ସାବଧାନ ! ହିଞ୍ଜିଳିକାଟୁ ସହରରେ ଘୁରି ବୁଲୁଛି ଖଣ୍ଡା !!

ହିଞ୍ଜିଳିକାଟୁ ୨୫/୪ : ପୋଲିସ ର ନିଷ୍କ୍ରିୟତା ଯୋଗୁଁ ହିଞ୍ଜିଳିକାଟୁ ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ । ଅନେକ ନିଶାସକ୍ତ ଯୁବକ ମାରଣାସ୍ତ୍ର ଧରି ସହରରେ ଘୁରି ବୁଲୁଥିବା ବେଳେ ପୋଲିସ ନୀରବ । ସୋସିଆଲ ମିଡିଆରେ ଜଣେ ଯୁବକ ଖଣ୍ଡା ଧରି ଉତ୍ପାତ ଓ ଆତଙ୍କ ଖେଳାଉଥିବା ଭିଡିଓ…

ଯୋଜନାବଦ୍ଧ ଭାବରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଉମରକୋଟ : ନବରଙ୍ଗପୁର ଜିଲ୍ଲା, ଉମରକୋଟ ଥାନା, ଜାମରୁଣ୍ଡା ପଞ୍ଚଯାତ ଅନ୍ତର୍ଗତ ୟୁ. ଭି. ନଂ -୧୪ ଜାମରୁଣ୍ଡା ଗ୍ରାମରେ ଘଟି ଯାଇଅଛି ଏକ ଦୁଃଖଦାୟକ ଘଟଣା | ବିଶ୍ୱଜିତ ରାଣା ବୟସ ୪୭ ବର୍ଷ ପିତା ବ୍ରୋଜେନ ରାଣା, ପ୍ରତ୍ୟେକ ଦିନ ଭଳି ରାତ୍ର ଖାଦ୍ୟ ଖାଇ ରାତ୍ର ଠିକ ୯ ଘଣ୍ଟା ସମୟରେ ନିଜ…

ଶେଷ ଦିନରେ ବିଜେପି ପ୍ରାର୍ଥୀ ଡମ୍ବରୁ ଶୀଶା ଙ୍କ ସହିତ ୮ଜଣ କଲେ ନାମାଙ୍କନପତ୍ର ଦାଖଲ।

ମାଲକାନଗିରି,୨୫/୪ : ଆଜି ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନ ଥିଲା। ଆଜି ଶେଷ ଦିନରେ ବିଭିନ୍ନ ଦଳ ର ୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୧୪୭ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଜେପି ଦଳର ପ୍ରାର୍ଥୀ ଡମ୍ବରୁ ସୀସା ବିଜେପି ନେତା ଓ କର୍ମୀ ଙ୍କ ସହିତ…

ଭାଜପା ପକ୍ଷରୁ ଡ଼ଃ. ପ୍ରଦୀପ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରାର୍ଥୀ ପତ୍ର ଦାଖଲ

ଛତ୍ରପୁର : ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ. ପ୍ରଦୀପ ପାଣିଗ୍ରାହୀ ଏବଂ ଛତ୍ରପୁର ବିଧାନସଭା ପାର୍ଥି କୃଷ୍ଣଚନ୍ଦ୍ର ନାୟକ ନିଜ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ଗୁରୁବାର ପାର୍ଥିପତ୍ର ଦାଖଲ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର…

ବାଲନ୍ଦାପଡାଠାରେ ବିଶ୍ବ ମ୍ୟାଲେରିଆ ଦିବସ-୨୦୨୪ ପାଳିତ

ଫୁଲବାଣୀ : ସାରା ବିଶ୍ଵ ରେ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇ ରହିଥିବା ବେଳେ କନ୍ଧମାଳା ଜିଲ୍ଲା ପାହଡ ଜଙ୍ଗଳ ଘେରା ଅଂଚଳ ସମେତ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ମଧ୍ୟ ଏକ ସ୍ଵାସ୍ଥ୍ୟ ସମସ୍ୟା ରୂପେ ଛିଡା ହୋଇଛି । ସରକାରଙ୍କ ତରଫରୁ…

ଚକାପାଦରେ ଵିଜେଡିର ରୋଡ଼ ଶୋ’

ଫୁଲବାଣୀ : ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚକାପାଦ ବ୍ଲକରେ ବିଜୁ ଜନତା ଦଳ( ଵିଜେଡି) ପକ୍ଷରୁ ଆଜି ଏକ ଏକ ରୋଡ଼ ଶୋ ଆୟୋଜିତ ହୋଇଯାଇଛି। ବିଜେଡ଼ିର କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ…

ଦିଗପହଣ୍ଡି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ସାକା ସୁଜିତଙ୍କ ନାମାଙ୍କନ ପତ୍ର ଦାଖଲ

ବ୍ରହ୍ମପୁର : ଦିଗପହଣ୍ଡି ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବୁଧବାର ବିଶିଷ୍ଠ ସମାଜସେବୀ କଂଗ୍ରେସ ନେତା ସାକା ସୁଜିତ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବ୍ରହ୍ମପୁର ହିଲ ପାଟଣା ଠାରୁ ଶହ ଶହ ସମର୍ଥକ ମାନଙ୍କ ସହ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି…

ରାସ୍ତା ମଝିରେ ଗାତ ଖୋଳି ଛାଡି ଦେଲା‌ ଜନସ୍ବାସ୍ଥ୍ୟ ବିଭାଗ !

ହିଞ୍ଜିଳିକାଟୁ ୨୫ /୧ : ହିଞ୍ଜିଳିକାଟୁ ପୌରାଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶୈଳୀକୁ ନେଇ ଲୋକେ ନାପସନ୍ଦ କରିଛନ୍ତି। ଲୋକଙ୍କୁ ପାନୀୟ ଜଳ ଯୋଗାଣ ନାମରେ ହିଞ୍ଜିଳିକାଟୁ ପୌର ପରିଷଦ ଅଧୀନ ସହର ସାରା ରାସ୍ତା ମଝିରେ ଗାତ ଖୋଳି ପାଇପ ବିଛେଇ ଚାଲିଛି ଜନସ୍ବାସ୍ଥ୍ୟ…

ସାମ୍ବାଦିକଙ୍କ ମାତୃ ବିୟୋଗ : ଦ୍ୱାଦଶାହରେ ସ୍ମୃତି ଚାରଣ

ଆସିକା : ଆସିକା ସୁବର୍ଣପେଟା ସାହି ନିବାସୀ ସାମ୍ବାଦିକ ସନ୍ତୋଷ କୁମାର ମୁନି ଙ୍କ ମାତା ସ୍ବର୍ଗତ ହେମଲତା ମୁନି (୮୨)ଙ୍କ ମୃତ୍ୟୁ ର ଦ୍ଵାଦଶାହ ଅଵସରରେ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆସିକା ପୌରାଞ୍ଚଳ ର ୱାର୍ଡ ନମ୍ବର ୧୫ ର ସେ ଜଣେ ଧର୍ମପରାୟଣ ଓ ପର ଉପକାରୀ ମହିଳା…

କଂଗ୍ରେସର ବ୍ରହ୍ମପୁର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନାମାନଙ୍କ ପତ୍ର ଦାଖଲ

ବ୍ରହ୍ମପୁର : ଆଜି ଜାତୀୟ କଂଗ୍ରେସ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭାବେ ରଶ୍ମି ରଞ୍ଜନ ପଟ୍ଟନାୟକ ନିଜ ନାମାନଙ୍କ ପତ୍ର ଦାଖଲ କରିଥିବା ବେଳେ ବିଧାୟକ ପ୍ରାର୍ଥୀ ଭାବେ ବରିଷ୍ଠ ଆଇନଜୀବି ଦୀପକ ପଟ୍ଟନାୟକ ଆଜି ନିଜ ନାମାନଙ୍କ ପତ୍ର ଛତ୍ରପୁର ଠାରେ ଦାଖଲ କରିଛନ୍ତି। ଏକ ବିରାଟ ପଟୁଆରରେ…