Sign in
Sign in
Recover your password.
A password will be e-mailed to you.
ମା ନାରାୟଣୀ ଯାତ୍ରାର ପଞ୍ଚମ ଦିବସ : ଭଜନରେ କମ୍ପିଲା ମଣ୍ଡପ
ଫୁଲବାଣୀ : ଫୁଲବାଣୀ ମା ନାରାୟଣୀ ଯାତ୍ରାରପଞ୍ଚମ ଦିବସ ସଂକ୍ରାନ୍ତି ପଡିଥିବାରୁ ମାଙ୍କର ବିଶ୍ରାମ ଦିବସ l ସନ୍ଧ୍ୟାରେ ବନବାସୀ ଭଜନ ସନ୍ଧ୍ୟା ବାଲିଗୁଡ଼ା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ମାଙ୍କ ପୂଜକ ମାନେ ଶୁଭ!-->!-->!-->…
ହିଞ୍ଜିଳିରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର
ହିଞ୍ଜିଳିକାଟୁ ୧୪/୫ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ରେ ଓଲିଉଡ ତାରକା ସବ୍ୟସାଚୀ ମହାପାତ୍ର ଓ ଅର୍ଚ୍ଚିତା ବିଜୁ ଜନତା ଦଳ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଆସିକା ଲୋକସଭା ବି ଜେ ଡି ଦଳୀୟ ପ୍ରାର୍ଥୀ ରଞ୍ଜିତା ସାହୁ ଏବଂ ମୁଖ୍ୟମନ୍ତ୍ରୀ!-->…
ସୀମାନ୍ତରେ ୩୦ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି, ୧୪।୫ : ମାଲକାନଗିରି ଜିଲ୍ଲା ସୀମାନ୍ତ ୩୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର ଛତିଶଗଡର ବିଜାପୁର ଜିଲ୍ଲାର ସୁରକ୍ଷା ବାହିନୀ ନିକଟରେ ୩୦ ମାଓବାଦୀ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ!-->…
ସପ୍ତଦୀପା ସାହିତ୍ୟ ସଂସଦର ସାରସ୍ୱତ ସମାରୋହ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉପଖଣ୍ଡ ଜଗନ୍ନାଥପାଲିରେ ସପ୍ତଦୀପା ସାହିତ୍ୟ ସଂସଦର ୧୧୫ତମ ଭ୍ରମ୍ୟମାଣ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି | ସଂସଦ ସ୍ଥାୟୀ ସଭାପତି ଦ୍ବିତୀକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ଅଯୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କବି ଯୋଗୀନ୍ଦ୍ର ପଣ୍ଡା ମୁଖ୍ୟ!-->…
ପୋଷ୍ଟାଲ ବାଲଟ ହୋମ ଭୋଟିଙ୍ଗରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ ଦେଲେ ବୟସ୍କ ନାଗରିକ
ହିଞ୍ଜିଳିକାଟୁ : ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖରେ ଆସିକା ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ସମୟରେ ମତଦାନରେ ପୋଷ୍ଟାଲ ବାଲାଟ ମହତ୍ତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରେ ।ତେବେ ନିର୍ବାଚନ ଦାୟିତ୍ୱରେ ରହିଥିବା ସରକାରୀ!-->…
ଆଗାମୀ ୪୮ ଘଣ୍ଟା ପରେ ପୁଣି ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା
ଭୁବନେଶ୍ବର: ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି। ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୪୮ ଘଣ୍ଟା ପରେ ରାଜ୍ୟରେ ୨ରୁ ୪ ଡିଗ୍ରି ତାପମାତ୍ରା ବଢିବା ନେଇ ଆକଳନ କରାଯାଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ୬୪!-->…
ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୪।୫: ମଇଦାନରେ ଶକ୍ତି ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬ତାରିଖରେ ରାଜଧାନୀ ଦେଖିବ ବିଜେଡି ସୁପ୍ରିମୋଙ୍କ ଶକ୍ତି ପ୍ରଦର୍ଶନ। କାରଣ ଗୁରୁବାର ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ।
ରୋଡ ଶୋ’ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି!-->!-->!-->…
କାଲି କଟକରେ ରୋଡ୍ ଶୋ’ କରିବେ ଅମିତ ଶାହ
କଟକ : ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଦିନ ୧୨ଟା ୩୦ ମିନିଟରେ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡ଼ା ଯିବେ। ସେଠାରେ ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହ। ପରେ ଅପରାହ୍ନ ୩ଟା ୩୦ ମିନିଟରେ!-->…
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ୨୪ଟି ବିଧାନସଭା ଆସନରେ ବିଜୟୀ ହେବ: ୫ଟି ଅଧ୍ୟକ୍ଷ
ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କିଏ ଜିତିବ କେତେ ଆସନ , ଏନେଇ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିଜର ମତ ରଖିଛନ୍ତି। ସେ କହିଛନ୍ତି ବିଜେଡି ୨୪ଟି ଆସନରେ ବିଜୟୀ ହେବ।ଏଣେ ବିଜେଡି ମୁଖପାତ୍ର ସ୍ଵୟଂ ପ୍ରକାଶ ମହାପାତ୍ର କହିଛନ୍ତି, ୨୦୧୯ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର!-->…