Sign in
Sign in
Recover your password.
A password will be e-mailed to you.
ଏଥର ୩ଦିନ ପୂର୍ବରୁ ମୌସୁମୀ : ଏହି ତାରିଖରେ ଭାରତ ଛୁଇଁବ
ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଦ୍ବାରା ପ୍ରବଳ ଗରମରୁ ମୁକ୍ତି ମିଳିବାର ଆଶା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଏହାର ସାଧାରଣ ଆଗମନ ତାରିଖ ପୂର୍ବରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ ବୋଲି ଆଶା କରାଯାଉଛି।!-->…
ବାବା ରାମଦେବ ଓ ବାଳକୃଷ୍ଣଙ୍କୁ ମିଳିଲା ସୁପ୍ରିମ ଆଶ୍ୱସ୍ତି
ନୂଆଦିଲ୍ଲୀ : ଯୋଗଗୁରୁ ବାବ ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ମିଳିଳା ଆଶ୍ୱସ୍ତି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଓ ବାଳକୃଷ୍ଣଙ୍କୁ ବ୍ୟକ୍ତିଗତ ରୂପେ ହାଜର ହେବା ଉପରେ ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି। ତେବେ ଗୋଟିଏ ପଟେ ବାବା ରାମଦେବକୁ!-->…
୫ ଆତଙ୍କବାଦୀ ଲୋକଙ୍କୁ ଖାଦ୍ୟ ମାଗୁଛନ୍ତି : ଜମ୍ମୁ-କଶ୍ମୀରର ଗ୍ରାମବାସୀଙ୍କ ସୂଚନା, ହାଇ ଆଲର୍ଟରେ ସୁରକ୍ଷା ବାହିନୀ
ଶ୍ରୀନଗର: ଜମ୍ମୁ ଉପକଣ୍ଠରେ ଥିବା ଖୌର ପାଲାନୱାଲା ଅଞ୍ଚଳର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ନିକଟ ଖୁଇ ଗ୍ରାମରୁ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଧରାପଡିଛନ୍ତି। ଜଣାପଡ଼ିଛି କଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ବ୍ୟାପକ ସର୍ଚ୍ଚ ଅପରେସନ ପରେ ଏହି ଗିରଫ କରାଯାଇଥିଲା।ଗିରଫ!-->…
ଭୀମା କୋରେଗାଓଁ ହିଂସା: ଗୌତମ ନବଲଖାଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ : ଭୀମା କୋରେଗାଓଁ ହିଂସା ମାମଲାରେ ଅଭିଯୁକ୍ତ ଥିବା ଗୌତମ ନବଲଖାଙ୍କୁ ମିଳିଲା ଆଶ୍ୱସ୍ତି। ସୁପ୍ରିମକୋର୍ଟ ତାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବୟସ ଓ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏଥିସହ ବମ୍ବେ ହାଇକୋର୍ଟ ତାଙ୍କ ଜାମିନ!-->…
ସ୍ବାତୀ ମାଲିଓ୍ବାଲଙ୍କୁ ଅସଦାଚରଣ କରାଯାଇଥିବା ମାନିଲା ଆପ୍, କାର୍ଯ୍ୟାନୁଷ୍ଠାନ ନେବେ କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ଆପ୍ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗକୁ ସ୍ବୀକାର କରିଛି ଆମ ଆଦମି ପାର୍ଟି (ଆପ୍ ) ।ଆପ୍ ସାଂସଦ ସଞ୍ଜୟ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ!-->…
ଇତିହାସରେ ପ୍ରଥମ: ଆମ ଆଦମୀ ପାର୍ଟିକୁ ଅଭିଯୁକ୍ତ ଦର୍ଶାଇବ ଇଡି
ନୂଆଦିଲ୍ଲୀ: ଭାରତରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। ପ୍ରଥମ ଥର ପାଇଁ ଦୁର୍ନୀତି ମାମଲାରେ କୌଣସି ଗୋଟିଏ ଜାତୀୟ ରାଜନୀତିକ ଦଳକୁ ଅଭିଯୁକ୍ତ ଭାବେ ଦର୍ଶାଯିବ। ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟିକୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଅଭିଯୁକ୍ତ ଦର୍ଶାଇବ।ଏନେଇ ଆଜି!-->…
ଆମକୁ ରକ୍ଷା କର.. ଭାରତକୁ ଅନୁରୋଧ କଲେ ପିଓକେ ନେତା
ନୂଆଦିଲ୍ଲୀ: ସ୍କଟଲାଣ୍ଡରେ ରହୁଥିବା ବିଶିଷ୍ଟ ପିଓକେ କାର୍ଯ୍ୟକର୍ତ୍ତା ଅମଜାଦ ଆୟୁବ ମିର୍ଜା ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରର ରାଜଧାନୀ ମୁଜାଫରାବାଦରେ ଖରାପ ସ୍ଥିତି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। “ଆମେ ଏକ ନିରାଶାଜନକ ସ୍ଥିତିରେ ଅଛୁ। ପିଓକେର ସୁରକ୍ଷା ଏବେ ଭାରତ ହାତରେ ରହିଛି!-->…
ମୋଦିଙ୍କୁ ୬ ବର୍ଷ ବ୍ୟାନ କରିବାକୁ ହୋଇଥିବା ଆବେଦନ ଖାରଜ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଲଢ଼ିବା ଓ ନିର୍ବାଚନ ପ୍ରକ୍ରିୟାରୁ ୬ ବର୍ଷ ପାଇଁ ବ୍ୟାନ କରିବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।ସେ ୨୦୨୪ ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ବେଳେ ଘୃଣା ସୃଷ୍ଟିକାରୀ ବୟାନ ଦେଇଛନ୍ତି ଓ!-->…
ସିବିଏସ ପରୀକ୍ଷାରେ ଓଡ଼ିଆ ବିଷୟରେଶହେରୁ ଶହେ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ କ୍ଷୀରାବ୍ଧି…
ଫୁଲବାଣୀ : ଉତ୍ତମ ପରିବାରର ଉତ୍ତମ୍ ସଂସ୍କାର ରେ ପରିପାଳିତ ହୋଇଥିବା ପିଲାମାନେ ସର୍ବଦା ଉତ୍ତମ୍ ହୋଇବେ ଏହା ସିଦ୍ଧ କରିଛନ୍ତି କ୍ଷୀରାବ୍ଧି ତନ୍ମୟା l ସ୍ଵଭାବ ରେ ଶାନ୍ତ ସିଷ୍ଟ ସରଳ କିନ୍ତୁ ପାଠ ପଢ଼ା ସହିତ ବିଭିନ୍ନ ପ୍ରତିଯୋଗିତାରେ ଧୁରନ୍ଧର l ଇଂରାଜୀ ମିଡିୟମରେ ପାଠ ପଢି ସେ ଓଡ଼ିଆ!-->…
କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବାଲିଗୁଡା ଏସଡିପିଓ ରାହୁଲ ଗୋୟଲଙ୍କ ଆକ୍ରମଣ ଓ ଦୁର୍ବ୍ୟବାହାର…!
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ପୋଲିସ ନାଁରେ ଗଞ୍ଜେଇ ଲୁଟ ଘଟଣା ବାରମ୍ବାର ଘଟିଚାଲିଥିବା ବେଳେ ଏମିତି ଘଟଣାକୁ ନେଇ ଆଗରୁ ଅନେକ କେଶ ମଧ୍ୟ ହୋଇଛି I ଏହାସହ ଏଭଳି ମାମଲାରେ ଆଗରୁ ଅନେକ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ମଧ୍ୟ ଯାଇଛନ୍ତି I ତେବେ ସୋମବାର!-->!-->!-->…