କେବଳ କୋଭିସିଲ୍ଡ ନୁହେଁ, କୋଭାକ୍ସିନରେ ବି ରହିଛି ପାର୍ଶ୍ବପ୍ରତିକ୍ରିୟା !

ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲୋକମାନେ କରୋନା ଟୀକା ନେଇଥିଲେ, କିନ୍ତୁ ନିକଟରେ ଯେତେବେଳେ ଲୋକମାନେ କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ଲୋକମାନଙ୍କର ଚିନ୍ତା ବଢିଯାଇଥିଲା । ଏବେ କୋଭାକ୍ସିନର କେତେକ…

ପୋଲସରାରେ ରାଜନୈତିକ ହିଂସା, ଗୁଳିକାଣ୍ଡରେ ଯୁବକ ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପରେ ଅଶାନ୍ତ ହୋଇପଡିଛି ପୋଲସରା । ପୋଲସରାରେ ଦେଖାଦେଇଛି ରାଜନୈତିକ ହିଂସା । ପୋଲସରାର ତୋଟା ସାହିରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁଳିମାଡର ଶିକାର ହୋଇଥିବା ଯୁବକ ଜଣକ ହେଲେ ଗଣେଶ ଖଟେଇ । ଗଣେଶଙ୍କୁ ପଛପଟୁ…

ଆଜି ଓଡ଼ିଶାର ଲୋକ ଓଡ଼ିଆ ଭାଷା ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି: ନଡ୍ଡା

ଭୁବନେଶ୍ୱର // ପଦ୍ମପୁର : ପଦ୍ମପୁର ସଭାରେ ବିଜେପି ସଭାପତି ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ରାଜନୀତିର ପରିଭାଷା ବଖାଣୀବା ସହ ବିଜେଡି ସରକାରଙ୍କ ଉପରେ ଘୋର ବର୍ଷିଛନ୍ତି ।  ସେ କହିଛନ୍ତି ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି । ୨୦୧୪ ପରେ ମୋଦି…

ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟ ଭାବେ ଓଡ଼ିଶା ଭଲଭାବରେ ଏବେ ଜଣାଶୁଣା: ମଲ୍ଲିକାର୍ଜୁନ ଖଡ଼ଗେ

ଭୁ‌ବନେଶ୍ବର: ବେରୋଜଗାରୀ ଦୂର କରିବାକୁ ଉଭୟ ବିଜେପି ଓ ବିଜେଡି ସରକାର ଧ୍ୟାନ ଦେଉନାହାନ୍ତି। ଓଡ଼ିଶାର ୪୧% ଲୋକ ବେରୋଜଗାର ରହିଛନ୍ତି। ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ମଧ୍ୟ ଜଣେ ଯଦି ଲୋକଙ୍କ ଚିନ୍ତା କରିବେନି ତେବେ ସମର୍ଥନ କେଉଁ ମୁହଁରେ ମାଗୁଛନ୍ତି। ଇଣ୍ଡିଆ ମେଣ୍ଟ ସରକାର…

ଚାରିବର୍ଷରେ ୧୨୯୪ ଗର୍ଭବତୀଙ୍କୁ ସେବା ଯୋଗାଇଲାଣି ‘ମା ଗୃହ’ କଟ୍ରିଙ୍ଗିଆ

ଫୁଲବାଣୀ- ଜନ ସଚେତନତା ସୃଷ୍ଟି କରାଇ ଉପାନ୍ତ ଅଂଚଳ ଗୁଡିକରେ ସମସ୍ତ ଗର୍ଭବତୀଙ୍କୁ ଘରୋଇ ପ୍ରସବରୁ ନିବୃତ କରାଇବା ଏକ କଷ୍ଟକର ବ୍ୟାପାର । ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସ୍ବାସ୍ଥ୍ୟ ସେବା ଏକ ମହତ୍ଵପୂର୍ଣ୍ଣ ଦିଗ ହୋଇଥିବା ବେଳେ ସେ ମଧ୍ୟରୁ ମାତୃ ଓ ଶିଶୁ ସ୍ବାସ୍ଥ୍ୟକୁ ଗୁରୁତ୍ଵ…

ଫୁଲବାଣୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଫୁଲବାଣୀ : ଫୁଲବାଣୀ ରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଗୁଦାରୀ ଏୟାରଷ୍ଟ୍ରିପରେ ଗୁରୁବାର ଅପରାହ୍ଣ ୩ଟା୩୦ରେ ପହଞ୍ଚିବା ପରେ ଏକ ଶୋଭା ଯାତ୍ରାରେ କରୋନେସନ ପଡିଆ ପର୍ଯ୍ୟନ୍ତ ଆସି ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ ଖଡ ଗେ l ଖଡଗେଙ୍କ ସହ ତେଲେଙ୍ଗାନା ଉପମୁଖ୍ୟ…

‘ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ’

ଭୁବନେଶ୍ବର: ଆଜି ଅର୍ଥାତ ଗୁରୁବାର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ ଭୁବନେଶ୍ବରରେ ଏକ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଓଡ଼ିଶାରେ ମିଳିମିଶି ସରକାର ବଦଳାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ । ‘ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର…

ଲଘୁଚାପ ବର୍ଷାରେ ଭିଜିିବ ଓଡ଼ିଶା

ଭୁବନେଶ୍ୱର : ଆସୁଛି ବର୍ଷା । ଲଘୁଚାପ ବର୍ଷାରେ ଭିଜିିବ ଓଡ଼ିଶା । ଆସନ୍ତା ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । କ୍ରମଶଃ ଏହା ଘନୀଭୂତ ହୋଇ ଅବପାତ କିମ୍ବା ଆହୁରି ଶକ୍ତିଶାଳୀ ହୋଇପାରେ । ଦକ୍ଷିଣ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ନେଇ ପୂର୍ବାନୁମାନ କରିଛନ୍ତି…

ମୁଁ ନିଜକୁ ଅସୁରକ୍ଷିତ ମଣୁଛି: ମତେ ସୁରକ୍ଷା ଦିଅନ୍ତୁ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଚିଠି

ବ୍ରହ୍ମପୁର: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ମ‌ୋ ଜୀବନ ପ୍ରତି ବିପଦ ରହିଛି। ମୁଁ ନିଜକୁ ଅସୁରକ୍ଷିତ ମଣୁଛି। ମତେ ସୁରକ୍ଷା ଯୋଗାଇ ଦିଅନ୍ତୁ। ଗଞ୍ଜାମରେ ନିର୍ବାଚନୀ ସମୟରେ…

ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଲେ ରମାରଞ୍ଜନ ବଳିୟାରସିଂହ

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେବା ପରେ ବିଜେଡିରେ ମିଶିଲେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ । ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେଲେ ରମା ରଞ୍ଜନ । ଏହି ସମୟରେ ତାଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ…