Sign in
Sign in
Recover your password.
A password will be e-mailed to you.
ହିମାଚଳ କଂଗ୍ରେସରେ ଫାଟ ଜଳଜଳ: ବିଜେପି କାମକୁ ପ୍ରଶଂସା କଲେ ଦଳର ରାଜ୍ୟ ମୁଖିଆ
ହିମାଚଳରେ କ୍ଷମତାସୀନ କଂଗ୍ରେସରେ ସୃଷ୍ଟି ହୋଇଥିବା ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିନକ ତଳେ ଦଳର ପର୍ଯ୍ୟବେକ୍ଷକ ସବୁ କିଛି ଠିକ ଠାକ ହୋଇ ସାରିଥିବା କହିଥିଲେ।
କିନ୍ତୁ କଂଗ୍ରେସର ହିମାଚଳ ମୁଖ୍ୟ ପ୍ରତିଭା ସିଂହ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି। ସେ ବିଜେପିକୁ ପ୍ରଶଂସା!-->!-->!-->…
କଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ
ଭୁବନେଶ୍ୱର: ଆଗକୁ ଆସୁଛି ନିର୍ବାଚନ । ଏହି ସମୟରେ ନେତା କର୍ମୀଙ୍କ ଚାଲିଛି ଦଳ ଅଦଳ ବଦଳ । ଏବେ କଂଗ୍ରେସରୁ ମୁହଁ ଫେରାଇ ନେଇଛନ୍ତି ରଜତ ଚୌଧୁରୀ । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ରଜତ ପଠାଇଛନ୍ତି ତାଙ୍କ!-->…
ଜେଏନ୍ୟୁ ହିଂସା: ଏବିଭିପି ଓ ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ
ନୂଆଦିଲ୍ଳୀ: ଦିଲ୍ଳୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଗୁରୁବାର ବିଳମ୍ବିତ ରାତିରେ ବିବାଦ ଦେଖିବାକୁ ମିଳିଛି। ଜେଏନୟୁ ପରିସରରେ ଅଖିଲ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ଛାତ୍ର ଏବଂ ବାମପନ୍ଥୀ ଗୋଷ୍ଠୀ ମଧ୍ୟରେ ସ୍କୁଲ ଅଫ୍ ଲାଙ୍ଗୁଏଜ୍ ନିର୍ବାଚନ କମିଟିର ସଦସ୍ୟ ଚୟନକୁ ନେଇ ବିବାଦ!-->…
ଏଣିକି ଆଗୁଆ ମିଳିବ ସୂଚନା: କଟକ, ଭୁବନେଶ୍ୱରରେ ଲାଗିବ ଅତ୍ୟାଧୁନିକ ରାଡାର
ଭୁବନେଶ୍ୱର : ଆଗୁଆ ମିଳିବ ବନ୍ୟା ସୂଚନା । କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର । ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ୍ ଓ୍ବାର୍ଣ୍ଣିଂ ସିଷ୍ଟମ । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
!-->!-->!-->…
ରେଡ୍ ବେଳେ ବାହାରିଲା ବିଡା ବିଡା ଟଙ୍କା, ୬୦ କୋଟିର କାର୍ ଠାବ
ଆୟକର ବିଭାଗ ହାତରେ ଲାଗିଲା କୁବେର ଖଜଣା। ରେଡ୍ ବେଳେ ବାହାରିଲା ବିଡା ବିଡା ଟଙ୍କା। କେବଳ ସେତିକି ନୁହେଁ ୬୦ କୋଟିର ଅଧିକ ଟଙ୍କାର କାର୍ ମଧ୍ୟ ଜବତ ହୋଇଛି। ବଂଶୀଧର ତମାଖୁ ନାମକ କମ୍ପାନୀରେ ରେଡ୍ ବେଳେ ଏ ସମସ୍ତ ସମ୍ପତ୍ତି ଇନ୍କମ୍ ଟ୍ୟାକ୍ସ ବିଭାଗ ହାତରେ ଲାଗିଛି।
କାନପୁର!-->!-->!-->…
ଲ’ ଅଫିସରଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ବର: ଲ’ ଅଫିସରଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ଅଣ କ୍ୟାଡର ଲ’ ଅଫିସର ମାନଙ୍କର ଦୈନିକ ଓ ରିଟେନର୍ ଫି’ ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ!-->…
ରାଉରକେଲାରେ ବ୍ୟବସାୟୀଙ୍କ ଘରେ ଇଡି ଚଢ଼ଉ
ରାଉରକେଲା: ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ଭୁବନେଶ୍ୱର ଇଡି କାର୍ଯ୍ୟାଳୟର ତିନିଟି ଟିମ ଏକ କାଳୀନ ଉଦିତନଗର କଚେରୀରୋଡ ସ୍ଥିତ କଦମୱାଲା ଆଣ୍ଡ କୋ ଓ କଦମୱାଲା ଇନସଲଭାନସି ପ୍ରଫେସନାଲ ପ୍ରାଇଭେଟ ଲିମିଟେଡ଼ରେ ସକାଳୁ ଚଢ଼ଉ ଆରମ୍ଭ କରିଛନ୍ତି।
ବ୍ୟବସାୟୀ!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ଆମ ବ୍ୟାଙ୍କ ସେବା ବିଶିପଡାରେ ଉଦଘାଟିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଲକ ଆନ୍ତଗତ ବିଶିପଡା ଗ୍ରାମପଞ୍ଚାୟତରେ ଆମ ବ୍ୟାଙ୍କ ଉଦଘାଟିତ ହୋଇଯାଇଛି l ଆଜିର ଆମ ବ୍ୟାଙ୍କ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ବ୍ଲକ ଚେୟାରମ୍ୟାନ ସସ୍ମିତା କହଁର ଯୋଗଦାନ କରିଥିବା ବେଳେ ସନମାନୀତ ଅତିଥିଭାବେ ଫୁଲବାଣୀ ପଂଚାୟତ!-->…
ଵିକାଶର ଆଢୁଆଳରେ କଣ୍ଡିରା ଗ୍ରାମ : ତାରିଣୀ ମନ୍ଦିର ଛକରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଵ୍ରିଜ୍…
ରାଜନଗର -ଆମ ରାଜ୍ୟ ଓଡିଶା ବିକାଶର ବିଶ୍ବକର୍ମା ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ ରାଜ୍ୟ ତଥା ଜନସାଧାରଣଙ୍କ ଵିକାଶ ପାଇଁ ବହୁଵିଧ ଯୋଜନା ମାଧ୍ୟମରେ ସଫଳତାର ପାହାଚ ଅତିକ୍ରମ କରି ଵିକାଶର ମାନଚିତ୍ର ସୃଷ୍ଟି କରି!-->…
ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ: ଦୁଇ ଗିରଫ…
ନୟାଗଡ଼: ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରୋହୀବାଙ୍କ ପଞ୍ଚାୟତ ନରସିଂହ ପ୍ରସାଦ ଛକରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ ସହ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ସେମାନଙ୍କୁ ପଠାଯାଇଛି ।!-->!-->!-->…