ହ୍ବିଲ୍‌‌ଚେୟାର୍‌ ସହାୟକ ନମିଳିବାରୁ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ମାମଲା: ଏୟାର ଇଣ୍ଡିଆ ଉପରେ ଲାଗିଲା ୩୦ ଲକ୍ଷ…

ମୁମ୍ବାଇ: ନିକଟ ଅତୀତରେ ମୁମ୍ବାଇ ବିମାନବନ୍ଦରରେ ହ୍ବିଲ୍‌‌ଚେୟାର୍‌କୁ ନେବା ପାଇଁ ସହାୟକ ଉପଲବ୍ଧ ନଥିବା କାରଣରୁ ଜଣେ ବୃଦ୍ଧଙ୍କର ପାଦରେ ଚାଲି ଚାଲି ଯାଇ ମୃତ୍ୟୁ ଘଟିଥିବା କଥା ଆମେ ଜାଣିଥିଲେ। ଏବେ ‌ସେହି ମାମଲାରେ ଏୟାର୍‌ ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲାଗିଛି।ଅଭିଯୋଗ

ଆପଣମାନେ ମତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ? ଭାଷଣ ଦେଉଦେଉ କାନ୍ଦିଲେ କମଲନାଥ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଛିନ୍ଦୱାରାର ଆଦିବାସୀ ବହୁଳ ଅଞ୍ଚଳ ହରଇରେ ପହଞ୍ଚିଛନ୍ତି। ଜିଲ୍ଲାର ଚୌରାଇ ବିଧାନସଭାର ଚାନ୍ଦଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଭାଷଣ ଦେଉଦେଉ ସେ କାନ୍ଦି ପକାଇ ଥିବା

ସନ୍ଦେଶଖାଲି ମାମଲା: ଶେଖ ଶାହଜାହାଁକୁ ୬ ବର୍ଷ ପାଇଁ ନିଲମ୍ବିତ କଲା ଟିଏମସି

କୋଲକାତା: ଗତ କିଛି ଦିନ ଧରି ଫେରାର ଥିବା ଟିଏମସି ନେତା ଶେଖ ଶାହାଜାହାନଙ୍କୁ ଆଜି ପଶ୍ଚିମବଙ୍ଗ ପୁଲିସ ଗିରଫ କରିଛି। ତାଙ୍କୁ ଅଦାଲତରେ ହାଜର କରାଯାଇ ୧୦ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହା ପରେ ଏବେ ଶାହାଜାହାଁଙ୍କ ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ବଡ

ତାଇଓ୍ବାନ ନିକଟରେ ଚୀନର ୧୯ ଲଢୁଆ ବିମାନ, ୭ ଜାହାଜ

ତାଇପେଇ : ତାଇୱାନ ପୁଣି ଥରେ ନିଜ ସୀମାନ୍ତ ଅଞ୍ଚଳରେ ଚୀନର ୧୯ଟି ସାମରିକ ବିମାନ ଏବଂ ୭ଟି ନୌସେନା ଜାହାଜ ଠାବ କରିଛି। ଏହା ଫଳରେ ତାଇଓ୍ବାନ ଦ୍ବୀପ ଅଂଚଳରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି ।ତାଇଓ୍ଵାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଆଜି

ସଙ୍କଟ ଟାଳିଲା କଂଗ୍ରେସ, ହିମାଚଳରେ ସୁଖୁ ହିଁ ରହିବେ ମୁଖ୍ୟମନ୍ତ୍ରୀ

ସିମଳା : ହିମାଚଳ ପ୍ରଦେଶରେ ଦେଖାଯାଇଥିବା ରାଜନୀତିକ ହଟଚମଟକୁ ବେଶ ଭଲ ଭାବେ ସମାଧାନ କରିଛି କଂଗ୍ରେସ। ଏଥିସହ ସୁଖବିନ୍ଦର ସିଂହ ସୁଖୁ ହିଁ ପୂର୍ବ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ପର୍ଯ୍ୟବେକ୍ଷକମାନେ ସମସ୍ତ ବିଧାୟକଙ୍କ ସହ କଥା ହୋଇଛନ୍ତି। ସେମାନଙ୍କ ମନରେ ଥିବା

୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣ: ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ ନିର୍ଦ୍ଦୋଷରେ ଖଲାସ

ମୁମ୍ବାଇ : ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ଆଜି ରାଜସ୍ଥାନର ଏକ ସ୍ପେଶାଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ କରିମକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରମାଣ ଅଭାବରୁ ଅବଦୁଲ ଦୋଷମୁକ୍ତ ହୋଇଥିବା ସୂଚନା ମିଳିଛ।ସୟଦ ଅବଦୁଲ

ସୋଲାର ଯୋଜନାକୁ କ୍ୟାବିନେଟ ଅନୁମତି, ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି

ନୂଆଦିଲ୍ଲୀ : ନବୀକରଣ ଯୋଗ୍ୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି।ଏହି ଯୋଜନା ଅଧୀନରେ ଛାତ ଉପରେ ସୋଲାର ସିଷ୍ଟମ ବ୍ୟବସ୍ଥା ପାଇଁ ୧ କୋଟି

ଧରାକୋଟ ଅଞ୍ଚଳ ରେ ମାଳ ମାଳ ଇଟା ଭାଟି ସାଙ୍ଗକୁ ଅବାଧ ରେ ଚାଲିଛି ଚୋରା ବାଲି ଚାଲାଣ…

ଲେଖା ଛିଡେଇ ଦେବା ଯୋଗୁଁ ପ୍ରଶାସନ ପାଖରେ ଖବର ନାହିଁ ..! ବ୍ରହ୍ମପୁର: ୨୯-୨ ଧରାକୋଟ ଅଞ୍ଚଳ ରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ରୁ ମାଳ ମାଳ ପୋଡ଼ା ଇଟା ଭାଟି ଆରମ୍ଭ ହେଲାଣି। ଏହା ସହିତ ବାଲି ମାଫିଆ ମାନେ ବେଆଇନ ଭାବେ ଦିନ ଓ ରାତ୍ର ସମୟରେ ହାଇୱା, ଟିପର ଓ ଟ୍ରକ ଯୋଗେ ଜିଲ୍ଲାର

ମୋହନା ବ୍ଲକରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ…

ଆର,ଉଦୟଗିରି ( ୨୯/୨/ ବର୍ତ୍ତମାନ ରାଜ୍ୟସାରା ବିଜେଡି ସରକାରଙ୍କ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଜୋର ସୋର ରେ ଚାଲଋଥିବା ବେଳେ ଗଜପତିଜିଲ୍ଲାରେ ମଧ୍ୟ କେତେକ ବ୍ଲକରେ ହୋଇସାରିଲାଣି। କୌଣସି କାରଣ ବଶତଃ ମୋହନା ବ୍ଲକରେ ଏହିକାର୍ଯ୍ୟକ୍ରମ ହୋଇ ପାରିନ ଥିଲା। ତେବେ ଆଜି ପ୍ରଥମ କରି ଏହି

ପ୍ରମାଣ ଅଭାବରୁ ୪ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଦେବଗଡ,୨୮ା୨ ବୁଧବାର ମାନ୍ୟବର ଜିଲା ଓ ଦୌରାଜଜ୍ ଗୌତମ ଶର୍ମା ଏକ ହତ୍ୟା ମାମଲାର ରାୟ ପ୍ରକାଶ କରି ପ୍ରମାଣ ଅଭାବରୁ ୪ ଜଣ ହତ୍ୟା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ମସିହା ନଭେମ୍ବର ମାସ ୧୬ ତାରିଖ ଦିନ ଲଇମୁରା ଥାନା(ତତ୍କାଳୀନ ଦେବଗଡ ଥାନା