ରାଜ୍ୟରେ ପ୍ରଥମ: ଏମ୍‌ସ ଭୁବନେଶ୍ୱରରେ ଲୋ ଭିଜନ୍‌ କ୍ଲିନିକ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ଦୈନନ୍ଦିନ ଜୀବନରେ ଆସୁଥିବା ଏକାଧିକ ପ୍ରତିବନ୍ଧକ ଏବଂ ପ୍ରତିଘାତ କାରଣରୁ ନିରାଶ ହୋଇପଡ଼ିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏମ୍‌ସ ଭୁବନେଶ୍ୱର ଆଣିଦେଇଛି ଆଶାର କିରଣ। ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ ଜୀବନକୁ…

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା, ନଦୀରୁ ମିଳିଲା ବନ୍ଧୁକ

ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ବଲିଉଡର ଟାଇଗର। ଅଭିନେତା ସଲମାନଙ୍କ ଖାନ୍‌ଙ୍କ ଘର ଉପରକୁ ନିକଟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଲୋକେ ଗୁଳିମାଡ କରିଥିଲେ। ଏହି ଗୁଳିମାଡରେ ବ୍ୟବହୃତ ବନ୍ଧୁକଙ୍କୁ ଏବେ କ୍ରାଇମବ୍ରାଞ୍ଚ ଜବତ କରିଛି। ଏକ ନଦୀରୁ ମିଳିଛି ବନ୍ଧୁକ। …

ରାଜନୀତିରୁ ସନ୍ନ୍ୟାସ ନେବି, ଶେଷ ଯାଏଁ ସାମାଜିକ ସେବା ଜାରି ରଖିବି: ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ପରେ ରାସେଶ୍ବରୀ ପାଣିଗ୍ରାହୀଙ୍କ ପ୍ରେସମିଟ । ଇସ୍ତଫା ଦେବା ପରେ ରାସେଶ୍ୱରୀ ପ୍ରେସମିଟ୍‌ କରି କହିଛନ୍ତି, ସମ୍ବଲପୁରର ଅସ୍ମିତା ପାଇଁ ବିଜେଡି ଛାଡିଲି। ଦଳ ଯେଭଳି ନିଷ୍ପତ୍ତି ନେଲା, ସମ୍ବଲପୁର ପାଇଁ ଅବମାନନା ଥିଲା। ‘ଯାହାକୁ ଅଯୋଗ୍ୟ କହି ବରଖାସ୍ତ…

୪୧.୮ ଡିଗ୍ରୀରେ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । ଆଜି ୨ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୪୦.୪ ଡିଗ୍ରୀ ତାପମାତ୍ରା ଥିବା ବେଳେ ବାଲେଶ୍ୱରରେ ୪୦.୩ ଡିଗ୍ରୀ ପାରଦ…

ନ୍ୟାୟିକ ହେପାଜତ ଅବଧି ବୃଦ୍ଧି, ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ ଓ କେ କବିତା

ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆରଏସ ନେତ୍ରୀ କେ କବିତା। ଉଭୟଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି କେଜ୍ରିୱାଲ ଓ କବିତା। ଆସନ୍ତା ୭ରେ…

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ। ORHDS ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କୋର୍ଟ । ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ । ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି…

ତାଳଚେରରେ ବିପୁଳ ପରିମାଣର ଧଳାଜହର ଜବତ, ଦୁଇ ଗିରଫ

ଭୁବନେଶ୍ବର: ଅନୁଗୁଳ ପୁଲିସର ସହାୟତାରେ ଭୁବନେଶ୍ବର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ତାଳଚେର ଅଞ୍ଚଳରୁ ସୋମବାର ପୂର୍ବାହ୍‌ଣରେ ବିପୁଳ ପରିମାଣର ଧଳାଜହର ଜବତ କରିଛି। ଏହି ବେଆଇନ୍‌ କାରବାରରେ ସଂପୃକ୍ତ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ…

ଅସଲି ପୋଲିସ ପଞ୍ଝାରେ ନକଲି ପୋଲିସ ଗ୍ୟାଙ୍ଗ୍‌

ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ପୋଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧରେ ସାମିଲ ଥିଲା ଗ୍ୟାଙ୍ଗ । ୭ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଅଟକ ରଖିଛି ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ୭ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶ ବୋଲି ଜାଣିବାକୁ…

କଂଗ୍ରେସ ଶାସନ ଅଧୀନରେ ହନୁମାନ ଚାଳିଶା ଶୁଣିବା ବି ଅପରାଧ : ମୋଦି

ହନୁମାନ ଯୟନ୍ତୀ ଅବସରରେ ରାଜସ୍ଥାନରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ଉପରେ ଆରୋପ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ଶାସନ ଅଧୀନରେ ହନୁମାନ ଚାଳିଶା ଶୁଣିବା ବି ଅପରାଧ ହୋଇଛି ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଦଳର ଶାସନ…

ସାପ ସହ ଅଘୋରୀ ବାବାଙ୍କ ନୃତ୍ୟ

ପୁରୀ : ବେଳେବେଳେ ଏମିତି କିଛି ଘଟଣା ଆମ ମାନଙ୍କ ସାମ୍ନାରେ ଘଟିଥାଏ, ଯାହା କେବେ କଳ୍ପନା ବି କରାଯାଇନପାରେ । ଯେମିତି ଏହି ଘଟଣା । ବିନା କୌଣସି ଡରରେ ସାପ ସହ ଖେଳ । ବାରଣ କରିବେ କଣ ଲୋକ ଓଲଟି ମଜା ନେଲେ । ଏମିତି କିଛି ଦେଖିବାକୁ ମିଳିଛି ଏକ ମେଳଣ ଯାତ୍ରା ସମୟରେ । ଗ୍ରାମୀଣ…