Sign in
Sign in
Recover your password.
A password will be e-mailed to you.
ISRO ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନ୍ସର୍
ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନ୍ସର। ଏକ ଇଣ୍ଟରଭ୍ୟୁରେ ଏନେଇ ସେ ଖୋଦ୍ ଜଣାଇଛନ୍ତି। ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-୧ ଲଞ୍ଚ ବେଳେ ତାଙ୍କୁ କ୍ୟାନ୍ସର୍ ହୋଇଥିବା ନେଇ ଜଣାପଡିଥିଲା ବୋଲି ସେ କହିଛନ୍ତି।
ସେ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନ ଲଞ୍ଚ ବେଳେ ସ୍ୱାସ୍ଥ୍ୟ!-->!-->!-->…
ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୫ରୁ ଖାତାଦେଖା
ଭୁବନେଶ୍ଵର: ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଗତ ଫେବୃଆରୀ ୨୦ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି । ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ଆସନ୍ତା ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମାଟ୍ରିକ ବୋର୍ଡ!-->…
ଆପଣ ଜଣେ ମନ୍ତ୍ରୀ, ନିଜ ମନ୍ତବ୍ୟର ପରିଣାମ ଜାଣିବା ଉଚିତ୍ ଥିଲା : ଉଦୟନିଧି ଷ୍ଟାଲିନଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବାକ୍ ଓ ଅଭିବ୍ୟକ୍ତି ର ସ୍ୱାଧୀନତାର ଅଧିକାରର ଦୁରୁପଯୋଗ କରିବା ପରେ ସେ କାହିଁକି ତାଙ୍କ ପିଟିସନ ଆଣିଲେ ବୋଲି ସର୍ବୋଚ୍ଚ ଅଦାଲତ!-->…
ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ, ରାଜୁ ଦାସ ଓ ନରେନ ପଲେଇ
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଭୁଷୁଡିବାରେ ଲାଗିଛି କଂଗ୍ରେସ ଓ ବିଜେଡି ଶିବିର। କଂଗ୍ରେସ ଓ ବିଜେଡିର ଅନେକ ହେଭିୱେଟ୍ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି। ଯାହା କଂଗ୍ରେସ ଓ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି।
ଆଜି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ!-->!-->!-->…
୨୧ ଟନ ଗୋମାଂସ ବୋଝେଇ କଣ୍ଟେନର ଜବତ…
ଛତ୍ରପୁର : ଛତ୍ରପୁର ଉଜ୍ଜଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥ ଠାରେ ଏକ ଗୋ ମାଂସ ବୋଝେଇ କଣ୍ଟେନରକୁ ଛତ୍ରପୁର ଥାନା ପୁଲିସ ଜବତ କରିଛି l କୌଣସି ସୂତ୍ରରୁ ଛତ୍ରପୁର ବଜରଙ୍ଗ ଦଳ ସୋମବାର ପୂର୍ବାହ୍ନରେ କଟକରୁ ହାଇଦ୍ରାବାଦ ଅଭିମୁଖେ ଜାଉଥିବା ଜିଜେ୧୮ ବିଭି ୦୪୯୧ ନଂ ଏକ କଣ୍ଟେନର!-->!-->!-->…
ଉତ୍ତରପ୍ରଦେଶର ୧୦ମ ଶ୍ରେଣୀ ଛାତ୍ର ସୁମେଶ ପୋଲିସ ଗୁଳିରେ ନିହତ ର ପ୍ରତିବାଦରେ ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ…
ଛତ୍ରପୁର , ତା. ୪ / ୩ ଉତ୍ତର ପ୍ରଦେଶର ଜଣେ ଦଳିତବର୍ଗର ନାବାଳକ ଅବା ୧୦ମ୍ ଶ୍ରେଣୀ ଛାତ୍ର ସୁମେଶ ଙ୍କୁ ପୋଲିସ ଗୁଳି କରି ହତ୍ୟା କରିଥିବା ଅତ୍ୟନ୍ତ ଦୁଃଖ ଓ ପରିତାପ ଭଳି ଏକ ଅଦ୍ଭାବନୀୟ ଘଟଣା ଘଟିଛି । ଯାହାକି ଶୁଣିଲେ ଅନେକ ଦୁଃଖରେ ଭାଙ୍ଗି ପଡ଼ନ୍ତି । ଏହା ଯେ' ଉତ୍ତର ପ୍ରଦେଶରେ!-->!-->!-->…
ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ : ପୋଲିସ ଗିରଫ କରି କଲା କୋର୍ଟ ଚାଲାଣ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନରେ ଥିବା ଜଳଙ୍ଗବିରା ପଞ୍ଚାୟତ ଘୁଟୁଟଳି ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ଗତ କାଲି ରାତ୍ରରେ ବାଡ଼ିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ ! ମୃତକ ଜଣକ ହେଲେ ଫୁଲମଣି ସୋରେଙ୍ଗ ! ପୋଲିସ ହତ୍ୟାକାରୀ!-->!-->!-->!-->!-->…
ଧଉରାଗୋଠ ଗ୍ରାମରେ ବିଦେଶୀ ଶୋରିଷ ନାମରେ ଚାଲିଥିଲା ନିଷିଦ୍ଧ ଅଫିମ ଚାଷ :ଚାଷୀକୁ ଧରି ଅବକାରୀ ବିଭାଗର ଜିମା ଦେଲେ…
ଅବକାରୀ ବିଭାଗର ଭୁମିକା ନେଇ ସନ୍ଦେହ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ
ଦେବଗଡ : ,୩ା୩ଏକ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଚାଲିଥିଲା ନିଷିଦ୍ଧ ଗଞ୍ଜେଇ ଚାଷ । ହେଲେ ନା ବାରଣ କରିଥିଲା ଅବକାରୀ ବିଭାଗ ନା ରୋକିବାକୁ ପ୍ରୟାଶ କରିଥିଲା ପୁଲିସ ବିଭାଗ । ବିଦେଶୀ ଶୋରିଷର ଭ୍ରମରେ ଥିବା!-->!-->!-->!-->!-->…
ମାର୍ଲବା ଘାଟିରେ କନ୍ୟାଯାତ୍ରୀ ବସ ଦୁର୍ଘଟଣା, ୩୫ ଆହତ ସହ ୫ ଗୁରୁତର
ଆର,ଉଦୟଗିରି : ଗଜପତି ଜ଼ିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ପ୍ରାୟ ୧୦ ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ରବିବାର ଅପରାହ୍ନ!-->…