Sign in
Sign in
Recover your password.
A password will be e-mailed to you.
ଲିଭ -ଇନ୍ରେ ଥିବା ମୁସଲିମ୍ ମହିଳା ଲୋଡ଼ିଲେ ସୁରକ୍ଷା, କୋର୍ଟ କହିଲେ- ଏହା ବ୍ୟଭିଚାର
ନୂଆଦିଲ୍ଲୀ : ବିବାହିତା ହେବା ସତ୍ତ୍ୱେ ହିନ୍ଦୁ ପୁରୁଷଙ୍କ ସହ ଲିଭ -ଇନ୍ରେ ରହିଥିବା ମୁସଲିମ ମହିଳାଜଣକ କୋର୍ଟଙ୍କ ନିକଟରେ ସୁରକ୍ଷା ଲୋଡ଼ିଛନ୍ତି। ତେବେ ଏହାକୁ ନେଇ ମହିଳାଜଣଙ୍କୁ କୋର୍ଟ କଡ଼ା ଜବାବ ଦେବା ସହ ଏହା ବ୍ୟଭିଚାର ସହ ସମାନ ବୋଲି କହିଛନ୍ତି । ମହିଳାଜଣକ ଧର୍ମ ପରିବର୍ତ୍ତନ!-->…
ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣା: ରାବା ଇଡଲି ଖାଇବାକୁ ଆସି ବୋମା ରଖିଦେଇ ଗଲେ ଯୁବକ
ବେଙ୍ଗାଲୁରୁ: ଶୁକ୍ରବାର ଦିନ ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ବିସ୍ଫୋରଣ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ବିସ୍ଫୋରଣରେ ୧୦ଜଣ ଆହତ ହୋଇଥିବା ଖବର ମିଳିଛି। ପ୍ରଥମେ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିବା କଥା କୁହାଯାଉଥିବା ବେଳେ ପରେ କେହି ଜଣେ ବୋମା ରଖିଥିବା!-->…
ଦକ୍ଷିଣ ଆଫ୍ରିକାରୁ ଧରାପଡିଲା NIAର ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ
ନୂଆଦିଲ୍ଲୀ : ଧରା ପଡିଲା ଏନ୍ଆଇଏର ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ ମହମ୍ମଦ ଗେସ୍ ନିୟାଜି। ତାକୁ ଆଜି ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇଛି। ଏନ୍ଆଇଏ ମହମ୍ମଦ ଗେସ୍ଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା।ଉଗ୍ରବାଦୀ ଇସଲାମ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ!-->…
ଗୁଗୁଲ ପ୍ଲେ ଷ୍ଟୋରରୁ ଭାରତୀୟ ଆପ୍ ହଟାଯିବାକୁ ନେଇ କଠୋର ହେଲେ ଭାରତ ସରକାର
ନୂଆଦିଲ୍ଲୀ: ଅନେକ ଭାରତୀୟ ଆପ୍ ବିରୋଧରେ ଗୁଗୁଲ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। କମ୍ପାନୀ ଗୁଗୁଲ ପ୍ଲେ ଷ୍ଟୋରରୁ ପ୍ରାୟ ୧୦ଟି ଆପକୁ ହଟାଇ ଦେଇଛି । ବିଲ୍ ପେମେଣ୍ଟ ବିବାଦକୁ ନେଇ ଗୁଗୁଲ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗୁଗୁଲ୍ ଅନୁଯାୟୀ, ବିଲିଂ ପଲିସି ଅନୁସରଣ କରୁନଥିବା ଆପ୍!-->…
ମୋଦି କହିଲେ, TMC ଅର୍ଥ ‘ତୁ, ମେ ଓ କରପ୍ସନ୍’
କୋଲକାତା : ବର୍ତ୍ତମାନ ରାଜନୀତିର କେନ୍ଦ୍ର ବିନ୍ଦୁ ପାଲଟିଛି ପଶ୍ଚିମବଙ୍ଗ। ଏଠାକାର ସନ୍ଦେଶଖାଲିକୁ ନେଇ ରାଜନୀତି ଜୋର ଧରିଛି। ଏହାରି ଭିତରେ ଲୋକସଭା ନିର୍ବାଚନ ପୂର୍ବରୁ ମମତାଙ୍କ ଗଡରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାକାର କୃଷ୍ଣ ନଗରରେ ଏକ ରାଲିକୁ ସମ୍ବୋଧିତ!-->…
ଆରଜେଡି ସହ ସୋନିଆଙ୍କୁ ଟାର୍ଗେଟ କଲେ ମୋଦୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୁଇ ଦିନିଆ ଯାତ୍ରା ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଓଉରଙ୍ଗାବାଦରେ ପହଞ୍ଚିଥିଲେ । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରି ବିରୋଧୀ ଦଳମାନଙ୍କ ଉପରେ କଡା ଟାର୍ଗେଟ କରିଥିଲେ | ସେ କହିଥିଲେ ଯେ ଆମେ କାମ ଆରମ୍ଭ କରିଥାଉ ଏବଂ କାମ!-->…
ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା
ନୂଆଦିଲ୍ଲୀ:ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା। କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ଝାଡଖଣ୍ଡର ହଜାରିବାଗରୁ ବିଜେପି ସାଂସଦ ଥିବା ଜୟନ୍ତ ସିହ୍ନା ମଧ୍ୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଛନ୍ତି। ବିଜେପି ତା'ର ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ ହିଁ ସେ!-->…
ଆସିଲା ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା, ବାରାଣାସୀରୁ ଲଢିବେ ମୋଦୀ, ମୋଟ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା
ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପ୍ରଥମ ତାଲିକାଲେ ମୋଟ ୧୯୫ ପ୍ରାର୍ଥୀଙ୍କ ତାଲିକା ରହିଛି । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ମହାସଚିବ ବିନୋଜ ତାଓ୍ବଡେଙ୍କ!-->…
ନୀତୀଶ କହିଲେ- ମୁଁ ଆଉ ଏପଟ ସେପଟ ହେବିନି
ପାଟନା : 'ମୁଁ ଆଉ ପଲଟିବିନି। ମୁଁ ଆଉ ଏପଟ ସେପଟ ହେବିନି। ଆପଣଙ୍କ ସାଥୀରେ ରହିବି। ବିହାର ପାଇଁ କାମ କରିବି।' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତେବେ ନୀତୀଶଙ୍କ ଏହି କଥା ଶୁଣି ହସି ଦେଇଛନ୍ତି!-->…
ଓଡ଼ଗାଁରେ ଆନ୍ତର୍ଜାତୀୟ ହୁଇଲ ଚେୟାର ଦିବସ ପାଳିତ…
ନୟାଗଡ଼: ଓଡ଼ଗାଁ ରାମ ସାଗର ନିକଟ କଲ୍ୟାଣୀ ମଣ୍ଡପ ରେ ଆନ୍ତର୍ଜାତୀୟ ହୁଇଲ ଚେୟାର ଦିବସ ପାଳିତ ହୋଇଯାଇଛି। ଓଡ଼ଗାଁ ବ୍ଲକ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡିଓ କବିତା ପ୍ରଧାନ, ଜିଲ୍ଲା ଭିନ୍ନକ୍ଷମ ସଂଗଠନର ଉପସଭାପତି ବିକ୍ରମ ନାୟକ, ଶିଶୁ ଓ ମହିଳା ଅଧିକାରୀ!-->!-->!-->…