Sign in
Sign in
Recover your password.
A password will be e-mailed to you.
ଗୋଟିଏ ପରିବାରର ତିନି ମୃତ
ରାଜନଗର: ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମା’ ଓ ପୁଅର ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ!-->…
ପୁଣି ବାଲି ମାଫିଆ ସକ୍ରିୟ…….!ଗଞ୍ଜାମ ଜିଲ୍ଲାରୁ ଅନ୍ୟ ରାଜ୍ୟ କୁ ଅବାଧ ରେ ଚାଲିଛି ଚୋରା ବାଲି ଚାଲାଣ…
ବ୍ରହ୍ମପୁର: ୩-୩ କିଛି ଦିନର ନୀରବତା ପରେ ଉପରୁ ନିର୍ଦ୍ଧେଶ ମିଳିବା ପରି ବାଲି ମାଫିଆ ମାନେ ପୁଣି ସକ୍ରିୟ l ଦିନକୁ ସହ ସହ ଗାଡି ରେ ବାହାର ରାଜ୍ୟକୁ ଚୋରା ବାଲି ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ପୁଣି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଚୋରାରେ ବାଲି ଅବାଧ ରେ ଖୁଲାମ ଖୁଲା ବିନା!-->…
ବିଜେଡି ସାଙ୍ଗଠନିକ ବୈଠକରେ କଂଗ୍ରେସ କର୍ମୀମାନେ ବିଜେଡିରେ ଯୋଗଦାନ…
ଆର,ଉଦୟଗିରି-୪/୩/ ଆର, ଉଦୟଗିରି ଗ୍ରାମର କଲ୍ୟାଣମଣ୍ଡପ ଠାରେ ବିଜେଡି ସାଙ୍ଗଠନିକ ବୈଠକରେଆଜି ଆର, ଉଦୟଗିରି ବ୍ଲକର ବସ୍ତ୍ରୀଗୁଡା ସରପଞ୍ଚ ଶ୍ରୀମତି ରିତାନି ମଣ୍ଡଳ ତାଙ୍କ ସ୍ୱାମୀ ଉଦିପ ମଣ୍ଡଳ, ଆର. ଉଦୟଗିରି 10ନମ୍ବର ୱାର୍ଡ ମେମ୍ବର ଦେବରାଜ ସୁବୁଦ୍ଧି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ!-->…
ରାମଚଣ୍ଡୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଦର୍ଶକଙ୍କ ଭିଡ଼…
ଛତ୍ରପୁର, ତା. ୩ / ୩ ଗଞ୍ଜାମଜିଲ୍ଲା ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୮କିମି ଦୂର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମରେ ବିଜେମାନ କରିଥିବା ଯାହାକି, ତ୍ରେତ୍ତୟା ଯୁଗର ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ କର-କମଳରେ!-->!-->!-->…
ଉଦ୍ୟାନ କୃଷି ବିଭାଗ, ଫୁଲବାଣୀ ସହାୟତାରେ ଢ଼ିଙ୍ଗୀରି ଛତୁ ଚାଷ କରି ୧୩ ମହିଳା ସ୍ବାବଲମ୍ବୀ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡା ଗ୍ରାମ ପଞ୍ଚାୟତର ଦେହୁରୀ ସାହି ର ମା ସୀତା ଠାକୁରାଣୀ ସ୍ବୟଂ ସହାୟିକା ଗୋଷ୍ଠୀର ୧୩ ଜଣ ସଦସ୍ୟା ଏବେ ଢ଼ିଙ୍ଗୀରିଛତୁ ଚାଷ କରି ବେଶ୍ ସଫଳ ହୋଇଛନ୍ତି l ଆର୍ଥିକ ବର୍ଷ ୨୦୨୩-୨୪ ଏମାନେ ନିଜ ସ୍ଵୟଂ ସହାୟକ ଗୋଷ୍ଠୀ ଗୃହରେ!-->!-->!-->…
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଆର,ଉଦୟଗିରି ଗସ୍ତ : ଦଳୀୟ ସଂଗଠନକୁ ମଜବୁତ୍ କରିବାକୁ ଦେଲେ…
ଆର,ଉଦୟଗିରି ବ୍ଳକର ୧୧ ଓ ୧୨ ନମ୍ବର ଜୋନୁର ପୂର୍ବତମ ବିଜେଡି କର୍ମକତ୍ତାଙ୍କୁ ଅଣଦେଖା ଅଭିଯୋଗ...
ଆର,ଉଦୟଗିରି : /୪/୩/ ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଳକର ସଦର ମହକୁମାରେ ଥିବା ନିର୍ମାଣ ଶ୍ରମିକ ସଂଘର ସଭାଗୃହରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ!-->!-->!-->…
ବିଦ୍ୟାଳୟକୁ ରାସ୍ତା ଟିଏ ହେବାରେ ବାଧକ ସାଜିଛି ପ୍ରଶାସନ…
ଛତ୍ରପୁର, //ଚିକିଟି : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମନ୍ଦରଡ଼ା ଗ୍ରାମରେ ସ୍ଥାପିତ ହୋଇଥିବା ମନ୍ଦରଡ଼ା ଗ୍ରାମପଞ୍ଚାୟତ ସରକାରୀ ଉନ୍ନୀତ ଉଚ୍ଚ-ବିଦ୍ୟାଳୟକୁ ରାସ୍ତା ଟିଏ ହେବାରେ ବାଧକ ହୋଇଛି । ପ୍ରକାଶ ଥାଉକି, କି ଯେ’ ୨୦୦୯ ମସିହାଠାରୁ ସ୍କୁଲ!-->…
ରାତ୍ରୀ ଅନ୍ଧକାରରେ ଶିକ୍ଷୟିତ୍ରୀଙ୍କ ସ୍କୁଟର ପୋଡିଦେଲେ ଦୁର୍ବୃତ…
ଦେବଗଡ଼ :,୩|୩:ଗତକାଲି ବିଳମ୍ବିତ ରାତ୍ରୀରେ ଦେବଗଡ ଥାନା ବସାଲଇ ଗ୍ରାମ ପଂଚାୟତର କୁଣ୍ଡାପିଠା ଗ୍ରାମର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ଘର ଅଗଣାରେ ଥିବା ସ୍କୁଟରକୁ କୋଣସି ଦୁର୍ବୃତ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଦେବଗଡ ଆଦର୍ଶ ଥାନା ପୁଲିସ ଏକ ମାମଲା ଋଜୁକରି!-->…
ବିଜେଡି ଛାଡ଼ୁଛନ୍ତି ହେଭିୱେଟ ନେତା : ଢାଲିଙ୍କ ପରେ ବିଜେଡି ଦଳରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ମୁକୁନ୍ଦ…
ମାଲକାନଗିରି : ବିଜେଡି ଛାଡ଼ୁଛନ୍ତି ହେଭିୱେଟ ନେତା । ଢାଲିଙ୍କ ପରେ ବିଜେଡି ଦଳରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଓ ଜଣେ ଉତ୍ତମ ସଂଗଠକ ମୁକୁନ୍ଦ ସୋଡି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡି ଦଳର ପ୍ରାଥମିକ ପଦରୁ!-->!-->!-->…
ନୟାଗଡ଼ରେ ପୁଣି ବ୍ରାଉନ ସୁଗାର ମାଫିଆ ସକ୍ରିୟ : ପୋଲିସ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା…
ନୟାଗଡ଼: ଗତ କିଛିଦିନ ପୂର୍ବେ ଫତେଗଡରୁ ୨୦ଗ୍ରାମ, ନୟାଗଡ଼ ତ୍ରିନାଥ ଛକ ନିକଟରୁ ୧୮ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ମାତ୍ର ଏବେ ପୁଣି ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ବ୍ରାଉନ ସୁଗାର କାରବାର ଖୁଲମଖୁଲା ହେଉଥିଲେ ମଧ୍ୟ ପୁଲିସ୍ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛି ବୋଲି!-->!-->!-->…