ଜିଲ୍ଲାସ୍ତରୀୟ ବିଶ୍ୱ ହୁଇଲ୍ ଚେୟାର ଦିବସ ପାଳିତ…

ଛତ୍ରପୁର, :ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମିନି-ଷ୍ଟାଡିୟମ୍ ଠାରେ ବିଶ୍ବ ହୁଇଲ୍ ଚେୟାର ଦିବସ ପାଳିତ ହୋଇଯାଇଛି।। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ବର୍ଗର ଲୋକଙ୍କ ଯୋଗଦାନ ହୋଇଥିବା ବେଳେ ଏହି ଅବସରରେ ଭିନ୍ନକ୍ଷମବ୍ୟକ୍ତିମାନଙ୍କୁ ନେଇ ଏକ ହୁଇଲ୍ ଚେୟାର ରାଲି

ଏପଟେ ପୋଲସରା ବିଧାୟକ ଶ୍ରୀକାନ୍ତ ଙ୍କ ଅଡୁଆ ବଢୁଥିବା ବେଳେ ଦିବା ସ୍ବପ୍ନ ଦେଖିଲେଣି ଆରତୀ…….!

ବ୍ରହ୍ମପୁର: ୨ -୩ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଭାବମୂର୍ତ୍ତିକୁ ନେଇ ରାଜନୈତିକ ପାଣି ପାଗ ବଦଳୁଛି। ଶ୍ରୀକାନ୍ତ ବାବୁ ସଂଯୁକ୍ତା ମେଡମ ଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। କୁଆଡ଼େ ମେଡମ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ଯୋଗୁଁ ବାବୁଙ୍କ

ବରମୁଣ୍ଡା ବସ ଟର୍ମିନାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଟି ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ

ଜୀବିତ ଥାଉ ଥାଉ ହିତାଧିକାରୀଙ୍କୁ ମୃତ ଘୋଷଣା

ଯାଜପୁର : ରାଜ୍ୟରେ ଥିବା କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ଏହା ଦ୍ଵାରା କୃଷକଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତ ହେବା ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧି ହେଉଛି । ରାଜ୍ୟର ୪୭ ଲକ୍ଷ ୭୯ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ଏହି

କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ମଜୁରୀ (ଖୋଲ ତରଳା )ଗ୍ରାମ ନିକଟ କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଠାବ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ +2 ପ୍ରଥମ ବର୍ଷର ଛାତ୍ରୀ ଜସ୍ମିନୀ ସାହୁ । ମୃତ ଜସ୍ମିନୀ ଗତକାଲି ଦିନ ୨ଟା

ସନ୍ଦେଶଖାଲି କଥା ଉଠାଇ ଟିଏମସି ଉପରେ ବର୍ଷିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗରେ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇ କ୍ଷମତାସୀନ ଟିଏମସି ଉପରେ ମନଇଚ୍ଛା ବର୍ଷିଛନ୍ତି। ସନ୍ଦେଶଖାଲି ଘଟଣାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁଙ୍କୁ ଟିଏମସି ହିଁ ଘଣ୍ଟ ଘୋଡ଼ାଇ ଚାଲିଥିବା ମୋଦି ଅଭିଯୋଗ କରିଛନ୍ତି। ବେଙ୍ଗଲର ଅର୍ମବାଗରେ

ରାଜ୍ୟରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେନି ବିଜେପିର ନିର୍ବାଚନ ସହ ପ୍ରଭାରୀ

ଭୁବନେଶ୍ବର: ରାଜ୍ୟରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେନି ବିଜେପିର ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି। କହିଲେ ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର । ବିଜେଡି ସହିତ ଡବଲ ଇଞ୍ଜିନ ସରକାର କି ପ୍ରଶ୍ନରେ ସିଧାସଳଖ ଉତ୍ତର ଦେଇନଥିଲେ । କହିଛନ୍ତି ଓଡିଶା ରେ ଡବଲ ଇଞ୍ଜିନର ସରକାର ହେବ। ଆଉ ଡବଲ

୫ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ବର: ଆାସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ପାଇଁ ସମ୍ପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । ୫

ବିଜେପିକୁ AIADMKର ଖୋଲା ଚ୍ୟାଲେଞ୍ଜ

କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ଦଳର ପୁରୁଣା ସହଯୋଗୀ AIADMK। ବିରୋଧୀ ମେଣ୍ଟ ଇଣ୍ଡିଆରେ AIADMK ନଥିଲେ ମଧ୍ୟ ତାମିଲନାଡୁରେ ବିଜେପିକୁ ଦଳ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ବିଜେପିର ଯଦି ଦମ ଅଛି, ତା’ହେଲେ ଦଳ ଦୁଇ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ