ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଛତ୍ରପୁର : ଆଜି (ମାର୍ଚ୍ଚ ୧, ୨୦୨୪) ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସହର ଉପକଣ୍ଠସ୍ଥ ଭଞ୍ଜବିହାର ଠାରେ ଅବସ୍ଥାପିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଉଦବୋଧନ

ଓଡ଼ଗାଁ ଅଞ୍ଚଳରେ ସବୁ ଘରକୁ ୨୪ଘଣ୍ଟିଆ ପିଇବା ପାଣି ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼: ସହରାଞ୍ଚଳର ସମସ୍ତ ଲୋକଙ୍କୁ ଆନ୍ତର୍ଜାତୀୟ ସହର ପରି ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପୂର୍ବରୁ ପୁରୀ, କଟକ, ବ୍ରହ୍ମପୁର ଆଦି ବଡ଼ ବଡ଼ ସହରରେ ଏହି କାର୍ଯ୍ୟକ୍ରମ ହୋଇ ସାରିଥିବା ବେଳେ ଓଡ଼ଗାଁ ଅଞ୍ଚଳ ପାଇଁ ୨୪

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାମାନ ଦାସୁଡୁ ଗୋଷ୍ଠୀଙ୍କ ଦ୍ଵାରା ପ୍ରଚାର

ଛତ୍ରପୁର : ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକୁ ପାରମ୍ପରୀକ ଲୋକକଳା ମାଧ୍ୟମରେ ପ୍ରଚାର ପ୍ରୟାସ କରାଯିବା ନେଇ ଛତ୍ରପୁର ବ୍ଲକ ର ୩୧ ଗୋଟି ବ୍ଲକ ସାଂସ୍କୃତିକ ଦଳ ପଞ୍ଜୀକୃତ ହୋଇଥିଲେ । ସେମାନେ ଛତ୍ରପୁର ବ୍ଲକ୍ ର ୧୮ ଗୋଟି ପଞ୍ଚାୟତ ବୁଲି ବୁଲି ରାଜ୍ୟ ସରକାର ଙ୍କ ବିଭିନ୍ନ

ଛୁରୀ ଭୁଷି ମାରିଦେଲେ ଲିଭଇନ ପାର୍ଟନର

ପୁଣିଥରେ ଲିଭଇନ ସମ୍ପର୍କର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ନିଜ ଲିଭଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ମହିଳା। ଉଭୟ ଏକାଠି କୋଲକାତାରେ ରହୁଥିଲେ। କିନ୍ତୁ ଘର ଭିତରେ ହିଁ ମହିଳା ଜଣଙ୍କ ତାଙ୍କ ପାର୍ଟନରଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ହତ୍ୟାର

ଆତ୍ମଘୋଷିତ ବାବା ଆଶାରାମକୁ ସୁପ୍ରିମକୋର୍ଟ ଝଟକା

ଆତ୍ମଘୋଷିତ ବାବା ଆଶାରାମକୁ ଆଜି ସୁପ୍ରିମକୋର୍ଟ ଝଟକା ଲାଗିଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଆଶାରାମ ସ୍ୱାସ୍ଥ୍ୟଗତ ଆଳ ଦେଖାଇ ଦଣ୍ଡାଦେଶକୁ କୋହଳ ପାଇଁ ଆବେଦନ କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ଏପରି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି

ରାଜଧାନୀରେ ଯୁବ କଂଗ୍ରେସ ବିକ୍ଷୋଭ: ପୋଲିସ ଉପରକୁ ଅଣ୍ଡାମାଡ଼

ଭୁବନେଶ୍ବର: ସରକାରଙ୍କ ବିରୋଧରେ ତାତିଲା ଯୁବ କଂଗ୍ରେସ । ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଯୁବ କଂଗ୍ରେସର ପ୍ରତିବାଦ । ରଣହୁଙ୍କାର ଦେଇ ନବୀନ ନିବାସ ଅଭିମୁଖେ ମାଷ୍ଟରକ୍ୟାଣ୍ଟିନରୁ ବାହାରିଥିଲା ଯୁବ କଂଗ୍ରେସ ରାଲି । ରାଲିରେ ସାମିଲ ହୋଇଥିଲେ ଶତାଧିକ କଂଗ୍ରେସ କର୍ମୀ । ରାଲିକୁ

ବିଚ୍‌ ରାସ୍ତାରେ ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା

ଆମ ଆଦମୀ ପାର୍ଟି ନେତାଙ୍କ ଉପରେ ବିଚ୍‌ ରାସ୍ତା ଉପରେ ଆଖିବୁଜା ଗୁଳିମାଡ଼। ଚାରିପଟୁ ଘେରି ଯାଇ ଗୁଳିମାଡ଼ କରି ଆପ୍‌ ନେତାଙ୍କୁ ହତ୍ୟା କଲେ ଆକ୍ରମଣ କାରୀ। ପଞ୍ଜାବର ତରନତାରନରେ ଘଟିଛି ଏଭଳି କିଛି ଘଟଣା। ନିକଟରେ ଆଇଏନଏଲଡି ନେତା ନଫେ ସିଂହ ରାଠୀଙ୍କୁ ଯେଉଁଭଳି ହତ୍ୟା କରାଯାଇଥିଲା ସେହି

ମୋଦୀଙ୍କ ବୈଠକରେ ୧୦୦ ଲୋକସଭା ପ୍ରାର୍ଥୀ ଚୂଡାନ୍ତ କଲା ବିଜେପି

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାଙ୍କ ବାସଭବନରେ ବିଳମ୍ବିତ ରାତିରେ ବୈଠକ ଡାକିବା ପରେ ବିଜେପି ୧୦୦ ଲୋକସଭା ପ୍ରାର୍ଥୀ ଚୂଡାନ୍ତ କରିଛି। ନୂତନ ତାଲିକା ଆଗାମୀ ଦିନରେ ଘୋଷଣା କରାଯିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ଏହି ତାଲିକାରେ କ୍ଷମତାସଂପନ୍ନ ବ୍ୟକ୍ତି

ବଢ଼ିଲା ଗଣଶିକ୍ଷକଙ୍କ ଦରମା, ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବଢ଼ିଲା ଗଣଶିକ୍ଷକଙ୍କ ଦରମା । ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି । ଖାଲି ଏତିକି ନୁହେଁ OTET ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ। OTET ପାସ୍ କରିନ ଥିବା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି

ବ୍ରହ୍ମପୁର: ଓଡିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିରେ ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ୧୦ ଜଣଙ୍କୁ ପଦକ