Sign in
Sign in
Recover your password.
A password will be e-mailed to you.
ଶିବ ଦର୍ଶନ ହେଲା ଶେଷ ଦର୍ଶନ, ପାହାଡରୁ ଖସି ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ରାୟଗଡା: ଦେବଦେବ ମହାଦେବ ଶିବ ଶଙ୍କରଙ୍କ ମହାଜାଗର ଉପଲକ୍ଷେ ଚଳଚଞ୍ଚଳ ରାୟଗଡା ଜିଲ୍ଲାର ବିଭିନ୍ନ ଶୈବ ପୀଠ । ଶ୍ରଦ୍ଧା, ଭକ୍ତି ଓ ବିଶ୍ବାସ ରେ ଜିଲ୍ଲା ବ୍ୟାପି ଶିବମନ୍ଦିର ମାନଙ୍କରେ ଭକ୍ତ ଙ୍କ ପ୍ରବଳ ସମାଗମ ହେଉଛି । ତେବେ ଏହାଭିତରେ ଏକ ଅଘଟଣ ଘଟିଛି ।
କଲ୍ୟାଣସିଂହପୁର ବ୍ଲକ!-->!-->!-->…
ପୁଣି ଜଣେ ଆର୍ମି ଅଫିସରଙ୍କୁ ଘରୁ ଉଠାଇ ନେଲେ
ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ପୁଣି ଜଣେ ଆର୍ମି ଅଫିସରଙ୍କୁ ତାଙ୍କୁ ଘରୁ ଅପହରଣ କରାଯାଇଛି। ୪ର୍ଥ ଥର ପାଇଁ ରାଜ୍ୟରେ ଏପରି ଘଟଣା ଘଟିଛି।
ଗତବର୍ଷ ମେ’ ମାସରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ମଣିପୁରରେ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ!-->!-->!-->…
ବିଜେଡିରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା
ବାଲେଶ୍ବର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ଆଜି ଅପରାହ୍ନ ୪ଟା ବେଳେ ବାଲେଶ୍ୱର ସହର ଉପକଣ୍ଠ ସରସ୍ୱତୀପୁରସ୍ଥିତ ହେରିଟେଜ କଲ୍ୟାଣମଣ୍ଡପରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୁଦର୍ଶନ!-->…
ପିକ ଅପ୍ ଭ୍ୟାନ ଓଲଟି ୩ ମୃତ, ୧୫ ବରଯାତ୍ରୀ ଗୁରୁତର
ରାଉରକେଲା: ପିକ ଅପ୍ ଭ୍ୟାନ ଓଲଟି ୩ ମୃତ, ୧୫ ବରଯାତ୍ରୀ ଗୁରୁତର। ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ସୂଚନା ଅନୁଯାୟୀ, ଝାରଖଣ୍ଡରୁ ବରଯାତ୍ରୀ ଦଳ ଲାଠିକଟା ଥାନାର ଅଟାଘାଟ ଅଞ୍ଚଳକୁ ଆସୁଥିଲେ। ଭାରସାମ୍ୟ ହରାଇ ଗାଡ଼ିଟି ମୁଣ୍ଡାଜୋର ନିକଟରେ ଓଲଟି ପଡ଼ିଥିଲା।!-->…
ଅଫିମ ଚାଲାଣ ବେଳେ ଦୁଇ ଗିରଫ, ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ
ଭୁବନେଶ୍ବର: ବେଆଇନ ଅଫିମ ଚାଲାଣ ବେଳେ କାବୁ କଲା ଏସଟିଏଫ । ରାଉରକେଲା ପାନପୋଷରେ ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ କରିବା ସହିତ ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ଅଭଯୁକ୍ତ ହେଲେ ଝାଡଖଣ୍ଡର ବିଟୁ ସିଂହ ମୁଣ୍ଡା (୪୬) ଓ ରୋହିତ ମୁଣ୍ଡା (୪୯) ।
!-->!-->!-->…
ଲୋକସଭା ନିର୍ବାଚନ: ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ, ୱାୟନାଡରୁ ଲଢ଼ିବେ ରାହୁଲ
ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଉଚ୍ଚସ୍ତରୀୟ ବୈଠକ ଓ ଇଣ୍ଡିଆ ମେଣ୍ଟରେ ଥିବା ସଦସ୍ୟଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସ ୩୯ ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି।
ତେବେ କର୍ଣ୍ଣାଟକାର ୨ଟି ଓ ତେଲଙ୍ଗାନରର ଗୋଟିଏ!-->!-->!-->…
୩ ଦିନ ପରେ ରାଜ୍ୟରେ ବଢ଼ିବ ତାତି !
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଗୁରୁଚାପ ବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବ। ଯେଉଁଥିପାଇଁ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ମଧ୍ୟ ଦିନ ଓ ରାତିର ତାପମାତ୍ରାରେ!-->…
ଓଡ଼ିଶାରୁ ଫେରି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଉଚ୍ଚ ପ୍ରଶଂସା କଲେ ବିଲ୍ ଗେଟସ
ଓଡ଼ିଶାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ। ଓଡ଼ିଶା ଗସ୍ତର ଅଭିଜ୍ଞତାକୁ ଉଲ୍ଲେଖ କରିଛନ୍ତି। ଓଡ଼ିଶା ଗସ୍ତରୁ ତାଙ୍କୁ ପ୍ରେରଣା ମିଳିଥିବା କହିଛନ୍ତି। ଗତ ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକଙ୍କ!-->…
‘ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ’
ଭୁବନେଶ୍ବର: ନୂଆ ଓଡ଼ିଶା ଗଠନ ହେବା ନେଇ 5-T ତଥା ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ଯେ, ମହିଳା ମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ ।!-->…
ନିର୍ବାଚନୀ ବଣ୍ତ: ସୋମବାର SBIର ଆବେଦନ ଶୁଣିବେ ସୁପ୍ରିମକୋର୍ଟ
ନିର୍ବାଚନୀ ବଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ସାର୍ବଜନୀନ କରିବାକୁ ଏସ୍ବିଆଇ ମାଗିଥିବା ଅଧିକ ସମୟ ସଂକ୍ରାନ୍ତ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ସର୍ବୋଚ୍ଚ ଅଦାଲତ ଏସବିଆଇର ସମୟ ବୃଦ୍ଧି ଆବେଦନର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।!-->…