Sign in
Sign in
Recover your password.
A password will be e-mailed to you.
ଗଙ୍ଗାଧର ମେହେରଙ୍କୁ ସନ୍ଥ କବି, ଭୀମ ଭୋଇଙ୍କୁ କେବଳ କବି କହି ସମ୍ବୋଧନ କଲେ ପାଣ୍ଡିଆନ
ସମ୍ବଲପୁର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ଜୋରସୋରରେ ଲାଗିପଡିଛନ୍ତି ସମସ୍ତ ଦଳ । ଏହା ମଧ୍ୟରେ ଆଜି ସମ୍ବଲପୁରରେ ଜନସଭାକୁ ସମ୍ବୋଧିତ କରିବା ବେଳେ ଏମିତି କିଛି ଭୁଲ ଭଟକା କଥା କହିଦେଲେ ବରିଷ୍ଠ ନେତା ଭିକେ ପାଣ୍ଡିଆନ!-->…
ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ରଙ୍କ ସହ ସାରଦା ଓ ରାକେଶ
ଭୁବନେଶ୍ବର: ବିଜେପିରୁ ବହିଷ୍କୃତ ହେଲେ ତିନି ବରିଷ୍ଠ ନେତା । ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କୃତ କରାଯାଇଥିବା ସୂଚନା ରହିଛି ।
ବିଜେପି ଟିକେଟ୍ ନଦେବାରୁ ମାହାଙ୍ଗାରୁ ଶାରଦା!-->!-->!-->…
ଓଡ଼ିଶାରେ ଏବେବି ୨୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମିଳିପାରି ନାହିଁ: ଅମିତ ଶାହ
ରାଉରକେଲା: ଆବାସ ଯୋଜନାରେ ମୋଦୀ ସରକାର ଦେଶର ୪ କୋଟି ପରିବାରଙ୍କୁ ପକ୍କା ଘର ଦେଇଛନ୍ତି। ଏହି ଯୋଜନା ଓଡ଼ିଶାରେ ଠିକ୍ ଭାବେ ବ୍ୟବହାର ହୋଇପାରି ନାହିଁ। ଓଡ଼ିଶାରେ ଏବେବି ୨୭ ଲକ୍ଷ ପରିବାରକୁ ପକ୍କା ଘର ମିଳିପାରି ନାହିଁ। ସେହିପରି ୨୪ ଲକ୍ଷ ପରିବାରକ ଘରେ ପାଇପ୍ ପାଣି!-->…
ବିଜେଡି ସରକାର ଜୁଲାଇ ମାସରୁ ବିଜୁଳି ମାଗଣା ଦେବ : ମୁଖ୍ୟମନ୍ତ୍ରୀ
ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଠାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଏହି ସମୟରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ । ଏହା ସହିତ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ!-->…
୫ ଘଣ୍ଟା ପରେ ବାରିପଦାରେ ଉଦ୍ଧାର ହେଲା କଲରାପତରିଆ ବାଘ
ବାରିପଦା: ବାରିପଦାରେ ବନବିଭାଗ ଓ ସ୍ଥାନୀୟ ପୁଲିସର ଦୀର୍ଘ ୫ ଘଣ୍ଟାର ଅପରେସନ୍ ପରେ ଟ୍ରାଙ୍କୁଲାଇଜ୍ କରି ବାଘଟିକୁ ଉଦ୍ଧାର କରାଯାଇଛି। ଏହା ଏକ କଲରାପତ୍ରିଆ ବାଘ ହୋଇଥିବା ବେଳେ ଏହା ପୁରୁଷ ବାଘ ବୋଲି ବନବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଘଟଣା ମୁତାବକ ଆଜି ସକାଳ ପ୍ରାୟ ୬.୩୦!-->!-->!-->…
ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକଙ୍କ ସହ ବହୁ ସମର୍ଥକ ବିଜେପିରେ ଯୋଗଦେଲେ
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ସାହୁ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକଭାବେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ!-->…
କ୍ଷମତାକୁ ଆସିଲେ ରାମ ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ଦେବେ କଂଗ୍ରେସ ଓ ସପା : ମୋଦି
ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ଼ ଦାବି କରିଛନ୍ତି। ଯଦି କଂଗ୍ରେସ ଓ ସମାଜବାଦୀ ପାର୍ଟି(ସପା), ତା’ହେଲେ ସେମାନେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ଦେବେ ବୋଲି ମୋଦି କହିଛନ୍ତି। ଏଥିସହ ଦୁଇ ଦଳକୁ ଉତ୍ତରପ୍ରଦେଶର!-->…
୧୯ ତାରିଖ ସନ୍ଧ୍ୟାରେ ଆସୁଛନ୍ତି ମୋଦି, ୨୦ରେ ପୁରୀରେ କରିବେ ରୋଡ଼ ଶୋ
ଭୁବନେଶ୍ୱର : ପୁଣି ଓଡ଼ିଶା ଆସୁଛନ୍ତି ନିର୍ବାଚନ ପ୍ରଚାରରେ ମୋଦି। ଏହା ମୋଦୀଙ୍କ ତୃତୀୟ ଓଡ଼ିଶା ଗସ୍ତ। 19 ତାରିଖ ସନ୍ଧ୍ୟାରେ ମୋଦି ସ୍ଵତନ୍ତ୍ର ବିମାନରେ ସନ୍ଧ୍ୟା 6.30 ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସନ୍ଧ୍ୟା 6.30 ମିନିଟରେ!-->…
ଆସନ୍ତା ୨୦ ଓ ୨୧ ତାରିଖରେ ହିଟ୍ ୱେଭ୍ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି। ଗତ ଦୁଇଦିନ ଅପେକ୍ଷା ଆଜି ତାପାମାତ୍ରା ବୃଦ୍ଧି ପାଇଛି। ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ରାଜ୍ୟରେ ଗରମ ବୃଦ୍ଧି ପାଇବ। ରାଜ୍ଯକୁ ପୁଣି ଫେରିଲା ଗ୍ରୀଷ୍ମପ୍ରବାହ । ଆଗାମୀ ୨ ରୁ ୩ ଦିନ ରାଜ୍ୟରେ!-->…
ପୋଲିସର ଚେକିଂ ବେଳେ ୧୩ ଲକ୍ଷ ଟଙ୍କା ଜବତ୍
ଯୋଡ଼ା : ବଡ଼ବିଲ ପୋଲିସର ଚେକିଂ ବେଳେ ସାଧୁ ସିଂ ହଟିଂ ଛକ ନିକଟରୁ ୧୩ ଲକ୍ଷ ଟଙ୍କା ଜବତ୍ । ଏକ ବୋଲେରୋ ଗାଡ଼ିରୁ ୮ ଲକ୍ଷ ଏବଂ ଏକ ବାଇକରୁ ୫ ଲକ୍ଷ ଟଙ୍କା ଜବତ୍ କରିଛି ବଡ଼ବିଲ ପୋଲିସ୍ । ଦୁଇଟି ପୃଥକ୍ ଟ୍ରାନ୍ସପୋର୍ଟ ସଂସ୍ଥାର ଟଙ୍କା ବୋଲି ପୋଲିସର ସୂଚନା ।