ଆଉ ନୂଆ ଗ୍ରାହକ ଯୋଡି ପାରିବନି କୋଟାକ୍ ମହିନ୍ଦ୍ରା

କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ ବଡ ଆକ୍ସନ ନେଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ ନୂତନ ଗ୍ରାହକଙ୍କୁ ଯୋଡ଼ି ପାରିବନି କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ। ନୂଆ କ୍ରେଡିଟ କାର୍ଡ ପ୍ରଦାନ ଉପରେ ମଧ୍ୟ ଆର୍‌ବିଆଇ କଟକଣା ଲଗାଇଛି। ସୁରକ୍ଷା…

ଛତ୍ରପୁର ବିଧାନସଭା ପାଇଁ ବିଜେଡି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀଭାବେ ସୁବାସ ଚନ୍ଦ୍ର ବେହେରା ଆଜି ନାମାଙ୍କନ ପତ୍ର…

ଛତ୍ରପୁର : ଛତ୍ରପୁର ବିଧାନସଭା ପାଇଁ ବିଜେଡି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀଭାବେ ସୁବାସ ଚନ୍ଦ୍ର ବେହେରା ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳ କାର୍ଯାଳୟରେ ରିଟର୍ଣ୍ଣି ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତଙ୍କ ନିକଟରେ ନିଜ ନାମାଙ୍କନ…

ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନିଜ ପାରମ୍ପରିକ ଆସନ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ : ବ୍ୟାନର ରୁ ହଟିନି 5T…, .ନିର୍ବାଚନ ଆଚରଣ କୁ ଖୋଲାମ ଖୋଲା ଉଲଘଂନ ହିଞ୍ଜିଳିକାଟୁ (୨୪/୪) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁ ଓ ସମରଝୋଳ ଛକ ମଧ୍ୟରେ ଥିବା ମେଘମାଳ ପଡିଆ ରେ ଅନୁଷ୍ଠିତ ବିଶାଳ ଜନ…

ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ ସାରା ଓଡ଼ିଶା। ରାଜ୍ୟରେ ସିଭିଅର ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ତିନି ଦିନ ପ୍ରବଳ ହିଟ୍ ୱେଭ ନେଇ ସତର୍କତା ଜାରି କରିଛି ପାଣିପାଗ…

ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରାରୁ ଉର୍ଦ୍ଧ୍ୱ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୨ରୁ ଉର୍ଦ୍ଧ୍ଵ ବଖରା ଘର । ଏଥିୁରେ ପ୍ରାୟ ୧୨ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅଗ୍ନି ବିପନ୍ନ ପିନ୍ଧା ବସ୍ତ୍ର ବ୍ୟତୀତ କୌଣସି…

କାଳବୈଶାଖୀ ପାଇଁ ଟିପିଏସ୍ଓଡିଏଲର ପ୍ରସ୍ତୁତି

• ଗ୍ରାଉଣ୍ଡରେ ୫,୯୦୦ କର୍ମଚାରୀ ନିୟୋଜିତ• ୨୪ ଘଣ୍ଟିଆ ଟୋଲ ଫ୍ରି ହେଲ୍ପ ଲାଇନ ସେବା• ୨୪×୭ ଘଣ୍ଟିଆ ଅତ୍ୟାଧୁନିକ କେନ୍ଦ୍ରୀଭୂତ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ ବ୍ରହ୍ମପୁର : ସମ୍ଭାବ୍ୟ କାଳବୈଶାଖୀକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ…

‘ଆମେ ନିର୍ବାଚନକୁ କଣ୍ଟ୍ରୋଲ କରିପାରିବୁ ନାହିଁ’

'ଆମେ ନିର୍ବାଚନକୁ କଣ୍ଟ୍ରୋଲ କରିପାରିବୁ ନାହିଁ। କୌଣସି ସନ୍ଦେହ ଆଧାରରେ ନିର୍ଦ୍ଦେଶ ଜାରି କରାଯାଇ ପାରିବ ନାହିଁ। ଅଦାଲତ ନିର୍ବାଚନର ନିୟନ୍ତ୍ରଣ ଅଥରିଟି ନୁହନ୍ତି।' ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ ଓ ଭିଭିପାଟ୍‌ ସ୍ଲିପ୍‌ ସମ୍ବନ୍ଧରେ ହୋଇଥିବା ଆବେଦନର ରାୟକୁ ସଂରକ୍ଷିତ ରଖି…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ, ନିଆଁଲିଭା କାର୍ଯ୍ୟରେ ଓଡ୍ରାଫ ଓ ବନ କର୍ମଚାରୀ ମୁତୟନ

କରଞ୍ଜିଆ : ଲିଭୁନି ଶିମିଳିପାଳର ନିଆଁ । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ଗତକାଲି ଶିମିଳିପାଳରେ ନିଆଁ ଲାଗିନଥିଲା । ଆଜି ପୁଣି ସିମିଳିପାଳର ୮ ଟି ପଏଣ୍ଟରେ ଲାଗିଛି ନିଆଁ । ଦିନ ବେଳେ ନିଆଁ…

କଂଗ୍ରେସ ପ୍ରାର୍ଥୀଙ୍କ ରୋଡ ସୋ’ ଆର କଲା ଜୋରଦାର ପ୍ରଚାର

ଫୁଲବାଣୀ: ଆସନ୍ତା ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ପ୍ରଚାର ଜୋର ସୋରରେ ଆରମ୍ଭ କରିଛି। ଫୁଲବାଣୀରେ କଂଗ୍ରେସ ଦଳର କନ୍ଧମାଳ ଲୋକସଭା ପ୍ରାର୍ଥୀ ଅମୀରଚାନ୍ଦ ନାୟକ ଓ ଫୁଲବାଣୀ ବିଧାନସଭା ପ୍ରାର୍ଥୀ ପ୍ରତିଭା କହଁର ମିଳିତ ଭାବେ ରୋଡ ସୋ ଆରମ୍ଭ କରିଛନ୍ତି। ସ୍ଥାନୀୟ ରୁଜାଙ୍ଗି ଠାରୁ…

୨୫ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରାଙ୍କୁ କ୍ଲିନ୍‌ ଚିଟ୍

ମୁମ୍ବାଇ: ଦୁର୍ନୀତି ମୁକ୍ତ ହେଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର। ୨୫ ହଜାର କୋଟି ଏମ୍‌ଏସ୍‌ସିବି ବ୍ୟାଙ୍କ ଦୁର୍ନୀତିରେ ସୁନେତ୍ରାଙ୍କୁ କ୍ଲିନ୍ ଚିଟ୍ ମିଳିଛି। ବୁଧବାର ମହାରାଷ୍ଟ୍ର ପୁଲିସର ଆର୍ଥିକ ଅପରାଧ ଶାଖା ସୁନେତ୍ରାଙ୍କୁ କ୍ଲିନ ଚିଟ୍…