ଫୁଲବାଣୀ ୩ ନମ୍ବର ୱାର୍ଡରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ୩ ନମ୍ବର ୱାର୍ଡରେ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ନଦୀଖଣ୍ଡି ସାହି କ୍ଳବର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସୁଶ୍ରୀ ଅନିମା କହଁର

ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାସହ ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି

ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ରକ୍ତମୁଖା ହୋଇଛନ୍ତି। ଜିଲ୍ଲାର ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ଗିଡାପଦର ଗ୍ରାମରେ ମାଓବାଦୀ ମାନେ ଦମ୍ପତିକୁ ହତ୍ୟା କରିଛନ୍ତି। ମୃତ ଦମ୍ପତିଙ୍କ ନାମ ଡାହିରା କହଁର ଏବଂ ତାଙ୍କ ପତ୍ନୀଙ୍କ ନାମ ବତସୀ କହଁର ବୋଲି

ବିଜେପି-ବିଜେଡି ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ: ବିଜୟପାଲ ସିଂ ତୋମାର

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପରେ ମେଣ୍ଟକୁ ନା କଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ। ରାଜ୍ୟରେ ଦଳ ୮୦ରୁ ଅଧିକ ବିଧାନସଭା ଏବଂ ୧୬ରୁ ଅଧିକ ଲୋକସଭା ଆସନ ଜିତିବ।ସେ ଆହୁରି

ଆମ ପାଇଁ ଜମି ଅପେକ୍ଷା ଲୋକେ ଅଧିକ ଗୁରୁତ୍ବପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୀଳମାଧବ ନିବାସର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆମ ପାଇଁ ଜମି ଅପେକ୍ଷା ଲୋକେ ଅଧିକ ଗୁରୁତ୍ବପୂର୍ଣ୍ଣ। ସହରରେ କେହି ଝୁମ୍ପୁଡ଼ି ଘରେ ରହିବେ ନାହିଁ। ଏଥିପାଇଁ ଆବାସ ଯୋଜନା ଜରିଆରେ ଫ୍ଲାଟ ପ୍ରଦାନ କରାଯାଉଛି।

ରାଜ୍ୟରେ ୧୧ରୁ ବଢିବ ତାତି

ଭୁବନେଶ୍ବର : ୨ ଦିନ ପରେ ରାଜ୍ୟରେ ପୁଣି ବଢିବ ତାତି। ଆଗାମୀ ୧୧ ତାରିଖରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା

ବଡଦେଉଳରୁ ଖସିଲା ପଥର

ପୁରୀ : ବଡଦେଉଳରୁ ଖସିଛି ପଥର। ବଡଦେଉଳକୁ ଲାଗି ରହିଥିବା ବରାହ ମନ୍ଦିରରୁ ଆଜି ଭୋରରୁ ଏକ ପଥର ଖସିଛି। ପଥରଟି ଖସି ଏକାଦଶୀ ମନ୍ଦିର ଟିଣ ଛାତରେ ପଡ଼ିଥିଲା। ପରେ ପଥରଟି ତଳେ ପଡ଼ିଯାଇଥିଲା। ପଥର ଓଜନ ପ୍ରାୟ ଏକ କେଜିରୁ ଅଧିକ ହେବ।ବଡ ଦେଉଳରୁ ଖସିଥିବା ପଥରଟିକୁ ଶ୍ରୀମନ୍ଦିରର କମାଣ୍ଡର

‘ମେଣ୍ଟ ହେଉ କି ନ ହେଉ, ବିଜେଡ଼ି ୧୧୦ରୁ ଅଧିକ ସିଟ୍‌ରେ ଜିତିବ’

ଭୁବନେଶ୍ବର : ମେଣ୍ଟ ବାବଦରେ ଆମେ ଶୁଣୁଛୁ। ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ। ମେଣ୍ଟ ହେଉ କି ନହେଉ, ବିଜେଡ଼ି ୧୧୦ରୁ ଅଧିକ ସିଟରେ ଜିତିବାର ଜିତିବାର ଅଛି। ଆଜି ଏପରି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ।ସେ ଆହୁରି କହିଛନ୍ତି, ଓଡ଼ିଶାର ସ୍ୱାର୍ଥ

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ ସତ୍ୟପିର ମିଶ୍ରଙ୍କ ଅଦାଲତରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ପ୍ରାକ ମକଦ୍ଦମା ମାମଲା ଗୁଡ଼ିକ ମଧ୍ୟରୁ ୭୭ଟି ଅର୍ଥ ଅସୁଲି ମାମଲାର

ବୁଡ଼ାଗୁଡ଼ା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ପକ୍ଷରୁ ୬ ଗ୍ରାମବାସୀଙ୍କୁ ଜଙ୍ଗଲ ସମ୍ଭଳ ଅଧିକାର ପଟ୍ଟା ବଣ୍ଟନ କରାଗଲା

ଦାରିଙ୍ଗବାଡି, ୯/୩ : ଦାରିଙ୍ଗବାଡି ତହସିଲ ପକ୍ଷରୁ ବୁଡ଼ାଗୁଡା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳ ଠାରେ ୬ ଗୋଟି ଗ୍ରାମ ଯଥା ସୀମାଲକିଆ, ଗୁଦ୍ରିପାଙ୍ଗା,ତିଲୋରି, ଶିରିସପାଙ୍ଗ, ବୁର୍ଡାକିଆ, ବଡାଆକିଆ ଗ୍ରାମ ବାସୀଙ୍କୁ ଗୋଷ୍ଠିଗତ ଜଙ୍ଗଲ ଅଧିକାର ଓ ଗୋଷ୍ଠୀଗତ ଜଙ୍ଗଲ ସମ୍ଭଳ ଅଧିକାର ପଟ୍ଟା