ବ୍ରାହ୍ମଣୀଗାଁ ବ୍ଲକ ଗଠନ ନେ଼ଇ ରାଜ୍ୟ ସରକାରଙ୍କୁ ଦାବୀ ପତ୍ର ପ୍ରଦାନ

ଦାରିଙ୍ଗବାଡ଼ି, ୯/୩ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବ୍ଲକ ଦାବୀରେ ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ତଥା ଆମ୍ବେଦକରାଇଟ୍ ସଲିଡ଼ାରିଟି ଫୋରମ୍ ର ରାଜ୍ୟ ସଂଯୋଜକ ଇଂ ଅନିଲ୍ କୁମାର ମଲ୍ଲିକ୍ ଙ୍କ ନେତୃତ୍ୱରେ ସଂଯୁକ୍ତ ସଂଖ୍ୟାଲଘୁ ଫୋରମ୍ ର ଆବାହକ ଯୁଗଳ କିଶୋର ରଣଜିତ୍,

ବିଜେଡିକୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ- ଦମ୍‌ ଅଛି ତ ଏକା ଲଢ଼

ଭୁବନେଶ୍ବର : ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଉପରେ ଗତକାଲି ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ବିଜେପି ପକ୍ଷରୁ ଗତକାଲି ସକାଳେ ଓ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଦୁଇଥର ମେଣ୍ଟ ସମ୍ଭାବନାକୁ ଖାରଜ କରାଯାଇଥିଲେ ମଧ୍ୟ

ମିସନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି: ଉପକୃତ ହେବେ ୫୯, ୫୦୯ କର୍ମଚାରୀ

ଭୁବନେଶ୍ବର: ମିସନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିସନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ। ରାଜ୍ୟରେ

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ସବୁ ସ୍ନାତକ, ସ୍ନାତକୋତ୍ତର ପିଲାଙ୍କୁ ମିଳିବ ଛାତ୍ରବୃତ୍ତି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶନିବାର ସନ୍ଧ୍ୟାରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ ମଞ୍ଜୁରୀ ମିଳିଛି। ବୈଠକରେ ରାଜ୍ୟର

ରତ୍ନଭଣ୍ଡାର ଗଣତି ପାଇଁ ଆବଶ୍ୟକ ପଡ଼ିଲେ ଟେକ୍ନୋଲୋଜିର ସହାୟତା ନିଆଯିବ: ଜଷ୍ଟିସ ଅରିଜିତ ପଶାୟତ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଓ ଏହାର ମରାମତି ନେଇ ଆଲୋଚନା ହୋଇଛି। ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ୧୯୭୮ ମସିହା କରାଯାଇଥିବା ଗଣତି ତାଲିକା ଉପରେ ଆଲୋଚନା କରାଯାଇଛି। ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ କେତେବେଳେ

ମଧ୍ୟାହ୍ନ ଭୋଜନରେ ଝିଟିପିଟି: ୧୧ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ: ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରି ୧୧ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବରୁ ମଧ୍ୟ ଏଇ ଅଞ୍ଚଳରେ ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ

ନୋଇଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଏକ ହଷ୍ଟେଲରେ ଖାଦ୍ୟ ଖାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତ ଛାତ୍ରଙ୍କୁ ଗ୍ରେଟର ନୋଏଡାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

ବିବାଦ ଯୋଗୁ ମାଳଦ୍ବୀପରେ ପର୍ଯ୍ୟଟକଙ୍କ ସଂଖ୍ୟା ୩୩% କମିଲା

ମାଲେ: ଭାରତ ସହିତ ବିବାଦ ମାଳଦ୍ବୀପକୁ ମହଙ୍ଗା ପଡ଼ିଛି। ବିବାଦ ପରେ ମାଳଦ୍ବୀପର ସ୍ଥିତି ସଙ୍କଟଜନକ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ କମିବାରୁ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ନ ଭୁଶିଡ଼ିବା ସ୍ଥିତିକୁ ଆସିଛି। ଦେଶର ପର୍ଯ୍ୟଟନ ଶିଳ୍ପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ

୧.୭୫କୋଟି ଲୋକଙ୍କୁ ମିଳିବ ମାଗଣା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ୧.୭୫କୋଟି ଲୋକଙ୍କୁ ମିଳିବ ମାଗଣା ଏଲପିଜି ସିଲିଣ୍ଡର | ରଙ୍ଗର ପର୍ବ ହୋଲିରେ ଉତ୍ତରପ୍ରଦେଶବାସୀଙ୍କୁ ବଡ ଉପହାର ଦେଲେ ଯୋଗୀ ସରକାର | କ୍ୟାବିନେଟ ବୈଠକରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ଟଙ୍କା ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଏହା ପରେ

ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସୋନିଆ ଚାହୁଁଛନ୍ତି ଓ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଲାଲୁ ଚାହୁଁଛନ୍ତି:…

ପାଟନା: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ବିହାରର ପାଟନାରେ ଏକ ଜନସଭାରେ ଯୋଗ ଦେଇଛନ୍ତି | ଏହି ସମାବେଶରେ ସମ୍ବୋଧିତ କରି ସେ ଏକାସାଙ୍ଗରେ କଂଗ୍ରେସ ଏବଂ ଆରଜେଡି ଉପରେ ଆକ୍ରମଣ କରିଥିଲେ। ଅମିତ ଶାହା କହିଛନ୍ତି ଯେ ସୋନିଆ ଗାନ୍ଧୀ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ