Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ । ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଆଜି ସକାଳୁ ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ବସ୍ତି ପରିଦର୍ଶନରୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହାପରେ!-->…
ଅଖିଳେଶଙ୍କୁ ସିବିଆଇ ସମନ
ଫସିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ। ତାଙ୍କ ପାଖକୁ ସମନ ପଠାଇଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥ ତଥା ସିବିଆଇ। ବେଇଆନ ଖଣି ଖନନ ମାମଲାରେ ତାଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ସମନ ଜାରି କରିଛି।
!-->!-->!-->…
ରାଜନଗର ମିଶନ ଶକ୍ତି ତରଫରୁ ସୁଧ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହିଁସାସୁର ପଞ୍ଚାୟତ ପଡିଆରେ ଗତକାଲି ରାଜନଗର ମିଶନ ଶକ୍ତି ତରଫରୁ ବ୍ଲକର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ନେଇ ଵ୍ଲକ ସ୍ତରୀୟ ମିଶନଶକ୍ତି ସୁଧ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଶକ୍ତ ମହିଳା ଓଡ଼ିଶା କାର୍ଯ୍ୟକ୍ରମକୁ!-->…
ଗୁଜରାଟରେ ଲାଗିଲା ପାକିସ୍ତାନ ଜାହାଜ; ବାହାରିଲା ୨ ହଜାର କୋଟି ଟଙ୍କାର ନିଶାଦ୍ରବ୍ୟ
ପାକିସ୍ତାନରୁ ଭାରତରକୁ ଚାଲାଣ ହେଉଥିଲା ନିଶାଦ୍ରବ୍ୟ। ଏଥିପାଇଁ ପ୍ରସ୍ତତ ହୋଇଥିଲା ବ୍ଲୁ- ପ୍ରିଣ୍ଟ । ଗୁଜରାଟ ଉପକୂଳରେ ଜାହାଜ ଲାଗିଥିବା ବେଳେ ସେଥିରୁ ବାହାରିଲା ପୁଳା ପୁଳା ନିଶାଦ୍ରବ୍ୟ। ଜବତ ନିଶାଦ୍ରବ୍ୟର ପରିମାଣ ୩,୩୦୦ କେଜି ହୋଇଥିବା ବେଳେ ଏହାର ଆନ୍ତର୍ଜାତୀୟ ମୂଲ୍ୟ ୨ ହଜାର!-->…
ଭୁବନେଶ୍ୱର ର ମା’ ମଙ୍ଗଳା ବସ୍ତି ବୁଲିଲେ ବିଲ୍ ଗେଟସ୍
ଭୁବନେଶ୍ବର: ଭୁବନେଶ୍ବରରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ । ଗତକାଲି ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । କୃଷି ଓଡିଶା ପରିଦର୍ଶନ କରିବା ସହ ଏକାଧିକ କାର୍ଯ୍ୟକ୍ରମ ରହିଥିବାବେଳେ, ଆଜି ସକାଳୁ!-->…
ହିମାଚଳ ସରକାରରେ ଫାଟ, କାନ୍ଦି କାନ୍ଦି ଇସ୍ତଫା ଦେଲେ ମନ୍ତ୍ରୀ
ହିମାଚଳ ପ୍ରଦେଶ ସରକାରରେ ଦେଖାଦେଇଛି ହାଇ ଭୋଲଟେଜ ଡ୍ରାମା। ଏଠାରେ ଟଳ ମଳ ଅବସ୍ଥାରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଆସନ। ରାଜ୍ୟରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ ରାଜ୍ୟସଭା ଆସନ ବିଜେପି ହାତକୁ ଚାଲିଯାଇଛି। ଏହାକୁ ନେଇ ରାଜ୍ୟରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି।!-->…
ହୃଦଘାତରେ ଆଖି ବୁଜିଲେ ରାଜୀବ ଗାନ୍ଧି ହତ୍ୟାକାରୀ
ରାଜୀବ ଗାନ୍ଧି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସନ୍ଥନ ଆଖି ବୁଜିଲେ। ଚେନ୍ନାଇସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଆଜି ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା।
ସନ୍ଥନ!-->!-->!-->…
ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା
ଛତ୍ରପୁର : ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଆଜି ଗଞ୍ଜାମ ଜିଲ୍ଲାରେ ,ଓଡିଶା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଏକ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I!-->…
ଭୁବନେଶ୍ବରରେ ଉଦଘାଟନ ହେଲା ମିଶନ ଶକ୍ତି ବଜାର
ଭୁବନେଶ୍ବର : ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉତ୍ପାଦ ବିକ୍ରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଭେଟି। ଭୁବନେଶ୍ବରରେ ମିଶନ ଶକ୍ତି ବଜାରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସଏଚଜି ଉଦ୍ଯୋଗୀଙ୍କ ଆଶାକୁ ମିଶନ ଶକ୍ତି ବଜାର ଆହୁରି ମଜଭୁତ କରିବ ବୋଲି ଆଶା ରହିଛି।!-->…
ଜାତୀୟ ବିଜ୍ଞାନ ଦିବସ ପାଳିତ
ଛତ୍ରପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ,!-->…