ସ୍ୱାତୀ ମାଲିୱାଲ ମାମଲା: କାଲି ବରିଷ୍ଠ ନେତାଙ୍କ ସହ ବିଜେପି ଅଫିସ ଯିବେ କେଜ୍ରିୱାଲ

ନୂଆଦିଲ୍ଲୀ : ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଆଜି ପୁଲିସ୍‌ ବୈଭବ କୁମାରଙ୍କୁ ଗିରଫ କରିଛି। ବୈଭବ କୁମାର ହେଉଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପିଏ।…

ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ, ଜ଼ିଲ୍ଲା ପରିଷଦ ସାଜିଛନ୍ତି ଠିକାଦାର : ଜଳକା ସାଜିଛି ପ୍ରଶାସନ…

ଉମରକୋଟ ( ୧୮/୦୫/୨୦୨୪) ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଏକ ମାଓ ପ୍ରବଣ ଅଞ୍ଚଳ ହେଇଥିବାରୁ ତାହାର ଫାଇଦା ଉଠାଉଛନ୍ତି ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ମୁଖ୍ୟତଃ ଯନ୍ତ୍ରୀ, ଜି ଆର ଏସ,ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ରେ ଆତ୍ମସାତ କରିବାରେ ଲାଗିଛନ୍ତି ସରକାରୀ ଅର୍ଥ । ରାଇଘର…

ଆସିକା ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ମାନେ ଦଳୀୟ ପାଣ୍ଠି ହଡ଼ପ ଅଭିଯୋଗ …!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସଂସଦୟୀ କ୍ଷେତ୍ରରେ ଦୁଇ ଦଳର ପ୍ରାର୍ଥୀ ଦଳର ପାଣ୍ଠିକୁ କର୍ମୀ ମାନଙ୍କୁ ନଦେଇ ଥିବା ଯୋଗୁଁ ଅସନ୍ତୋଷ ଦେଖାଦେଇଛି। ଆସିକା ସଂସଦୀୟ କ୍ଷେତ୍ରର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ପ୍ରାର୍ଥୀନୀ ରଞ୍ଜିତା ମେଡମ ଙ୍କ ଦେଖାନଥିବା ଯୋଗୁଁ…

ମା ନାରାୟଣୀ ଠାକୁରାଣୀଙ୍କ ବାଟପୂଜାରେ ଭକ୍ତଙ୍କ ଭିଡ

ଫୁଲବାଣୀ : ଆଜି ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀ ଙ୍କ ଯାତ୍ରାର ଅଷ୍ଟମ ଦିବସ l ଏହି ଅବସରରେ ମା ନାରାୟଣୀ ଠାକୁରାଣୀଙ୍କ ସହ ମା ବରାଳ ଦେବୀ, ମା ବ୍ୟାଘ୍ର ଦେବୀ, ମା ବ୍ରାହ୍ମଣୀ ଦେବୀ, ମା ଗ୍ରାମ ଦେବତୀ ଏବଂ ସର୍ବାଗ୍ରେ ମା କାଳୀ ନଗର ଭ୍ରମଣରେ ବାହାରିଛନ୍ତି l ଗତ କାଲି ଥିଲା ଗୁରୁବାର…

ଅଜଣା ଗାଡି ଧକ୍କାରେ କାର ଚାଳକର ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଣ୍ଡ୍ରିପାଣି ଠାରେ ଅଜଣା ଗାଡି ଧକ୍କାରେ ଜଣେ କାର ଚାଳକର ମୃତ୍ୟୁଘଟିଛି, ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଶରୀର ଜବତ କରି ତଦନ୍ତ ଆରମ୍ଭ କରିଛି। ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗନ କିଣ୍ଡୋଙ୍କ ସୂଚନା ଅନୁଯାଇ ଗୁରୁବାର…

ମୁଁ ଆପଣଙ୍କୁ ମୋ ପୁଅକୁ ଦେଇଦେଉଛି: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଏବରେଲିରେ ଆୟୋଜିତ ଏକ ରାଲିରେ କହିଛନ୍ତି ଯେ ଆମର ମୂଳ ଏହି ମାଟି ସହିତ ଯୋଡି ହୋଇ ରହିଛି । ରାହୁଲ ଗାନ୍ଧୀଙ୍କ ପାଇଁ ଭୋଟ୍ ମାଗିବାବେଳେ ସେ ଇନ୍ଦିରା ଗାନ୍ଧୀଙ୍କ ବିଚାରଧାରା ଲୋକଙ୍କ ଆଗରେ ରଖିଥିଲେ। ସୋନିଆ ଗାନ୍ଧୀ କହିଛନ୍ତି ଯେ ସେ…

ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ, ଜାମିନ ପାଇଁ ଟ୍ରାଏଲ କୋର୍ଟ ଯାଇପାରିବେ କେଜ୍ରିୱାଲ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ହୋଇଥିବା ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁସିଙ୍ଘଭୀ ଦମଦାର ଯୁକ୍ତି ଉପସ୍ଥାପନ କରିଛନ୍ତି। ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ…

ଆଗ ନିଷ୍ପତ୍ତି ନିଅନ୍ତୁ, ତା’ପରେ କେଉଁ ରାଜ୍ୟକୁ ଏକ ନମ୍ୱର କରିବେ କହିବେ: ପାଣ୍ଡିଆନ

ଅନୁଗୋଳ: ବିରୋଧୀ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପ୍ରଧାନମନ୍ତ୍ରୀ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ବର କରିବେ । ପ୍ରଥମେ ସେମାନେ କୁହନ୍ତୁ, କେଉଁ ରାଜ୍ୟକୁ ଏକ ନମ୍ବର…

ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ବିଜେପି ପ୍ରାର୍ଥୀ

କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବିଜେପିର ତାମଲୁକ ପ୍ରାର୍ଥୀ ଅଭିଜିତ ଗାଙ୍ଗୁଲି ବିବାଦରେ ଫସିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିବାର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ସନ୍ଦେଶଖାଲି ପ୍ରସଙ୍ଗରେ ସେ ମମତା ଓ…

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି, ଭୀମ ଭୋଇଙ୍କୁ କେବଳ କବି କହି ସମ୍ବୋଧନ କଲେ ପାଣ୍ଡିଆନ

ସମ୍ବଲପୁର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ଜୋରସୋରରେ ଲାଗିପଡିଛନ୍ତି ସମସ୍ତ ଦଳ । ଏହା ମଧ୍ୟରେ ଆଜି ସମ୍ବଲପୁରରେ ଜନସଭାକୁ ସମ୍ବୋଧିତ କରିବା ବେଳେ ଏମିତି କିଛି ଭୁଲ ଭଟକା କଥା କହିଦେଲେ ବରିଷ୍ଠ ନେତା ଭିକେ ପାଣ୍ଡିଆନ…