Sign in
Sign in
Recover your password.
A password will be e-mailed to you.
ଜମ୍ମୁର କୁଖ୍ୟାତ ଅପରାଧୀ ରାଜେଶ ଡୋଗରା ଓରଫ ମୋହନର ମୃତ୍ୟୁ
ଶପିଂ ମଲ୍ ବାହାରେ ଫୁଟିଲା ଗୁଳି। ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ। ପାଖାପାଖି ୧୭ରୁ ୧୮ ରାଉଣ୍ଡ ହେଲା ଗୁଳିମାଡ। ଏଥିରେ ଟିଳିପଡିଛି ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍। ସେପଟେ ଶପିଂ କରିବାକୁ ଆସିଥିବା ଲୋକେ ଭୟଭୀତ ହୋଇପଡିଛନ୍ତି। ପଞ୍ଜାବର ମୋହାଲିରେ ଘଟିଛି ଏଭଳି କିଛି ଘଟଣା।
!-->!-->…
ରାଷ୍ଟ୍ରୀୟ ସମ୍ମାନ ସହ ସତ୍ୟନଗର ଶ୍ମଶାନରେ ଶୁଭଜିତର ଶେଷକୃତ୍ୟ ସମ୍ପନ୍ନ
ଭୁବନେଶ୍ୱର : ନିଜ ୮ବର୍ଷର କୁନି ପୁଅକୁ ହରାଇ ଭାଙ୍ଗପଡିଛନ୍ତି ବାପା ମା । ଏଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛି ପୁଅ । ହେଲେ ତାଙ୍କ ଦେହର ମୂଲ୍ୟବାନ ଅଙ୍ଗକୁ ଦାନ କଲେ ପରିବାର ଲୋକ । ପୁଅର ଦେହାନ୍ତରେ ନିଜ ପରିବାର ଆଜି ଦୁଃଖରେ ଭାଙ୍ଗି ପଡିଛି ସତ, ହେଲେ ବଦଳରେ ଆଉ କାହା!-->…
ଦଳୀୟ ଅଫିସ ଖାଲି କରିବା ପାଇଁ ଆପ୍କୁ କୋର୍ଟଙ୍କ ନିର୍ଦ୍ଦେଶ
ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍)କୁ ଦଳୀୟ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରାଉଜ ଆଭିନ୍ୟୁ ଠାରେ ଥିବା ଆପ୍ର ଅଫିସକୁ ଜୁନ ୧୫ ସୁଦ୍ଧା ଖାଲି କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଆପ୍ର ଅଫିସ ତିଆରି ହୋଇଥିବା ପ୍ଲଟଟି ଦିଲ୍ଲୀ!-->!-->!-->…
ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା, ଏପ୍ରିଲ ପହିଲାରୁ କଟକଣା ଲାଗୁ
ଭୁବନେଶ୍ବର:- ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଂଚଳକୁ ପ୍ଲାଷ୍ଟିକ ଜିନିଷ ନେବା ଉପରେ ରୋକ ଲଗାଇଛନ୍ତି ସରକାର । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ଆଜି ଏହି କଟକଣା ଜାରି କରିଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପ୍ରିଲ!-->…
ଦିଲ୍ଲୀ ମହିଳାମାନଙ୍କୁ ପ୍ରତିମାସରେ ମିଳିବ ୧୦୦୦ ଟଙ୍କା
ନୂଆଦିଲ୍ଲୀ: ଦିଲ୍ଲୀ ମହିଳାମାନଙ୍କ ପାଇଁ ଖୁସି ଖବର। ଏଣିକି ଦିଲ୍ଲୀର ମହିଳାମାନଙ୍କୁ ପ୍ରତିମାସରେ ୧୦୦୦ଟଙ୍କା ଲେଖାଏଁ ମିଳିବ। ଦିଲ୍ଲୀର କେଜ୍ରିୱାଲ ସରକାର ୨୦୨୪ ମାର୍ଚ୍ଚ ୪ ତାରିଖରେ ସୋମବାର ଦିନ ୧୦ମ ବଜେଟ ଉପସ୍ଥାପନା କରିଛନ୍ତି। ଚଳିତଥର ଦିଲ୍ଲୀ ପାଇଁ ୭୬ହଜାର କୋଟି!-->…
ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
କଟକ : ବାରବାଟି-କଟକ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ମାମଲା କରିଥିଲେ । ତେବେ ୨୦୨୪ ନିର୍ବାଚନରେ!-->…
ସାରା ଦେଶ କହୁଛି ମୁଁ ମୋଦିଙ୍କ ପରିବାର: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନର ଆଦିଲାବାଦରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି ।
ମୋଦି କହିଛନ୍ତି,‘‘ ମୋ ପରିବାର ଯୋଗୁଁ ବିରୋଧୀ ମୋତେ ଟାର୍ଗେଟ୍ କରିଥିଲେ । କିନ୍ତୁ!-->!-->!-->…
ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ଅମିନ
ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ । ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁ ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ, କାବୁ କଲା ଭିଜିଲାନ୍ସ ।
ଖବର ଅନୁଯାୟୀ, ଜମି ପଟ୍ଟା!-->!-->!-->…
ମହୁଆଙ୍କୁ ଝଟ୍କା, ଆବେଦନ ଖାରଜ କଲେ ହାଇକୋର୍ଟ
ତୃଣମୂଳ କଂଗ୍ରେସ ନେତ୍ରୀ ତଥା ବହିଷ୍କୃତ ସାଂସଦ ମହୁଆ ମୋଇତ୍ରାଙ୍କୁ ପୁଣି ଝଟ୍କା। ଲାଞ୍ଚ ନେବା ଅଭିଯୋଗକୁ ନେଇ କରାଯାଉଥିବା ବୟାନବାଜୀ ଉପରେ ରୋକ ଲଗାଇବା ପାଇଁ ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ବିଜେପି ସାଂସଦ ନୀଶିକାନ୍ତ ଦୁବେ ଓ ଓକିଲ ଜୟ ଅନନ୍ତ!-->!-->!-->…
ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ
କଳାହାଣ୍ଡି : ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ । କଳାହାଣ୍ଡି କଳମପୁର ବ୍ଲକ ଦେପୁର ଗାଁ ନିକଟରେ ଭୁଶୁଡିଲା ମୁଖ୍ୟ କେନାଲ l ୨୦ ଫୁଟର ଘାଇ ହେବା ଫଳରେ ଗାଁ ଭିତରେ ପଶିଛି ପାଣି । ଜଳମଗ୍ନ ହୋଇଛି ଦେପୁର ଗାଁ ।
ଘରେ ପାଣି ପଶି ଆସବାବପତ୍ର ନଷ୍ଟ ହେବା ସହ ରାସ୍ତା!-->!-->!-->…