ଜିଲ୍ଲାସ୍ତରୀୟ ପୋଷଣପକ୍ଷ ଉତ୍ସବ ପାଳିତ

ଫୁଲବାଣୀ : ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉତ୍ସଵ ଫୁଲବାଣୀ ଆଇଟିଡିଏ କନଫରେନ୍ସ ହଲ ଠାରେ ପାଳିତ ହୋଇଯାଇଛି l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସରୋଜ ବାଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁର ହଜାରେ ଦିନ ପାଇଁ ଖାଦ୍ୟ ଓ ଯତ୍ନ ସମ୍ଭନ୍ଧରେ ବକ୍ତବ୍ୟ ରଖିଥିଲେ l

ଗହିରମଥା ଵନକର୍ମଚାରୀଙ୍କ ସଫଳତା, ଟ୍ରଲର ସହ ୧୧ ମତ୍ସ୍ୟଜୀବୀ କୋର୍ଟ ଚାଲାଣ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଵେଆଇନ ଭାବେ ମାଛ ମାରୁଥିବା ମା ବନଦୁର୍ଗା ନାମକ ଟ୍ରଲର ସହ ୧୧ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରେଞ୍ଜର ଶ୍ରୀ ପ୍ରଦୋଷ କୁମାର ମହାରଣା ସୂଚନା ଦେଇଛନ୍ତି। ଖଵର ମୁତାବକ

କନ୍ଧ କୁମ୍ଭାର ସମାଜର ବିଜୟ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଶିପଡ଼ାରେ କନ୍ଧକୁମ୍ଭାର ସମାଜର ବିଜୟ ଦିବସ ପାଳିତ ହୋଇ ଯାଇଛି l କନ୍ଧ କୁମ୍ଭାରକୁ ଆଦିବାସୀ ମାନ୍ୟତା ମିଳିବା ପରେ କନ୍ଧ କୁମ୍ଭାର ସଙ୍ଘ ପକ୍ଷରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି l ଦୀର୍ଘ 50 ରୁ ଉର୍ଦ୍ଧ୍ବ ବର୍ଷ ଏହି

ୱାର୍ଡମେମ୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାଶ :ଗୁଣିଗାରେଡ଼ି ସନ୍ଦେହରେ କରିଥିଲେ ହତ୍ୟା…

ମାଓବାଦୀଙ୍କ ସନ୍ଦେହ ରୁ ହଟିଲା ପରଦା... ଫୁଲବାଣୀ: ଆଜି ବି ଗ୍ରାମାଞ୍ଚଳରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ରହିଛି l ପୂର୍ବତନ ୱାର୍ଡମେମ୍ବର ଦମ୍ପତିଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ l ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସ୍‌ପି ଶୁଭେନ୍ଦୁ କୁମାର

ଯାତ୍ରୀବାହୀ ବସ ସହ ପିକଅପ ମୁହାମୁହି ଧକ୍କାରେ ବସ ଡ୍ରାଇଭର ମୃତ…

ମାଲକାନଗିରି : ମାଲକାନଗିରି ମୋଟୁ 326 ନମ୍ବର ଜାତୀୟ ରାଜପଥ ତଥା କାଲିମେଳା ଥାନା ଅନ୍ତର୍ଗତ mpv 23 ଗାଁ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟା ସମୟରେ ବିଶାଖାପାଟଣା ଯାଉଥିବା ସରକାରୀ ବସ ସହିତ ଏକ ପିକଅପ ଭେନ ମଧ୍ଯ ରେ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବସ ଡ୍ରାଇଭର ଘଟଣା

ନିର୍ବାଚନ ପ୍ରସ୍ତୁତି ନେଇ ଓଡ଼ିଶା ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଆଗାମୀ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ୍ ଅଫିସରେ ଓଡିଶା ପୋଲିସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ଏଡିଜି ହେଡକ୍ବାଟର ଆରକେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର

ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା

ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ। ଜଗତସିଂହପୁର ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାରେ ସେ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ, ଗୃହ ବିଭାଗ ସଚିବ ଓ ବିଜୟ ଶଙ୍କର ଦାସଙ୍କୁ

ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ମହାବାଳ ବାଘ ଠାବ ହୋଇଛି । ଦୀର୍ଘ ଦୁଇ ଦଶନ୍ଧି ପରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ମହାବଳ ଟ୍ରାପ୍ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ

ଆଜାମ ଖାନଙ୍କୁ ପୁଣି ୭ ବର୍ଷ ଜେଲ୍‌

ଜେଲରେ ଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ ପୁଣି ଝଟକା। ୨୦୧୬ ମସିହା ଡୁଙ୍ଗାରପୁର ମାମଲାରେ ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟ ତାଙ୍କୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଆଜାମ ଖାନଙ୍କ ବ୍ୟତୀତ ଏହି

ଶିଳ୍ପୀ ଅରୁଣଙ୍କ ନିଆରା ପ୍ରୟାସ : ହିଞ୍ଜିଳିକାଟୁ ମାଟିର ପୁଅ ଅରୁଣ ୟୁପିରେ ସମ୍ବର୍ଦ୍ଧିତ

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟି କଳାକୃତି ଓ ହିନ୍ଧୀ ଭାଷାରେ ଖୋଦିତ ହନୁମାନ ଚାଳିସା ପ୍ରଦାନହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ପଞ୍ଚାୟତ କଣ୍ଟେଇକୋଳି ଗ୍ରାମର କାଠ କାରିଗର ତଥା ଶିଳ୍ପୀ ଅରୁଣ କୁମାର ସାହୁ ଗୁରୁବାର ଉତ୍ତରପ୍ରଦେଶର ଅଯୋଧ୍ୟା ମନ୍ଦିରରେ