Sign in
Sign in
Recover your password.
A password will be e-mailed to you.
ରାଜସ୍ବ କ୍ଷେତ୍ର ଅଧିକାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ…
ଉମରକୋଟ :-ସପ୍ର ( ୨୦/୦୨/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ତହସିଲ ଅଫିସ ଆଗରେ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ସେମାନଙ୍କର ପାଞ୍ଚ ଗୋଟି ଦାବି ନେଇ ୧୯/୦୨/୨୦୨୪ ରିଖରୁ ଧାରଣାରେ ବସିଛନ୍ତି।ସେମାନଙ୍କର ବହୁ ଅବହେଳିତ ଓ ପ୍ରତିକ୍ଷିତ ନ୍ୟାଯ୍ୟ ଅନଆର୍ଥିକ ଦାବି ODRS!-->!-->!-->…
ଓଡ଼ଗାଁ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ବ୍ଲକ୍ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର୍, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା, ଡେପୁଟି କଲେକ୍ଟର!-->!-->!-->…
ରାଜସ୍ବ ଅଧିକାରୀ ମାନଙ୍କ ଛଅ ଦଫା ଦାବିରେ ତହସିଲ କାର୍ଯ୍ୟଳୟ ଆଗରେ ଧାରଣା…
ନୟାଗଡ : ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ସାଧାରଣ ସମ୍ପାଦକ ମହମ୍ମଦ ଜାଭେଦ ଆଖତରଙ୍କ ଆହ୍ବାନ କ୍ରମେ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଅଜିତ କୁମାର ଡାକୁଆ ଓ ସମ୍ପାଦକ ଜିତେନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ଆଗରେ ଛଅ ଦଫା ଦାବିରେ ରାଜସ୍ବ!-->!-->!-->…
ଗଜପତି :ସୁବଲଡା ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି…
ଆର,ଉଦୟଗିରି :/୨୦/୨/— ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ସୁବଲଡା ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି l ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୪୬ ଟି!-->!-->!-->…
ବ୍ରହ୍ମପୁର ବିଜେପି ପକ୍ଷରୁ ବୁଥ୍ ଚାଲ ଅଭିଯାନ” ସହ “ମୋଦି ଗ୍ୟାରେଣ୍ଟି ପଦଯାତ୍ରା…
ବ୍ରହ୍ମପୁର, ୨୦/୨ : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ "ବୁଥ୍ ଚାଲ ଅଭିଯାନ" ସହ "ମୋଦି ଗ୍ୟାରେଣ୍ଟି ପଦଯାତ୍ରା" ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ସ୍ଥାନୀୟ ଗୋସାଇଁନୂଆଗାଁ!-->!-->!-->…
ଦିବ୍ୟାଙ୍ଗ ଭଗବାନ ସାମଲଙ୍କୁ ସ୍କୁଟି ପ୍ରଦାନ କଲେ ନୟାଗଡ଼ ବିଧାୟକ…
ଓଡ଼ଗାଁ : ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଓଡ଼ଗାଁ ପଞ୍ଚାୟତ ସମିତି ଅଧୀନ ରାବରା ଗ୍ରାମ କଇଥ ସାହିର ଦିବ୍ୟାଙ୍ଗ ଭଗବାନ ସାମଲ(୫୬) ଙ୍କୁ ଏକ ଚାରିଚକିଆ ସ୍କୁଟି ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ପ୍ରଦାନ କରିଛନ୍ତି । ରାବରା!-->…
ଲକ୍ଷ୍ମୀ ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କନ୍ଧମାଳ ଜିଲ୍ଲାପାଇଁ ବରଦାନ : ଡଃ. ସାମନ୍ତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଦ୍ୱାରା ଲକ୍ଷ୍ମୀ ବସ୍ର ଉଦ୍ଘାଟନ ଓ ଲୋକାର୍ପଣ ଉତ୍ସବ ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ଥାନୀୟ ଯାତାୟତ ସୁବିଧା ନିମନ୍ତେ ସରକାର ଲକ୍ଷ୍ମୀ ଭଡ଼ା ୫ଟଙ୍କା!-->!-->!-->…
୫ ଦଫା ଦାବୀରେ ଗର୍ଜୀଲେ ଚାଷୀ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆଦିବାସୀ
ଦେବଗଡ଼,୧୯ା୨: ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀରେ ଆଜି ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ!-->…
ସାମ୍ବାଦିକଙ୍କ ପିତୃ ବିୟୋଗ
ଦାରିଙ୍ଗବାଡ଼ି,୧୯/୨ : କଳିଙ୍ଗ ନିୟୁଜ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ବରୁଣ କୁମାର ସିଂଙ୍କ ପିତା ଗୋବିନ୍ଦ ଚନ୍ଦ୍ର ସିଂ(୮୨) ଙ୍କର ରବିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ପରଲୋକ ହୋଇଯାଇଛି। ସୋମବାର ସକାଳୁ ତାଙ୍କ ମର ଶରୀରକୁ ଦାସିଙ୍ଗବାଡ଼ି ନିଜ ବାସଭବନ କୁ!-->…
ବରିଷ୍ଠ କଂଗ୍ରେସ ନେତା ଗୌରୀଶଙ୍କର ପ୍ରଧାନିଙ୍କ ଲାଗି ଶୋକଶୋଭା
ଆର,ଉଦୟଗିରି : ସୋମବାର ଦିନ 11:00 ଘଣ୍ଟା ସମୟରେ କଣ୍ଟେଇକୋଳି ଠାରେ ମୋହନା ବ୍ଲକ କଂଗ୍ରେସ ପରିବାର ତରଫରୁ ମୋହନା ନିର୍ବାଚନ ମଣ୍ଡଳୀର 3 ଜଣ MLA ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ (1) ବାଳକୃଷ୍ଣ ମଲିକ(2) ରେଜିନା ପ୍ରଧାନ (3) ରୀନା ପ୍ରଧାନଙ୍କ ଉପସ୍ଥିତିରେ ସ୍ବର୍ଗତ ଗୌରୀଶଙ୍କର!-->…