ପଞ୍ଚମ ପାଳିର ଶେଷ କ୍ୟାବିନେଟ, ୧୪ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ଵର: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ କ୍ୟାବିନେଟ । କ୍ୟାବିନେଟରେ ମୋଟ ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ବି.ଏସ୍.ଏଲ୍ କମ୍ପାନୀ ଗେଟ୍ ସମ୍ମୁଖ ରେ ଜର୍ଜଙ୍କ ବିକ୍ଷୋଭ ପ୍ରଦର୍ଶନ…

ସମସ୍ୟାର ସମାଧାନ ନ ହେଲେ ସ୍ଥିତି ଭୟଭହ ହେବ :ଜର୍ଜ ତିର୍କୀ ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୌରାଞ୍ଚଳ ସ୍ଥିତ ଵିଶ୍ରା ଷ୍ଟୋନ କମ୍ପାନୀ ଲିମିଟେଡ ବି ଏସ୍ଏଲ୍ କମ୍ପାନୀରେ କାର୍ଯ୍ୟରତ ଥିବା ଶ୍ରମିକଙ୍କ କମ୍ପାନୀ ଗେଟ୍ ସମ୍ମୁଖରେ ଆଜି ପୁନର୍ବାର ବିକ୍ଷୋଭ

ନୂତନ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଭାର ଗ୍ରହଣ…

ଉମରକୋଟ ସ : ପ୍ର ( ୧୬/୦୩/୨୦୨୪) ନବରଙ୍ଗପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ୧୫/୦୩/୨୦୨୪ ରିଖରେ ନୂତନ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାହୁ ଯୋଗ ଦେଇଛନ୍ତି।ଏହା ପୂର୍ବରେ ଶ୍ରୀ ସାହୁ ବଡଗଡ଼ ଜ଼ିଲ୍ଲା ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ପଦରେ କାର୍ଯ୍ୟରତ ଥାଇ

ଟିକେଟ ଆଶାୟୀ ଏବେ ଗୋଦି ମିଡ଼ିଆ କୁ କରିଛନ୍ତି ଢାଲ …!

କିଛି ଅର୍ଥ ପାଇଁ ଅନାମଧେୟ ବ୍ୟକ୍ତିଙ୍କ ନାମ ଖବର ସିରନାମା ରେ ଚର୍ଚ୍ଚା….. ବ୍ରହ୍ମପୁର: ୧୬-୩ ଆଜି ନିର୍ବାଚନ ତିଥି ବାହାରିବ ହେଲେ ବିଜେଡ଼ି ବିଜେପି ମେଣ୍ଟ ର ରହସ୍ୟ ଉନ୍ମୋଚନ ହୋଇନାହିଁ। ଏବେ ଗଞ୍ଜାମ ଜିଲ୍ଲାରେ କେତେକ ବାଲି, ମଦ, ଜମି, ମାଫିଆ ମାନେ ଗୋଦିମିଡ଼ିଆ କୁ ଢାଲ କରି ନିଜ

ଗୋପାଳପୁର ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

କଟକ : କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟ କାଠଯୋଡି ବ୍ରିଜ ଉପରେ ଆଜି ଦିନ ସାଢ଼େ ୩ଟା ସମୟରେ ଏକ ଆକଟିଭା ଚାଳକକୁ କୌଣସି ଅଜଣା ଗାଡ଼ି ପଛରୁ ଧକ୍କା ଦେବାରୁ , ଆକଟିଭା ଚାଳକ ରାସ୍ତା ଉପରେ ପଡିଯାଇଥିଲା । ଯାହା ଫଳରେ ଗାଡ଼ିର ଚକ ତା ମୁଣ୍ଡ ଉପରେ ଚଢ଼ି ଯିବାରୁ

ବେକରେ ଫାଶୀ ଲଗେଇ ନାବାଳିକାର ମୃତ୍ୟୁ.. !

କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରା ଗ୍ରାମ ଭିମାଟୋଲା ଅଞ୍ଚଳରେ ଏକ ମର୍ମନ୍ତୁଦ ଅଘଟଣା ! ଯ୍ୟେନେକ ୧୫ ବର୍ଷୀୟ ନାବାଳିକା ଘରେ କେହି ନଥିବା ସମୟରେ ବେକରେ ଏକ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି ! ଏହାକୁ ନେଇ ଘଟଣା ଅଞ୍ଚଳରେ ଶୋକର

ୱେବ ସିରିଜ ଦେଖି ରଚିଥିଲା ହତ୍ୟା ଷଡଯନ୍ତ୍ର

ରାୟପୁର: ଛତିଶଗଡର ରାୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଆମାସିଭାନ୍ନି ପୁଲିସ୍ କଲୋନୀରେ ଜଣେ ପୁଲିସ କର୍ମଚାରୀଙ୍କ ପତ୍ନୀ ଜଲି ସିଂଙ୍କୁ କଇଁଚି ସାହାଯ୍ୟରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ତାଙ୍କ ପ୍ରେମିକ ଜୟ ସିଂଙ୍କ ଦ୍ୱାରା କରାଯାଇଥିଲା। ବାସ୍ତବରେ, ଜୟ ୪

ନିର୍ବାଚନ ବଣ୍ଡକୁ ନେଇ ମୋଦୀ ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନିର୍ବାଚନୀ ବଣ୍ଡ୍‌ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ନିର୍ବାଚନ କମିସନ ତାଙ୍କ ୱେବସାଇଟ୍‌ରେ ସାର୍ବଜନୀନ କରିଥିଲେ । ଦୁଇଟି ଫାଇଲ୍‌ରେ ଏହି ତଥ୍ୟକୁ କମିସନ ତାଙ୍କ ୱେବସାଇଟ୍‌ରେ ରଖିଛନ୍ତି। ଏକ ଲକ୍ଷ, ୧୦

ବଦଳିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରର ନାଁ!

ବାଙ୍ଗାଲୋର : ଆଉ ଗୋଟିଏ ସପ୍ତାହ ପରେ ଆଇପିଏଲର ୨୦୨୪ ସଂସ୍କରଣ ଆରମ୍ଭ ହେବ। ଏହି ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ନୂଆ ନାଁରେ ଖେଳିପାରେ।ପ୍ରାଞ୍ଚାଇଜ ପକ୍ଷରୁ ଗୋଟିଏ ପ୍ରମୋସନାଲ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରୁ ସଙ୍କେତ ମିଳିଛି ଯେ ଟିମ