କଳିଙ୍ଗ ବୈଶ୍ୟ ସମାଜ ତରଫରୁ ଅନ୍ନପୂର୍ଣ୍ଣା ଭବନରେ ମନ୍ତ୍ରୀ ଉଷାଦେବୀଙ୍କୁ ସମ୍ବର୍ଦ୍ଧନା

ଚିକିଟୀ : ଚିକିଟୀ କଳିଙ୍ଗ ବୈଶ୍ୟ ସମାଜ ତରଫରୁ ଚିକିଟୀ ବିଧାୟିକା ତଥା ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀଙ୍କୁ ଚିକିଟୀପେଣ୍ଠ ସ୍ଥିତ ଅନ୍ନପୂର୍ଣ୍ଣା ଭବନ ପରିସରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ରବିବାର ଅପରାହ୍ନରେ ମନ୍ତ୍ରୀ ପହଞ୍ଚିବା ପରେ

୧୪ଶ ରାଜ୍ୟ ସ୍ତରୀୟ ବଜରଙ୍ଗ କ୍ରିକେଟ ପ୍ରତିଯୋଗିତା ଉଦଯାପିତ: ଝାରସୁଗୁଡାକୁ ପରାସ୍ତ କରି କେନ୍ଦୁଝର ଚମ୍ପିୟାନ

ଦେବଗଡ : ଦେବଗଡ ପୌରାଂଚଳ ମହୁଲଢିପାସାହି(୧୧ନମ୍ବର ୱାର୍ଡ)ନାଳ ପଡିଆ ଠାରେ ମହାବୀର କ୍ଲବ ଆନୁକୂଲ୍ୟରେ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୪ଶ ବଜରଙ୍ଗ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଝାରସୁଗୁଡାର ସୁଭମ ସ୍ପୋର୍ଟିଂକୁ ୫୫ ରନରେ ପରାସ୍ତ କରି

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ…

ହିଞ୍ଜିଳିକାଟୁ : ଆଗକୁ ମହାଶିବରାତ୍ରି ଅଞ୍ଚଳର ବିଭିନ୍ନ ଶୈବପୀଠ ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ଅଞ୍ଚଳ ସଜେଇ ହେଉଥୂବାର ଦେଖୁବାକୁ ମିଳିଛି। ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖରେ ହେବାକୁ ଯାଉଥିବା ଜାଗର ଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମନ୍ଦିର ପରିଚାଳନା କମିଟି

ତାଳଚୁଆ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି,ଗୋଟିଏ ଘରେ ବାପା ମା ପୁଅଙ୍କ ଶବ ଉଦ୍ଧାର

ରାଜନଗର : ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗର‌ ଗ୍ରାମରେ ବନ୍ଦ କୋଠରୀ ମଧ୍ୟରୁ ଗୋଟିଏ ପରିବାରର ବାପା ମା ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏପରି ଦୁଃଖଦ ଅଭାବନୀୟ ଘଟଣାରେ ରାଜେନ୍ଦ୍ର ନଗର ସମେତ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି।ଖବରପାଇ ତାଳଚୁଆ ପୋଲୀସ

ପିଇବା ପାଣିର ଘୋର ସଙ୍କଟ ଭିତରେ ଘୁଟୁଗୁଡ଼ା ଗ୍ରାମବାସୀ

ଉମରକୋଟ : ସରକାର ଜନତାଙ୍କ ହିତ ଲାଗି ବିଭିନ୍ନ ପ୍ରକାର ଯୋଜନା କରି, କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଉପରିସ୍ଥ କର୍ମଚାରୀ ଏହାକୁ ବେଖାତିର କରିଚାଲୁଛନ୍ତି | ସୂଚନା ପ୍ରକାର ନବରଙ୍ଗପୁର ଜିଲ୍ଲାର, ଉମରକୋଟ ବ୍ଲକ ଅନ୍ତର ଗତ ୟୁ. ଭି. ନଂ ୮ଖୁଟୁଗୁଡ଼ା ଗ୍ରାମବାସୀ ଦୀର୍ଘ ଦିନ

ଜନସ୍ବାସ୍ଥ୍ୟ ବିଭାଗ ‌ ରାସ୍ତାମଝିରେ ଗାତ ଖୋଳି ଚାଲିଛି ପାଇପ ବିଛାକାମ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶୈଳୀକୁ ନେଇ ଲୋକେ ନାପସନ୍ଦ କରିଛନ୍ତି। ଲୋକଙ୍କୁ ପାନୀୟ ଜଳ ଯୋଗାଣ ନାମରେ ହିଞ୍ଜିଳିକାଟୁ ପୌର ପରିଷଦ ଅଧୀନ ସହର ସାରା ରାସ୍ତା ମଝିରେ ଗାତ ଖୋଳି ପାଇପ ବିଛେଇ ଚାଲିଛି ଜନସ୍ବାସ୍ଥ୍ୟ

ଫିରିଙ୍ଗିଆ ପ୍ରେସକ୍ଲବର ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବିଜୁ କଲ୍ଯାଣ ମଣ୍ଡପ ଠାରେ ଫିରିଙ୍ଗିଆ ପ୍ରେସ କ୍ଲବର ୩ ବର୍ଷ ପୂରଣ ହୋଇ ସାରିଥିବା ବେଳେ ଚତୁର୍ଥ ବର୍ଷ ଆରମ୍ଭରେ ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ପାଳନ କରାଯାଇଛି ।ବିଭିନ୍ନ ଘାତ ପ୍ରତିଘାତ ସ୍ବତେ ପ୍ରେସ କ୍ଲବ୍ ଉପଦେଷ୍ଟା

କେନ୍ଦ୍ରାପଡା ଜିଲ୍ଲା ଦେଇ ଗଡିବ ପାସେଞ୍ଜାର ଟ୍ରେନ

ଭୁବନେଶ୍ବର: କେନ୍ଦ୍ରାପଡ଼ାବାସୀଙ୍କୁ ମେମୁଟ୍ରେନ୍‌ ଉପହାର ମିଳିବ। ଜନସାଧାରଣଙ୍କର ଯାତାୟତ ସୁବିଧା ପାଇଁ କେନ୍ଦ୍ରାପଡ଼ାକୁ ଟ୍ରେନ୍‌ ନେଟୱର୍କ ସହିତ ଯୋଡ଼ାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ ମେମୁ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଡିଆରଏମ୍‌

ପୋଲିସ-ମାଓବାଦୀ ଗୁଳିବିନିମୟ, ଏନକାଉଣ୍ଟରରେ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି: ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେ ଜିଲ୍ଲାର ଛୋଟେବେଠିଆ ଜଙ୍ଗଲରେ ପୋଲିସ୍- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଘଟଣାସ୍ଥଳରୁ ଗୋଟିଏ ଏକେ- 47 ବନ୍ଧୁକ ଜବତ ହୋଇଛି । ମାଓବାଦୀଙ୍କ

ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ଶେହବାଜ ଶରିଫ

ପୁଣିଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ଶେହବାଜ ଶରିଫ। ସେ ଦ୍ୱିତୀୟ ଥର ପାଇଁ ପାକିସ୍ତାନର ଶାସନ ଡୋର ନିଜ ହାତକୁ ନେବେ। ନବ ନିର୍ବାଚିତ ସଂସଦରେ ଅତି ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଶେହବାଜ ଶରିଫ ରବିବାର ଦ୍ୱିତୀୟ ଥର ପାଇଁ ମେଣ୍ଟ ସରକାରର ନେତୃତ୍ୱ ନେବା ପାଇଁ