Sign in
Sign in
Recover your password.
A password will be e-mailed to you.
ବିଜେପି ଆରମ୍ଭ କଲା ଏକ କୋଟି ଜନମତ ସଂଗ୍ରହ ଅଭିଯାନ
ଭୁବନେଶ୍ବର: ବିଜେପି ଆରମ୍ଭ କରିଛି ଏକ କୋଟି ଜନମତ ସଂଗ୍ରହ ଅଭିଯାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଗାମୀ ନିର୍ବାଚନ ଇସ୍ତାହାରରେ କ’ଣ ରଖିବ ବିଜେପି ସେନେଇ ଜନମତ ସଂଗ୍ରହ କରିବ ଦଳ । ରାଜ୍ୟର ଏକ କୋଟି ଲୋକଙ୍କ ପାଖକୁ!-->…
ରାଜନୀତିରୁ ସନ୍ନ୍ୟାସ ନେଲେ ହର୍ଷବର୍ଦ୍ଧନ
ରାଜନୀତିକୁ ଗୁଡ୍ବାଏ କହିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଡଃ. ହର୍ଷବର୍ଦ୍ଧନ। ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି ଜଣାଇଛନ୍ତି। ବିଜେପି ଏଥର ଲୋକସଭା ନିର୍ବାଚନରେ ତାଙ୍କ ଟିକେଟ୍ କାଟିବା ପରେ ସେ ଏଭଳି ବଡ ନିଷ୍ପତ୍ତି!-->…
ଆସନ୍ତା ୧୦ ଦିନ ମଧ୍ୟରେ ୧୨ଟି ରାଜ୍ୟର ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସମ୍ଭାବ୍ୟ ଘୋଷଣା ପୂର୍ବରୁ ଆସନ୍ତା ୧୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୯ଟି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଜମ୍ମୁ-କଶ୍ମୀର, ଆସାମ,!-->…
ଯୁବକଙ୍କୁ ଅପହରଣ କରି ମୁହଁରେ ପରିସ୍ରା କଲେ, ନିର୍ଧୁମ ପିଟିଲେ
ଯୁବକଙ୍କୁ ପ୍ରଥମେ ଅପହରଣ କଲେ। ଏହାପରେ ତାଙ୍କୁ ବରଫ ଉପରେ ଶୁଆଇ ନିର୍ଧୁମ ପିଟିଲେ। କେବଳ ସେତିକି ନୁହେଁ ତାଙ୍କ ମୁହଁରେ ପରିସ୍ରା ମଧ୍ୟ କଲେ ଦୁର୍ବୃତ୍ତ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶର ଶିବପୁରୀ ଅଞ୍ଚଳରୁ।
ଶିବପୁରୀର କରୈରାରେ ବଢ଼ି ଚାଲିଛି ଅପରଧାର। କିଛି!-->!-->!-->…
ଜାହାଜରୁ ଭାରତ ପାରମାଣବିକ ସାମଗ୍ରୀ ଜବତ କରିବା ପରେ ପାକିସ୍ତାନର ବିବୃତି
ନୂଆଦିଲ୍ଲୀ: କରାଚୀ ଅଭିମୁଖେ ଯାଉଥିବା ଯେଉଁ ଜାହାଜକୁ ମୁମ୍ବାଇରେ ଭାରତୀୟ ଏଜେନ୍ସିମାନେ ଜବତ କରିଛନ୍ତି ତାହା ପାରମାଣବିକ କାର୍ଯ୍ୟକ୍ରମ ପାଇଁ ମେସିନ୍ ନୁହେଁ ବ୍ୟାବସାୟିକ ସାମଗ୍ରୀ ନେଇ ଯାଉଥିଲା ବୋଲି ଆଜି ପାକିସ୍ତାନ କହିଛି।
ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି ଯେ, ଜବତ!-->!-->!-->…
ଟଳମଳ ହିମାଚଳ ସରକାର, ବୈଠକ ମଝିରୁ ରାଗି ଉଠିଗଲେ ଶିକ୍ଷାମନ୍ତ୍ରୀ
ଟଳମଳ ହିମାଚଳ ପ୍ରଦେଶ ସରକାର। ଏଠାକାର କଂଗ୍ରେସ ସରକାରଙ୍କ ଉପରୁ ସଙ୍କଟ ଟଳିନଥିବା ମନେ ହେଉଛି। ଦିନକୁ ଦିନ ଏଠି ବଢ଼ୁଛି ବିଦ୍ରୋହୀଙ୍କ ସଂଖ୍ୟା। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏଠାରେ ସବୁକିଛି ଠିକ୍ ଥିବା ଦାବି କରୁଥିଲେ ମଧ୍ୟ କିଛି ଠିକ୍ ନଥିବା ସ୍ପଷ୍ଟ ବାରି ହୋଇପଡୁଛି।!-->…
ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମେସନ୍ ହେବ: ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ୱର: ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ପୁଣି ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ,‘‘ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫମର୍ମେସନ୍ ହେବ । ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ ଟ୍ରାନ୍ସଫର୍ମେସନ୍ ହେଉଛି । ଓଡ଼ିଶାରେ ବି ଟ୍ରାନ୍ସଫର୍ମେସନ୍ ହେବ । ଆମ ଲିଙ୍କରେ ବହୁ!-->…
ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ୩୫୧ ବିରଳ କଇଁଛ ଜବତ
ଭୁବନେଶ୍ୱର: ୩୫୧ ବିରଳ କଇଁଛ ଜବତ । କଇଁଛ ଚୋରା ଚାଲାଣ ବେଳେ ମାଡି ବସିଲା DRI । ପଶ୍ଚିମବଙ୍ଗରୁ କର୍ଣ୍ଣାଟକକୁ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ଏସବୁ ଜବତ କରାଯାଇଛି । ଟାଟା ଟିଆଗୋ କାରରୁ ୩୫୧ଟି ବିରଳ କଇଁଛ ଜବତ କରାଯାଇଛି । ଏହା ସିଡ୍ୟୁଲ ୧!-->…
ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି
ଭୁବନେଶ୍ୱର: ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।
ବିଜେପିରେ ସାମିଲ ହେଲା ପରେ ଅରବିନ୍ଦ ଢ଼ାଲି କହିଛନ୍ତି,‘‘ବିଜେପି ଓଡ଼ିଶାରେ ନିଶ୍ଚିତ!-->!-->!-->…
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଭୁବନେଶ୍ବର ଏୟାରପୋର୍ଟରୁ ଚଣ୍ଡୀଖୋଲ ଯାଏ ସୁରକ୍ଷା କଡ଼ାକଡ଼ି
ଭୁବନେଶ୍ୱର: ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି। ଚଣ୍ଡିଖୋଲରେ ସରକାରୀ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗଦେବେ । ଭୁବନେଶ୍ବର ଏୟାରପୋର୍ଟରୁ ଚଣ୍ଡୀଖୋଲ ଯାଏ ସୁରକ୍ଷା କଡ଼ାକଡ଼ି କରାଯିବ । ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।!-->…