ବିଜେପି ଗୋସାଇଁନୂଆଗାଁ ମଣ୍ଡଳ କାର୍ଯ୍ୟାଳୟଠାରେ ସମ୍ୱର୍ଦ୍ଧନା ସଭା

ବ୍ରହ୍ମପୁର, ୨୭/୨ : ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ମହିଳା ଉପସଭାନେତ୍ରୀ ମୋନିତା ଦାସ ବିଜେଡ଼ି ପରିତ୍ୟାଗ କରି

ଚିକିଟୀ ବ୍ଲକରେ ସୁଧ ଫେରସ୍ତ ମେଳାରେ ଯୋଗ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଚିକିଟୀ : ସ୍ଥାନୀୟ ବ୍ଲକ ପରିସରରେ ମିଶନ ଶକ୍ତି ଗ୍ରୁପର ସୁଧ ଫେରସ୍ତ ଓ ବିନା ସୁଧରେ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ଋଣ ମେଳା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସୀ ଜରିଆରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ବିମଳାଗଡ – ତାଳଚେର ରେଳ ପଥ ପାଇଁ ଶୀଘ୍ର ଜମି ଅଧିଗ୍ରହଣ ସମାପ୍ତ କର : ଜ଼ିଲ୍ଲା ନାଗରିକ କମିଟି

ଦେବଗଡ଼,୨୭|୨ : ବର୍ତ୍ତମାନ ସୁଦ୍ଧା ବିମଳାଗଡ -ତାଳଚେର ପାଇଁ ଦେବଗଡ଼ ଜ଼ିଲ୍ଲାରେ ମୋଟ ୧୯ଟି ଗ୍ରାମ ମଧ୍ୟରୁ ୧୫ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହୋଇ ରେଳ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ, ଅବଶିଷ୍ଟ ୪ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ କରି ରେଳବାଇ ବିଭାଗକୁ

୧୦୦ ରୁ ଉର୍ଦ୍ଧ୍ବ ବିଜେପି ର ସକ୍ରିୟ କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ

ମାଲକାନଗିରି, ୨୭।୨ : ତୃଣମୂଳ ସ୍ତରରୁ ସୁଦୃଢ ହେଉଛି ବିଜୁ ଜନତା ଦଳ। ଯାହାକୁ ନେଇ ଅନ୍ୟ ଦଳୀୟ କର୍ମୀ ବର୍ତ୍ତମାନ ବିଜେଡି ମୁହାଁ । ଏହି କ୍ରମରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତର ବିଜେପି ସକ୍ରିୟ ଓ ପ୍ରଭାବ ଶାଳୀ କର୍ମୀ

ଅନୁସୂଚିତ ଜାତି/ଜନଜାତି ଏକତା ମଂଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଦଳିତ ସମାଜର ବନ୍ଧୁ ମିଳନରେ ସାମିଲ ନକରିବା ନେଇ…

ଦେବଗଡ ,୨୭ା୨: ଗତ ୨୪ ତାରିଖ ଦିନ ଦେବଗଡ ପୌରାଂଚଳର ନିଳବେର୍ଣ୍ଣୀ ସାହି ବାଇପାସ ଛକ ନିକଟସ୍ଥ ପଡିଆରେ ଲକ୍ଷେ ଘର ଦଳିତ(ପାଣ)ସମାଜର ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ତେବେ ଏହାକୁ ଜିଲାର

ଛତିଶଗଡରେ ଖଣି ଖନନ ବେଳେ ଅଘଟଣ, ୪ ଜଣ ଶ୍ରମିକ ମୃତ

ମାଲକାନଗିରି, ୨୭।୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡାର ବଇଲାଡିଲା ଠାରେ ଥିବା ଏନଡିସି ଲୁହାପଥର ଖଣିରେ ଖନନ ସମୟରେ ପଥର ଅତଡା ଖସି ଯାଇଥିଲା । ଯାହା ଫଳରେ ଅନେକ ଶ୍ରମିକ ପଥର ତଳେ ପୋତି ହୋଇ ରହିଥିବା ସୂଚନା ଆସିଛି । ଏହି ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା

ପୋଲିସର ମାତ୍ରାଧିକ କାର୍ଯ୍ୟକ୍ରମ ବିରୋଧରେ ୪ ହଜାରରୁ ଉର୍ଦ୍ଧ ଆଦିବାସୀ ଏକତ୍ରିତ ମେଳି ବାନ୍ଧିଲେ

ଗଜପତି , (୨୭/୨) : ବିଭିନ୍ନ ସମୟରେ ଅଧ ରାତିରେ ଆଦିବାସୀ ଅଧୁଷିତ ଅଞ୍ଚଳରେ – ପୋଲିସ୍ ଅବାଧରେ ପହଞ୍ଚି ବିନା କାରଣରେ ଗୁଜବ ଖବର ଓ ଭୁଲ ତଥ୍ୟ ପାଇ ସ୍ଥାନୀୟ ଅଧିବାସୀମାନଙ୍କୁ – ଭୟଭୀତ କରିବା ସହିତ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ପୃକ୍ତ ଅଞ୍ଚଳର ଆଦିବାସୀମାନଙ୍କ ଠାରେ ତୀବ୍ର

କଳାକାରଙ୍କ ବିୟୋଗରେ ବରିଷ୍ଠ କଳାକାର ସଂଘର ଶୋକସଭା

ବ୍ରହ୍ମପୁର : ସୁପ୍ରସିଦ୍ଧ ଗଜଲ୍ ଗାୟକ ପଦ୍ମଶ୍ରୀ ପଙ୍କଜ ଉଧାସ (୭୨)ଙ୍କ କର୍କଟ ରୋଗ ଚିକିତ୍ସାଧିନ ଅବସ୍ଥାରେ ଇହଲୀଳା ସମ୍ବରଣ ଏବଂ ଦୁର୍ଘଟଣା ଜନିତ ତିନି ମଞ୍ଚ ଅଭିନେତ୍ରୀ ଜ୍ଯୋତ୍ସ୍ନାରାଣୀ ପରମାଣିକ (୩୪), ବେବିରାଣୀ ଦାଶ (୩୨) ଓ ଟେଲି ଧାରାବାହିକ ଅଭିନେତ୍ରୀ ରାଜଲକ୍ଷ୍ମୀ ରାଉତ

ବାରବାଟୀର ହେବ ନବୀକରଣ : ୩ ବର୍ଷ ମଧ୍ୟରେ ସରିବ କାମ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ/ଭୁବନେଶ୍ବର : ବଦଳିବ ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁ ବାରବାଟୀ ଷ୍ଟାଡିୟମ ରୂପ। ବିଶ୍ବସ୍ତରୀୟ କ୍ରିକେଟ ଫିଲ୍ଡର ମାନ୍ୟତା ପାଇବ ବାରବାଟୀ। ଆଜି ବାରବାଟୀ ଷ୍ଟାଡିୟମ ନବୀକରଣର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ସନ୍ଧ୍ୟାରେ ଏକ

ଏଣିକି ପ୍ରତିବର୍ଷ ହେବ ବାଘ ଗଣନା: ପିସିସିଏଫ୍

ଭୁବନେଶ୍ଵର; ଏଣିକି ରାଜ୍ୟରେ ପ୍ରତିବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୂଚନା ଅନୁସାରେ, ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭