଟ ଚାଲାଣ କାଯାଇଥିବା ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ସୂଚନା ରହିଛି। ଅଞ୍ଚଳରେ ଗତ ୧୩ ତାରିଖ ଦିନ ମୁଣ୍ଡିଗାଁ ଗ୍ରାମର ଦିପୁ ମଲ୍ଲିକ (୩୪) ଥାନାରେ ନିଜ ବାଇକ୍ ଚୋରି

କାଲିଠାରୁ ପାଗରେ ପରିବର୍ତ୍ତନ, ୮ ରୁ ୧୦ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ବର:ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ଆସନ୍ତାକାଲିଠାରୁ ବଦଳିବ ପାଗ। ଆସନ୍ତାକାଲିଠାରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି

୪୦ ଟଙ୍କା ପାଇଁ ଦୋକାନୀଙ୍କୁ ହତ୍ୟା

ଭଦ୍ରକ : ଗ୍ରାହକଙ୍କ ମାଡ଼ରେ ଦୋକାନୀର ଚାଲିଗଲା ଜୀବନ । ଗ୍ରାହକଙ୍କୁ ସଉଦା ବିକ୍ରି କରିଥିଲେ ହେଲେ ସେହି ସଉଦା ବିକ୍ରି ତାଙ୍କର ଶେଷ ବିକ୍ରି ହୋଇଗଲା । କାରଣ ସାମାନ୍ୟ ୪୦ ଟଙ୍କା ପାଇଁ ତାଙ୍କର ଜୀବନ ନେଇଗଲେ ଗ୍ରାହକ । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା