Sign in
Sign in
Recover your password.
A password will be e-mailed to you.
ଆସନ୍ତା ୫ରୁ ମାଲକାନଗିରିରୁ ଉଡିବ ଯାତ୍ରୀବାହୀ ବିମାନ
ମାଲକାନଗିରି: ଦୀର୍ଘ ଦିନପରେ ମାଲକାନଗିରିବାସୀଙ୍କୁ ମିଳିଛି ଖୁସି ଖବର | ଆସନ୍ତା ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଉଡିବ ଯାତ୍ରୀବାହି ବିମାନ । ଏନେଇ ସୂଚନା ଦେଲେ ଇଣ୍ଡିଆ ଅନ ଏୟାରର ବିମାନ ଅଧିକାରୀ । ଆଜି ମାଲକାନଗିରି ବିମାନ ବନ୍ଦର ରେ ପୁଣି ଥରେ ଇଣ୍ଡିଆ ଅନ୍ ଏୟାର୍!-->!-->!-->…
ସ୍କୁଲରେ ମାତାଲ ଶିକ୍ଷକ: କହିଲେ ମୁଁ ପ୍ରତିଦିନ ପିଏ, ଫଟୋ ଉଠାଇଲେ ଉଠାଅ
ସ୍କୁଲ ଭିତରେ ମାତାଲ ଶିକ୍ଷକ। ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ବସି ପିଉଛନ୍ତି ମଦ। ହାତରେ ମଦ ବୋତଲ ଓ ଗ୍ଲାସ୍ ଧରି ତିଆରି କରୁଛନ୍ତ ପେଗ୍। ବାରଣ କରିବା ପରେ ବେଧଡକ ଅନ୍ଦାଜରେ କହିଲେ ମୋ ଇଚ୍ଛା ଯାହା କରିବାର ଅଛି କର। ମୁଁ ପ୍ରତିଦିନ ପିଏ। ସ୍କୁଲ ଭିତରେ ଶିକ୍ଷକଙ୍କ ଏଭଳି କିଛି!-->…
ସୀମାନ୍ତରେ ଯବାନ ମାଓବାଦୀ ଗୁଳି ବିନିମୟ, ମାଓ ଶିବିର ଧ୍ଵଂସ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ମାଓ ଦମନ ଅଭିଯାନ ବେଳେ ଏକ ମାଓ ଶିବିରକୁ ଧ୍ଵଂସ କରିବା ସହ ଅନେକ ମାଓ ସମଗେଇ ଜବତ କରିଛନ୍ତି ଯବାନ । ମିଳିଥିବା ସୂଚନା ଅନୁଯାୟୀ, ନାରାୟଣପିଆର ଜିଲ୍ଲାର ବୋମ୍ରା ଗାଁରେ ମାଓ ଦମନ ପାଇଁ ଡିଆରଜି ଯବାନ ମାନେ ସର୍ଚ ଅପରେସନ!-->…
୯୭୭ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର : ୯୭୭ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ୮୭ ଜଣ ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ , ୫୭ ସମବାୟ ସମିତି ନିରୀକ୍ଷକ ଏବଂ ସୂଚନା ଓ ଲୋକସଂପର୍କ ବିଭାଗରେ ଗ୍ରୁପ ସି ସ୍ତରରେ ୩୧ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର। ଆଜି ନିଯୁକ୍ତି ପାଇଥିବା ୯୭୭ ଜଣ ଅଧ୍ୟାପକ!-->…
ସୂଚନା ଦେଉନାହାନ୍ତି ସୂଚନା ଅଧିକାରୀ ୫-ଟି ଓ ସ୍ୱଛତାର ଢୋଲ ପିଟୁଛନ୍ତି ରାଜ୍ୟସରକାର
ଆର,ଉଦୟଗିରି : ହଁ ଆଜ୍ଞା ଆପଣମାନେ ଭାବୁଥିବେ ଓଡ଼ିଶାର ଶାସକଦଳ ୫ ଟି ର ନାରା ନେଇ ରାଜ୍ୟସାରା ଶାସନର ସ୍ୱଚ୍ଛତା କଥା କହିବୁଲୁଥିବା ବେଳେ ବାସ୍ତବ ଚିତ୍ର ଯେ ଆକାଶ ଓ ପାତାଳର ଫରଖ ରହିଛି ତାହା ଗଜପତି ଜିଲ୍ଲା ର ଆର,ଉଦୟଗିରି ବ୍ଲକ ରେ ଆପଣମାନେ ଦେଖିବାକୁ ପାଇବେ କାରଣ ଲୋକ ସୁଚନା ଅଧିକାର!-->…
ଓଡ଼ିଶା ମ୍ୟୁନିସପାଲ୍ କର୍ପୋରେସନ ଆଇନଭଙ୍ଗ କରିଥିବା କର୍ପୋରେଟରମାନଙ୍କର ସଭ୍ୟପଦ ରଦ୍ଦ କରାଯାଇ ତୁରନ୍ତ ନିର୍ବାଚନ…
ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବୀପତ୍ର ପ୍ରଦାନ
ବ୍ରହ୍ମପୁର, ୦୧/୦୩ : ବ୍ରହ୍ମପୁର ମହାନଗର ନିଗମର ୪ ଜଣ ବିଜେପି କର୍ପୋରେଟର ନୀଳକଣ୍ଠ ସାହୁ, ରଞ୍ଜିତା ବେହେରା, ଡ଼ି.କରୁଣାକର ଓ ପ୍ରଦୀପ କୁମାର ଶତପଥୀ ଗତ ୨୬ ତାରିଖରେ ବିଜେଡ଼ି ଦଳରେ ଯୋଗ ଦେବା ଗଣମାଧ୍ୟମରେ ବହୁଳ ପ୍ରଚାରିତ!-->!-->!-->…
ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ଭୁବନେଶ୍ବର: ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ଖରାଦିନ ପାଇଁ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା କରାଇବାକୁ ଚିଠି ଲେଖିଛି ବିଭାଗ ।
ଏହା ସହ ସମସ୍ତ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ!-->!-->!-->…
ରଣ୍ଡିବା ପଞ୍ଚାୟତରେ ଆମ ବ୍ୟାଙ୍କ ଉଦ୍ଘାଟିତ
ଆର,ଉଦୟଗିରି : ଗଜପତି ଜିଲ୍ଲା ରଣ୍ଡିବା ଗ୍ରାମରେ ଦ୍ବିତୀୟ ପର୍ଯ୍ୟାୟ ଆମ ବ୍ୟାଙ୍କ ସେବା ଇକୋ ବ୍ୟାଙ୍କ ସି ଏସ୍ ପି ପ୍ଲସ୍ କୁ ମୁଖ୍ୟମନ୍ତୀ ଆଭାସି ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଏନେଇ ସରପଞ୍ଚ ବାଳକୃଷ୍ଣ ବେହେରଦଲାଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ!-->…
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବେଧଡ଼କ ବାଲି ଚାଲାଣ…
ଗ୍ରାମବାସୀଙ୍କ ସହ ଲିଜଧାରୀ ମୁହାଁ ମୁହିଁ ପରେ ଉତ୍ତେଜନା…
ଵ୍ରହ୍ମପୁର : ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ଦିନ ରାତି ଖୁଲାମ ଖୁଲା ବାଲି ଚାଲାଣ ହେଉଛି। ସରକାରୀ ନୀତି ନିୟମକୁ ଆଖି ମିଟିକା ମାରି ହିଞ୍ଜିଳି ଥାନା ତଥା ଶେରଗଡ଼ ତହସିଲ ଅଧିନସ୍ତ ସନ୍ତୋଷ ପୁର ବାଲି ଶଯ୍ୟାର!-->!-->!-->…
ପୁଣି ବନବିଭାଗ କଵ୍ଜାରେ ଜଣେ ବେପାରୀ : ୨୦ ବସ୍ତା ବାତେରା ଓ ଗରାଣି ଚେର ଜବତ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଵାତେରା ଓ ଗରାଣି ଚେର ରାକେଟ ଦିନକୁ ଦିନ ଵୃଦ୍ଧି ପାଉଥିବା ବେଳେ ବନବିଭାଗ କର୍ମଚାରୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ମୂଲ୍ୟବାନ ଚେର ବାହାର ମାର୍କେଟରେ ବହୁ ଅର୍ଥରେ ବିକ୍ରି ହେଉଥିବାରୁ ଯେତେ!-->…