Sign in
Sign in
Recover your password.
A password will be e-mailed to you.
ଛତ୍ରପୁର ସହରର ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ…
ଛତ୍ରପୁର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ନବୀନ ପଟ୍ଟନାୟକଙ୍କ କରକମଳରେ ଛତ୍ରପୁର ସହରର ଜନସାଧାରଣଙ୍କ ହିତ ଦୃଷ୍ଟିରୁ୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ବସୁଧା ଯୋଜନାରେ ଛତ୍ରପୁର ସହରର ପାନୀୟ ଜଳ ପ୍ରକଳ୍ପ କୁ କାର୍ଯ୍ୟକାରୀ କରାଯାଇଛି । ଯାହାକି ପାନୀୟ ଜଳ ଯୋଗାଣ ଉନ୍ନତି!-->!-->!-->…
କଣମଣା ପଂଚାୟତରେ ବିଜେଡି ସାଙ୍ଗଠନିକ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତରେ ବିଜେଡି ସାଙ୍ଗଠନିକ ବୈଠକ ଏବଂ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥି ଲାଗି ଗୁରୁବାର ଟାକିରିଆବ୍ରହ୍ମପୁର ସ୍ଥିତ କନକ ଦୁର୍ଗା ମନ୍ଦିର ପରିସରରେ ଆୟୋଜିତ ବୈଠକ ରେ ଛତ୍ରପୁର ବିଧାୟକ!-->…
ରଘୁନାଥ ମନ୍ଦିର ମିଳିତ ସେବାସୀ ସଂଘର ୩ଦଫା ଦାବି ନେଇ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର
ନୟାଗଡ଼ : ଓଡ଼ଗାଁ ରେ ବିରାଜିତ ରଘୁନାଥ ଜୀଉ ଙ୍କ ସେବାସୀ ମାନଙ୍କ ଏକ ମିଳିତ ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ ୩ଦଫା ସମ୍ବଳିତ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ତରଫରୁ ପ୍ରକାଶିତ ନିର୍ଦ୍ଦେଶରେ ୯୭ଜଣଙ୍କୁ ଘରବାରି ପଟା!-->…
ପିମିଟି କଲେଜ ଓ ଆମ ଓଡ଼ିଶା ଆନୁକୁଲ୍ୟରେ ରକ୍ତଦାନ ଶିବିର ଆୟୋଜନ : ୬୨ୟୁନିଟ ରକ୍ତ ସଂଗ୍ରହ
ନୟାଗଡ଼ : ଆମ ଓଡ଼ିଶା ଓ ପିମିଟି କଲେଜ ମିଳିତ ଉଦ୍ୟମରେ ପିମିଟି କଲେଜ ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିର ରେ ୬୨ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତହସିଲଦାର ମାନସ ରଂଜନ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ!-->…
ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’
ଭୁବନେଶ୍ବର: ମୁଁ ଚାହେଁ କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ହଇରାଣ ନ ହୁଅନ୍ତୁ। ଏଥି ପାଇଁ ‘ଆମ ବ୍ୟାଙ୍କ’ ଖୋଲା ଯାଉଛି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା!-->…
ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ରାଜ୍ୟ ବିଜେପି ସହପ୍ରଭାରୀ ଲତା ଉସେଣ୍ଡି ଆଜି ଏହି ସୂଚନା ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କୌଣସି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ ବୋଲି ସେ କହିଛନ୍ତି।ସୂଚନା ଅନୁଯାୟୀ,!-->…
ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଜଳିବନି କାଠ; ରୋଷେଇଶାଳରେ ସଂଯୋଗ ହେବ ଏଲ୍ପିଜି ସିଲିଣ୍ଡର
ଭୁବନେଶ୍ୱର: ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲଗୁଡ଼ିକ ପରିବେଶ ଅନୁକୂଳ ହେବ। ଏଥି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସମସ୍ତ ଆବାସିକ ବିଦ୍ୟାଳୟ ତଥା ହଷ୍ଟେଲଗୁଡ଼ିକରେ ଆଉ କାଠ ଚୂଲି ବ୍ୟବହାର ହେବ ନାହିଁ। କାଠ ବଦଳରେ!-->…
ବୋରିଗୁମ୍ମାର ପୋଖରୀରେ ବୁଡ଼ିଗଲେ ଉତ୍ତର ପ୍ରଦେଶର ଯୁବକ
ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଝିଲିମିଲ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଉଛନ୍ତି ତେଜ ସିଂ। ସେ ଉତ୍ତରପ୍ରଦେଶ ନିବାସୀ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ ତେଜ୍ ସିଂ ହେଉଛନ୍ତି ଉତ୍ତର ପ୍ରଦେଶର ମୂଳ ନିବାସୀ। ସେ!-->…
ବିଜେପିରେ ମିଶିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ୱର: ଶେଷରେ ସବୁ ଚର୍ଚ୍ଚା-ଆଲୋଚନାରେ ପୂର୍ଣ୍ଣଛେଦ ପକାଇ ବିଜେପିରେ ଯୋଗ ଦେଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ପ୍ରଶାନ୍ତଙ୍କୁ ଉତ୍ତରୀୟ ସହ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି | ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ସାଂସଦ!-->…
ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶ-ବିଦେଶରେ ସୁନାମ ଆଣିଛନ୍ତି: ରାଷ୍ଟ୍ରପତି
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଦେଶର ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜାଣି ଖୁସି ଲାଗୁଛି। ଛାତ୍ରୀମାନେ ପୂର୍ବରୁ ପଛରେ ଥିଲେ, ଏବେ ସେମାନେ ଆଗକୁ ବଢୁଛନ୍ତି। ସେମାନେ ଜାଗ୍ରତ ହୋଇଛନ୍ତି। ସେମାନଙ୍କ!-->…