Sign in
Sign in
Recover your password.
A password will be e-mailed to you.
ବ୍ୟାପକ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ମହିଳାଙ୍କୁ ବିନା ମୂଲ୍ୟରେ ବାର୍ଷିକ ୧୦ ଲକ୍ଷ ଟଙ୍କାର ଚିକିତ୍ସା…
ଭୁବନେଶ୍ବର: ସାଧାରଣ ଜନତାଙ୍କର ସ୍ବାସ୍ଥ୍ୟର ଉନ୍ନତି ଓ ଅର୍ଥ ଚିନ୍ତାକୁ ଦୃଷ୍ଟିରେ ରଖି ବିଜେଡି ସରକାର ଓଡ଼ିଶାବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ଲାଗୁ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ସରକାର ବଡ଼ ଉଦ୍ୟମ କରିଛନ୍ତି। ରାଜ୍ୟର!-->…
ଓଡ଼ିଶାରେ ଜବତ ହେଲାଣି ୭୩ କୋଟି ଟଙ୍କାର ନିଶାଦ୍ରବ୍ୟ ସମେତ ୨୫୪ କୋଟି ଟଙ୍କା
ଭୁବନେଶ୍ବର : ଆସନ୍ତା ସୋମବାର ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ହେଲେ ଏଯାବତ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି। ସେହିପରି ୭୩ କୋଟି ଟଙ୍କାର ଗଞ୍ଜେଇ, ବ୍ରାଉନସୁଗର!-->…
ପୁରୀରେ ରୋଡ୍ ଶୋ’ କରିବେ ମୋଦି
ପୁରୀ : ଆସନ୍ତାକାଲି ସନ୍ଧ୍ୟାରେ ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦ ତାରିଖରେ ସକାଳ ୮ଟାରେ ପୁରୀରେ ସେ ରୋଡ୍ ଶୋ’ କରିବେ। ମହାପ୍ରଭୁଙ୍କ ଦର୍ଶନ କରି ସେ ରୋଡ୍ ଶୋ’ କରିବେ। ପୁରୀରେ ରୋଡ୍ ଶୋ’ କରି ଅନୁଗୋଳ ଯିବେ ପ୍ରଧାନମନ୍ତ୍ରୀ। ସକାଳ!-->…
ରୋକ୍ଠୋକ୍ ଶୁଣାଇଦେଲେ ଗାଁ ଲୋକ; ଆମେ ଭୋଟ୍ ଦେବୁନି
କେନ୍ଦୁଝର : ଆଉ ୭ ଦିନ ପରେ ହେବ ଭୋଟ୍ ଗ୍ରହଣ। ତା’ପୂର୍ବରୁ ଚରମ ନିଷ୍ପତ୍ତି ନେଲେ ଗାଁ ଲୋକେ। ରୋକ୍ଠୋକ୍ ଶୁଣାଇଦେଲେ। ଆଗାମୀ ନିର୍ବାଚନରେ ଆମେ ଭୋଟ୍ ଦେବୁନୁ। ଗାଁରେ ଥିବା ମୈଳିକ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଭୋଟ୍ ଦେବୁନୁ ବୋଲି ବୈଠକ କରି ଲୋକମାନେ ନିଷ୍ପତ୍ତି ନେଇଛନ୍ତି।!-->…
ପାକିସ୍ତାନ ସ୍ଥିତି କଥା କହି ଭୋଟ ମାଗିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ପୁଣିଥରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଆଣିବାକୁ ଲୋକଙ୍କୁ ଅପଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଗୋଟିଏ ଶକ୍ତିଶାଳୀ (ଧକଡ଼) ସରକାର ଥିବାରୁ ପାକିସ୍ତାନ ଯେଉଁ ହାତରେ ବୋମା ଧରିଥିଲା,ଏବେ ଭିକ ମାଗିବା ପାଇଁ ଥାଳି ଧରିଥିବା ମୋଦି କହିଛନ୍ତି।!-->…
କେନ୍ଦ୍ରରେ ଇଣ୍ଡିଆ ମିଳିତ ମେଣ୍ଟ କ୍ଷମତାକୁ ଆସିବ, ବିଜେପି ୨୦୦ ଆସନ ବି ଜିତିପାରିବନି – ମମତା
କୋଲକାତା : କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଦାବି କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡିଆ ମିଳିତ ମେଣ୍ଟ ଜିତିବ। କେନ୍ଦ୍ରରେ ଇଣ୍ଡିଆ ମିଳିତ ମେଣ୍ଟ କ୍ଷମତାକୁ ଆସିବ। ସେ ଦାବି କରିଛନ୍ତି ବିଜେପି ଏଥର ୨୦୦ ଆସନ ମଧ୍ୟ ଅତିକ୍ରମ କରିପାରିବ!-->…
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ୨୦ରେ ମତଦାନ
ନୂଆଦିଲ୍ଲୀ : ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଆସନ୍ତା ୨୦ତାରିଖରେ ହେବ ମତଦାନ । ତେଣୁ ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବିଭିନ୍ନ ରାଜନୈତିକ ଦଳ ।୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ୫ମ ପର୍ଯ୍ୟାୟରେ ହେବ!-->…
ରେଭାନ୍ନାଙ୍କ ଭିଡିଓ ଭାଇରାଲ କରିବାକୁ ଶିବକୁମାର ଯାଚିଥିଲେ ଶହେ କୋଟି !
ବେଙ୍ଗାଲୁରୁ : ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଆସିଛି ନୂଆ ମୋଡ଼ । ବିଜେପି ନେତା ଦେବରାଜେ ଗୌଡ଼ା ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏହି ସେକ୍ସ ଟେପ୍ ମାମଲାରେ କୁମାରସ୍ୱାମୀଙ୍କୁ ଫସାଇବା ନିମନ୍ତେ କର୍ଣ୍ଣାଟକାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର!-->…
ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ମୃତ
ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିବାରୁ ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଦୁର୍ଘଟଣା ସମ୍ପର୍କରେ ସୂଚନା!-->…
୪ ମାସ ହେଲା ବର୍ଦ୍ଧିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ଏମକେସିଜି ମେଡ଼ିକାଲ ରେ କାର୍ଯ୍ୟରତ ସଫେଇ କର୍ମଚାରୀ…
ନିଜ ହକ ଦାବିରେ ଆଜି ବନ୍ଦ କଲେ ସଫେଇ କାର୍ଯ୍ୟ...