Sign in
Sign in
Recover your password.
A password will be e-mailed to you.
ଚାରି ଦିନିଆ ଓଡ଼ିଶା ଗସ୍ତରେ ଜଷ୍ଟିସ ଅରିଜିତ ପଶାୟତ: ରତ୍ନଭଣ୍ଡାର ଓ କଳାଧନ ନେଇ କରିବେ ସମୀକ୍ଷୀ
ଭୁବନେଶ୍ବର: ଆଜି ଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜଷ୍ଟିସ ଅରିଜିତ ପଶାୟତ। ସନ୍ଧ୍ୟାରେ ସେ ଭୁବନେଶ୍ବରରେ ପହଞ୍ଚିବେ। ଏହାପରେ ୮ ତାରିଖ ସକାଳୁ ପୁରୀ ଗସ୍ତରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହା ସହ ଦିନ ୨ ଟା ବେଳେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକରେ ଅଧ୍ୟକ୍ଷତା!-->…
ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍. ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି!-->…
ଶିବ ପଞ୍ଚାକ୍ଷର ଧ୍ୱନୀରେ ପ୍ରକମ୍ପିତ ବିଭିନ୍ନ ଶୈବପୀଠ
ବାଲିଗୁଡା : ମହାଶିବରାତ୍ରିରେ ପ୍ରଭୁ ଶିବଙ୍କ ସାନ୍ନିଧ୍ୟ ଲାଭ କଲେ ପୁଣ୍ୟ ମିଳିଥାଏ। ପୁରାଣ କଥିତ ଏହି ଦିବସର ବିଶ୍ୱାସକୁ ପାଥେୟ କରି ଶିବ ମନ୍ଦିରରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା ପରେ ଦୀପ ଜାଳି ପାଦୁକା ସେବନ ପାଇଁ ଶୁକ୍ରବାର ଭୋରରୁ ରାତି ତମାମ ଶିବ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ!-->…
ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ ; ଗଞ୍ଜେଇ ଜବତ : ଚାଲାଣ କାରୀ ଫେରାର
ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆ ମାନେ ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି। ତେବେ ବାଲିଗୁଡା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ୧୩୧ କିଲୋ ଗଞ୍ଜେଇ ଧରିବାରେ ସଫଳ ହୋଇଛି, କିନ୍ତୁ ଘଟଣା ସ୍ଥଳରୁ!-->…
ମୋସ୍କୁଲ ଅଭିଯାନରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତ ଅନ୍ତର୍ଗତ ନାଡ଼ାପାଟାଙ୍ଗା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନର ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ପ୍ରାରମ୍ଭରେ ମୋ ସ୍କୁଲ ଅଭିଯାନର ସଭାପତି ବନ୍ଦନା ମଳିକ ଯୋଗ ଦେଇ ଦୀପ!-->…
ମକା ଗଛରେ ପାଣି ଦେଉଥିବା ଵେଳେ ଦକ୍ଷିଣଭେଡା ଗାଁର ନିମାଇଁକୁ ଟାଣି ନେଲା କୁମ୍ଭୀର
ରାଜନଗର : ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବ଼଼ଉଳା କୁମ୍ଭୀର ପାଇଁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଭିତରକନିକା ବିଶ୍ବମାନଚିତ୍ରରେ ସ୍ଥାନପାଇ ପର୍ଯ୍ୟଟନ ସ୍ଥଳୀରେ ସୁନାମ ଅର୍ଜନ କରିଚାଲିଛି। ହେଲେ ବନ ବିଭାଗ ପକ୍ଷରୁ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ!-->…
ମହାଶିବରାତ୍ରୀ ଶୋଭାଯାତ୍ରାରେ ଅଘଟଣ: କରେଣ୍ଟ ଲାଗି ୧୪ ପିଲା ହସ୍ପିଟାଲରେ ଭର୍ତ୍ତି
ରାଜସ୍ଥାନର କୋଟାରେ ବଡ଼ ଅଘଟଣ ଘଟିଛି। ଆଜି ମହାଶିବରାତ୍ରୀ ପାଇଁ ପ୍ରୋସେସନ ବା ଶୋଭାଯାତ୍ରା ଚାଲିଥିବା ବେଳେ ୧୪ ଜଣ ପିଲା କରେଣ୍ଟ ମାଡ଼ର ଶିକାର ହୋଇଛନ୍ତି।
କରେଣ୍ଟ ମାଡ଼ରେ ଆହତ ହୋଇଥିବା ୧୪ ଜଣଙ୍କୁ ତୁରନ୍ତ ଶୋଭାଯାତ୍ରା ସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।!-->!-->!-->…
ମହାନଦୀରୁ ୬୦ରୁ ଉର୍ଦ୍ଧ୍ୱ ନାଗମୂର୍ତ୍ତି ସହ ୨ଟି ବୃଷଭ ମୂର୍ତ୍ତି ଉଦ୍ଧାର
ବାଙ୍କୀ : ଆଜି ହେଉଛି ପବିତ୍ର ମହା ଶିବରାତ୍ରୀ । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠୁଛି ସାରା ସହର । ଦେବ ଦେବ ମହାଦେବଙ୍କ ପୂଜା ପାଇଁ ସବୁଠି ଉତ୍ସବ ମୁଖର ପରିବେଶ । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ପରିବେଶ। ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ,!-->…
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୟ ମହାପାତ୍ର
ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗତକାଲି ବିଜେଡିରେ ଯୋଗ ଦେଇଥିଲେ । ଆଜି ବିଜୟ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀ ପୁଅକୁ ଆଶୀର୍ବାଦ ଦେଲେ, ଭଲ ହେଲା । ମୁଁ!-->!-->!-->…
ରାଜ୍ୟସଭାକୁ ମନୋନୀତ ହେଲେ ସୁଧା ମୂର୍ତ୍ତି
ରାଜ୍ୟସଭାକୁ ମନୋନୀତ ହେଲେ ପ୍ରସିଦ୍ଧ ଉଦ୍ୟୋଗପତି ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ତଥା ପ୍ରଖ୍ୟାତ୍ ଲେଖିକା ସୁଧା ମୂର୍ତ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି। ଏନେଇ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…