Sign in
Sign in
Recover your password.
A password will be e-mailed to you.
ଅନୁଗୁର ଓ କିରାମା ପଞ୍ଚାୟତରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ
ଆର,ଉଦୟଗିରି : ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଯାହା ରାଜ୍ୟରେଥିବା ବିଜେଡି ସରକାରଙ୍କ କାର୍ଯ୍ୟକ୍ରମ ହୋଇଥିବାରୁ ଗାଁ ଗାଁରେ ଏହି କାର୍ଯ୍ୟକ୍ରମ ଧୁମ ଧାମରେ ପାଳନ କରାଯାଉଛି। ତେବେ ଆଜି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁର ଓ କିରାମା ପଞ୍ଚାୟତ ଠାରେ ଗ୍ରାମର ପୂର୍ବତନ ସରପଞ୍ଚ!-->…
ଜିଲ୍ଲା କଂଗ୍ରେସ ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପାରିଜାତ କଲ୍ୟାଣ ମଣ୍ଡପ ରେ ଜିଲ୍ଲା ର୧୨ବ୍ଲକ୨ଟି ଏନ ଏ ସି ଓ୧ ଗୋଟିଏ ମୁନିସପାଲଟିର ସଭାପତି , ଜିଲ୍ଲା ପରିଷଦ ଜୋନ ସଭାପତି ଓ ଆଗୁଆ ଧାଡିର ନେତା କର୍ମୀ ମାନଙ୍କୁ ନେଇ ଏକ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି।ଅଖିଳ ଭାରତୀୟ ଜାତୀୟ!-->…
କ୍ରୀଡ଼ାର ବିକାଶ ନେଇ ଖେଳାଳି ସମାବେଶ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ କରନେସନ ପଡ଼ିଆଠାରେ ଶାରୀରିକ ଶିକ୍ଷକ, କ୍ରୀଡା ଶିକ୍ଷକ ସଙ୍ଘ ଓ ଜିଲ୍ଲା କ୍ରୀଡ଼ା ସଂସଦ କନ୍ଧମାଳର ମିଳିତ ସହଯୋଗରେ କନ୍ଧମାଳରେ କ୍ରୀଡ଼ାର ଅଗ୍ରଗତି ନିମନ୍ତେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ.!-->…
ମଲ୍ଲାଡ ଠାରେ ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ଉଦଯାପିତ
ଛତ୍ରପୁର : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲ୍ଲାଡ ଠାରେ ପ୍ରତିଷ୍ଠିତ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଶାନ୍ତି ଅନନ୍ଦାଶ୍ରମ ଶାଖା ର ୪୪ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦଯାପିତ ହୋଇଯାଇଛି ।କରମଳା ଶାନ୍ତି ଆନନ୍ଦାଶ୍ରମର ଆଚାର୍ଯ୍ୟ ଶ୍ରୀ ଶ୍ରୀ ବଳରାମ!-->…
ସାମ୍ବାଦିକ ସଂଗଠନ ସମନ୍ୱୟ କମିଟି ବୈଠକ ଏବଂ ବନ୍ଧୁ ମିଳନ
ମାଲକାନଗିରି, ୩।୩ ମାଲକାନଗିରି ଜିଲ୍ଲା ବିଭିନ୍ନ ସାମ୍ବାଦିକ ସଂଗଠନ ସମନ୍ୱୟ କମିଟିର ବୈଠକ ଅଧ୍ୟକ୍ଷ ରତ୍ନାକର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଚଲାଣଗୁଡା ଗ୍ରାମ ନିକଟ ତମସା ନଦୀ କୂଳରେ ଅନୁଷ୍ଠିତ ହୋଇ ଯାଇଛିା ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ସାମ୍ବାଦିକ ସଂଗଠନର ୧୦୦ରୁ!-->…
ସ୍କୁଟି ଦୁର୍ଘଟଣା: ୧ ମୃତ,୨ ଗୁରୁତର
ଦାରିଙ୍ଗବାଡି,୩/୩ : ଦାରିଙ୍ଗବାଡି ଥାନା ଅନ୍ତର୍ଗତ ହିଲଭିୟୁ ଘାଟି ବୁଲାଣିରେ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ଦିନ ଦ୍ବିପହରରେ ହୋଇଥିବା ଜଣାପଡ଼ିଛି।ମୃତକ ଜଣକ ହେଲେ ସୁଗାନକେତା ଗ୍ରାମର ପ୍ରିତମ ପ୍ରଧାନ(୧୭)। ଗୁରୁତର ଆହତ ୨!-->…
ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ ; ଗଞ୍ଜେଇ ଜବତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆ ମାନେ ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି। ତେବେ ବାଲିଗୁଡା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ୧୯୩ କିଲୋ ଗଞ୍ଜେଇ ଧରିବାରେ ସଫଳ ହୋଇଛି, କିନ୍ତୁ ଘଟଣା ସ୍ଥଳରୁ!-->…
ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟଲଷ୍ମୀ ପଟ୍ଟନାୟକ ଅବସର ଗ୍ରହଣ କରିଛନ୍ତି l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ତରଫରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର!-->…
୧୪ଶ ରାଜ୍ୟ ସ୍ତରୀୟ ବଜରଙ୍ଗ କ୍ରିକେଟ ପ୍ରତିଯୋଗିତା ଉଦଯାପିତ:ଝାରସୁଗୁଡାକୁ ପରାସ୍ତ କରି କେନ୍ଦୁଝର ଚମ୍ପିୟାନ…
ଦେବଗଡ, : ୩ା୩ ଦେବଗଡ ପୌରାଂଚଳ ମହୁଲଢିପାସାହି(୧୧ନମ୍ବର ୱାର୍ଡ)ନାଳ ପଡିଆ ଠାରେ ମହାବୀର କ୍ଲବ ଆନୁକୂଲ୍ୟରେ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୪ଶ ବଜରଙ୍ଗ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଝାରସୁଗୁଡାର ସୁଭମ ସ୍ପୋର୍ଟିଂକୁ ୫୫ ରନରେ ପରାସ୍ତ!-->…
ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଦୁଇଟି ଘର ପୋଡ଼ି, ଲକ୍ଷାଧିକ ଟଙ୍କା ସହ ଆସବାବପତ୍ର ନଷ୍ଟ
ଦାରିଙ୍ଗବାଡ଼ି,୩/୩ : ଦାରିଙ୍ଗବାଡ଼ି ବ୍ଳକ ଭ୍ରମରବାଡ଼ି ପଞ୍ଚାୟତ ମ୍ଲାହୁପାଙ୍ଗା ସାହିର ସଦାନନ୍ଦ ପ୍ରଧାନ ଏବଂ ପ୍ରମୋଦ ପ୍ରଧାନ ଙ୍କ ଘର ବିଦ୍ୟୁତ ସଟସର୍କିଟ ଯୋଗୁଁ ପୋଡ଼ି ଯାଇଛି । ସୂଚନା ଅନୁଯାୟୀ ଘରେ କେହି ନଥିବା ସମୟରେ ଆଜି ପାଖାପାଖି ଦିବା ୨ ଘଣ୍ଟା ସମୟରେ ସଦାନନ୍ଦ ଏବଂ ପ୍ରମୋଦ!-->…