ବିଜେପିରେ ଯୋଗ ଦେବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ବର: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେପିରେ ଯୋଗ ଦେବେ ବୋଲି ଜଣାଯାଇଛି । ଆସନ୍ତା ୪ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ ରାଜେନ୍ଦ୍ର । ଏହାପୂର୍ବରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାଜୁ । ତେବେ ଧାମନଗର ଉପ-ନିର୍ବାଚନରେ

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ,ନେଉଥିଲେ ଲାଞ୍ଚ…

କଟକ : ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଏଏସ୍‌ଆଇ ଆଲୋକ କୁମାର ଷଡ଼ଙ୍ଗୀ। ଜଣେ ବ୍ୟକ୍ତିଙ୍କ ନାଁରେ ଭଦ୍ରେଶ୍ୱର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେଥିରେ ତାଙ୍କୁ ସହଯୋଗ କରିବାକୁ ଲାଞ୍ଚ ମାଗିଥିଲେ ଏଏସ୍‌ଆଇ

ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି 

ଭୁବନେଶ୍ବର: ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ସାତ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨

କହିବାକୁ ଦିଆଗଲାନି, ସଭା ଅଧାରୁ ଉଠି ଆସିଲେ ନରସିଂହ ମିଶ୍ର

ବଲାଙ୍ଗିର : ଆଜି ଲୋକାର୍ପିତ ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ସ୍ଥାୟୀ କୋଠା। ହେଲେ ସେହି ସଭାରେ ସ୍ଥାନୀୟ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ କହିବାକୁ ଦିଆଗଲା ନାହିଁ। ଯେଉଁଥିପାଇଁ ସେ ସଭା ଅଧାରୁ ଉଠି ପଳାଇ ଆସିଥିଲେ। ଏହାକୁ ନେଇ ବଲାଙ୍ଗିର ରାଜନୀତି

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜତ ଶିକ୍ଷା ସ୍ବେଚ୍ଛାସେବୀଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କର ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଥିଲା।

ଭାଇଭଉଣୀଙ୍କ ଆତ୍ମହତ୍ୟା!

ଭଦ୍ରକ : ଗୋଟିଏ ଦିନରେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କର ଆତ୍ମହତ୍ୟା! ମୃତକ ଦ୍ୱୟ ସଂପର୍କରେ ଭାଇଭଉଣୀ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର ଗାଁରେ।ଗାଁର ବିଦ୍ୟାଧର ବେହେରାଙ୍କ ପୁଅ ସନାତନ ବେହେରା ଆଜି ସକାଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ

ସନ୍ଥକବି ଭୀମ ଭୋଇଙ୍କ ବାଣୀ ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର/ରେଢାଖୋଲ: ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।’ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ସନ୍ଥକବି ଭୀମ ଭୋଇଙ୍କ ଏହି

ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟର ଆସନ ବୁଝାମଣା ଚୂଡ଼ାନ୍ତ: ଉଦ୍ଧବସେନା ୨୧, କଂଗ୍ରେସ ୧୫,ଏନ୍‌ସିପି-ଏସ୍‌ପି ୯ ଆସନରେ…

ମୁମ୍ବାଇ: ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ରରେ ସର୍ବାଧିକ ୪୮ଟି ‌ଲୋକସଭା ଆସନ ରହିଛି। ରାଜ୍ୟରୁ ସର୍ବାଧିକ ଆସନ ହାସଲ କରିବାକୁ ଇଣ୍ଡି ମେଣ୍ଟ ଯୋଜନାବଦ୍ଧ ପ୍ରୟାସ ଆରମ୍ଭ କରିଛି। ରାଜନୈତିକ ଛକାପଞ୍ଝା ମଧ୍ୟରେ ଆଜି ଉଦ୍ଧବସେନା, କଂଗ୍ରେସ ଓ ଏନ୍‌ସିପି (ଶରଦପାୱାର୍‌) ମଧ୍ୟରେ ଆସନ

ପୁରୁଷୋତ୍ତମପୁର ଉପ ନିବନ୍ଧକ କାର୍ଯ୍ୟାଳୟ ଜମି ମାଫିଆଙ୍କ କବ୍ଜା ରେ..! : ଦୁର୍ନୀତି ରେ ଉବୁଟୁବୁ ବିଭାଗ…

ବ୍ରହ୍ମପୁର: ୨-୩ ପୁରୁଷୋତ୍ତମପୁର ଉପ ନିବନ୍ଧକ କାର୍ଯ୍ୟାଳୟ ରେ ଜମି ମାଫିଆଙ୍କ ବିନା ନିର୍ଦ୍ଧେଶ ରେ ଫାଇଲ ଗୁଞ୍ଜୁନ ଥିବା ଚର୍ଚ୍ଚା ହେଉଛି। ଲୋକେ ଦୀର୍ଘ ଦିନ ହେଲା ଇସି ଓ ବିଭିନ୍ନ ଦଲିଲ ସମ୍ପର୍କ ରେ ତଥ୍ୟ ମାଗିଲେ ମିଳୁନଥିବା ଅଭିଯୋଗ ହେଉଛି। ଜମି ମାଫିଆ ଙ୍କ ସହଯୋଗ ରେ କୌଣସି ଦଲିଲ ର

ମେଦବହୁଳତା: ବିଶ୍ୱର ୧୦୦ କୋଟି ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଲାନସେଟ୍ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସମଗ୍ର ବିଶ୍ୱରେ ବର୍ତ୍ତମାନ ଏକ ବିଲିୟନ (୧୦୦ କୋଟି)ରୁ ଅଧିକ ଲୋକ ମେଦବହୁଳତା ବା ମୋଟାପଣରେ ପୀଡ଼ିତ ଅଛନ୍ତି ଏବଂ ଏହି ସଂଖ୍ୟା ୧୯୯୦ ପରଠାରୁ ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ