Sign in
Sign in
Recover your password.
A password will be e-mailed to you.
ଦେବଗଡରେ ଆମ ହସ୍ପିଟାଲ ଯୋଜନା ଲୋକାର୍ପଣ ଉତ୍ସବରେ ଅବ୍ୟବସ୍ଥା…
ଦେବଗଡ଼,୨୬।୨:ସଭାକୁ ଆସି ହିନସ୍ତା ହେଲେ ଏସଏଚଜି ମହିଳା । ଠେଳାପେଲାରେ କିଏ ଆହତ ହେଲା ତ ଆଉ କାହାର ମୋବାଇଲ ହଜିଲା । ପୁଣି କାହାର ମନି ପର୍ସ ଚୋରି ହୋଇଥିବା ଭଳି ଅଭିଯୋଗ ହୋଇଛି । ଲୋକାର୍ପଣ ଉତ୍ସବକୁ ଆସିଥିଲେ ହଜାର ହଜାର ଏସଏଚଜି ମହିଳା । ମାତ୍ର ସେମାନଙ୍କୁ ପାଣି କିମ୍ବା ଟିଫିନ!-->…
5 ଟି ଅଧ୍ୟକ୍ଷଙ୍କ ଦେବଗଡ଼ ଗସ୍ତ…
ଦେବଗଡ଼, 26/02/2024 : 5 ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ପ୍ରଧାନପାଟ ବଡ ବଗିଚା ଠାରେ ନୁଆ-ଓ ଛାତ୍ର ବୃତ୍ତି ପ୍ରଦାନ କରିଛନ୍ତି। ସଭାସ୍ଥଳରେ ପହଞ୍ଚି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ ପରେ ଜିଲ୍ଲାର!-->!-->!-->…
ଲୋକାର୍ପଣ ହେଲା ଆମ ହସ୍ପିଟାଲ…
ଦେବଗଡ଼ ତା 26/02/2024 ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ଆମ ହସ୍ପିଟାଲ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ଆମ ହସ୍ପିଟାଲ ରୂପାନ୍ତରିତ ସରକାରୀ ହସ୍ପିଟାଲ କୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି, ଏହି ନେଇ ନୂତନ ବସ ଷ୍ଟାଣ୍ଡ ବାଳିରୋହି ପରିସରରେ ଉତ୍ସବ ଅୟୋଜନ କରାଯାଇଥିଲା। ଏହି!-->!-->!-->…
ଆମ ହସ୍ପିଟାଲ ଯୋଜନାରେ ୬୭ ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ୧୫ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଜବୁତ କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ସରକାରଙ୍କ ‘ଆମ ହସ୍ପିଟାଲ’ ଯୋଜନାରେ ଏହି!-->…
ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ
ଭୁବନେଶ୍ୱର: ସୋମବାର ଲୋୟର ପିଏମଜିରେ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବହୁ କଂଗ୍ରେସ କର୍ମୀ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଓଡ଼ିଶା ସରକାରଙ୍କୁ ଚ୍ୟାଲେଞ୍ଜ କରିବାକୁ ଯାଇ କଂଗ୍ରେସ ଏହି!-->…
ଆସନ୍ତାକାଲି ବାରବାଟୀ ଷ୍ଟାଡିୟମ ରୂପାନ୍ତରିକରଣ-ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
କଟକ : ଆସନ୍ତାକାଲି ଐତିହାସିକ ବାରବାଟୀ ଷ୍ଟାଡିୟମର ରୂପାନ୍ତରିକରଣ-ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ । ଭର୍ଚୁଆଲରେ ଏହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦ ହଜାର ଦର୍ଶକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ବାଲିଯାତ୍ରା ତଳ ପଡ଼ିଆରେ ପାର୍କିଂ ବ୍ୟବସ୍ଥା!-->…
ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ପ୍ରତି କ୍ୱିଂଟାଲ ଧାନ ପିଛା ୩୧ଶହ ଟଙ୍କା
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ପ୍ରତି କ୍ୱିଂଟାଲ ଧାନ ପିଛା ୩୧ଶହ ଟଙ୍କା । ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିବା ପାଇଁ ଆରମ୍ଭ କରିଥିଲେ କୃଷକ କଲ୍ୟାଣକାରୀ ଯୋଜନା । ଏହି ଯୋଜନା ଅଧିନରେ ଦେଶର!-->…
ମାର୍ଚ୍ଚ ପହିଲାରୁ ଆୟୋଜିତ ହେବ ତିନିଦିନିଆ ରାମଚଣ୍ଡୀ ମହୋତ୍ସବ…
ଛତ୍ରପୁର, ତା.୨୬ / ୨ ଗଞ୍ଜାମ ଜ଼ିଲ୍ଲାସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୮କିମି ଦୂରବର୍ତ୍ତୀ ଗଞ୍ଜାମ ବ୍ଲକ୍ ର ନୀଳାଦ୍ରିପୁରଗ୍ରାମ ନିକଟସ୍ଥ ଧଡା ପାହାଡ଼ ଶୀର୍ଷରେ ଅବସ୍ଥାନ ହୋଇଥିବା ପୁରାଣ ପ୍ରସିଦ୍ଧ ମା'ରାମଚଣ୍ଡୀ ପୀଠର ମହିମା ଅବର୍ଣ୍ଣନୀୟ । ଗଞ୍ଜାମ ଜିଲ୍ଲାର ଅନ୍ୟତମ!-->!-->!-->…
ପରଲୋକରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଧାସ
ନୂଆଦିଲ୍ଲୀ: ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
ତାଙ୍କ ଝିଅ ନାୟାବ ଉଧାସ ଏକ ବିବୃତି ଜାରି କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦ୍ବାରା ଜାରି ଏକ!-->!-->!-->…
ଅଗ୍ନିପଥ ଯୋଜନା: ଅନ୍ୟାୟ କଥା କହି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ମୁଖିଆ
କେନ୍ଦ୍ର ସରକାର ସେନା ବାହିନୀରେ ଅସ୍ଥାୟୀ ନିଯୁକ୍ତି ପାଇଁ ଆଣିଥିବା ଅଗ୍ନିପଥ ଯୋଜନାକୁ ପୁଣି ବିରୋଧ କରିଛି କଂଗ୍ରେସ। ଅଗ୍ନିପଥ ଯୋଜନା ବିରୋଧରେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ନିୟମିତ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇ!-->…