Sign in
Sign in
Recover your password.
A password will be e-mailed to you.
ସନ୍ଦେଶଖାଲି ମାମଲା: ଶୁଣିଲେନି ସୁପ୍ରିମକୋର୍ଟ
ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଆସିଛି ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହି ମାମଲାରେ ସେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଏଥିସହ ମାମଲାରେ ଏସ୍ଆଇଟି ତଦନ୍ତ ପାଇଁ ହୋଇଥିବା ଆବେଦନକୁ ସେ ଖାରଜ କରିଦେଇଛନ୍ତି।
ସନ୍ଦେଶଖାଲି ମାମଲାରେ ସିବିଆଇ ବା ଏସ୍ଆଇଟି!-->!-->!-->…
ବିଶ୍ୱା ତରଫରୁ ହିନ୍ଦୀ ଚଳଚିତ୍ର ତାରକା ଶାରାଖାନଙ୍କ ଦ୍ବାରା ସାମ୍ୱାଦିକ ସୁଦୀପଙ୍କୁ ସମ୍ମାନ
ବ୍ରହ୍ମପୁର,୧୯/୨ : ବିଶ୍ଵାସାମାଜିକ ଅନୁଷ୍ଠାନ ତରଫରୁ ଜାତୀୟ ସ୍ତରୀୟ ସମ୍ମାନ ସମାରୋହ ସହ ସୁନ୍ଦରୀ ପ୍ରତି ଯୋଗିତା ରବିବାର ଭୁବନେଶ୍ୱର ସ୍ଥିତ କୀଟ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ନିର୍ଦ୍ଦେଶିକା ମମତା ପଟୱା ଓ ନିଶା କୋଡା ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ!-->…
ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ବାର ଯଥାଶୀଘ୍ର ଖୋଲିବାକୁ ଦାବି କଲା ଆପ୍ ୟୁଥ୍ ଟିମ୍
ପୁରୀ: ପୂର୍ବ ପରି ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ଦାବି କରିଛି ଆପ୍ ୟୁଥ୍ ଟିମ୍ । ଯାହାକୁ ନେଇ ଆଜି ଆପ୍ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଭକ୍ତ ଏବଂ ପୁରୀ ବାସୀଙ୍କ!-->…
ପରୀକ୍ଷା ଆରମ୍ଭରୁ ସେଣ୍ଟର ଫିକ୍ସିଂ ଉଦ୍ୟମ..!
ମାଲକାନଗିରି : ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷଦାନ ଓ ଛାତ୍ର ଛାତ୍ରୀଙ୍କ ବିକାଶ ପାଇଁ ସ୍କୁଲ ଗୁଡିକୁ 5T ଅଧୀନରେ ଆଣିସ୍କୁଲ ର ପରିବେଶ,ଶିକ୍ଷ ଦାନ କୁ ଉନ୍ନତ ମାନର କରିବାକୁ ଯାଉଥିବା ବେଳେ ଏଥିରେ କିଛି ବ୍ୟତିକ୍ରମ ଦେଖାଯାଉଛି । ମାଲକାନଗିରି ଜିଲ୍ଲାର କିଛି ଆଭ୍ୟନ୍ତରୀଣ ଅଞ୍ଚଳର!-->…
ସାଇକେଲରୁ ଓହ୍ଲାଇ ନୂଆ ଦଳ ଗଢ଼ିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ
ସାଇକେଲରୁ ଓହ୍ଲାଇ ନୂଆ ଦଳ ଗଠନ କଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଠାରୁ ପୂରାପୁରି ଅଲଗା ହୋଇଯାଇଛନ୍ତି। ସେ ନିଜର ଏକ ନୂଆ ଦଳ ଗଠନ କରିଛନ୍ତି। ତାଙ୍କ ଦଳର ନାଁ ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ହେବ। ସୋଶାଲ!-->…
ବଜାରରେ ସେନା ୟୁନିଫର୍ମର ବେଆଇନ ବିକ୍ରି, ପୋଲିସ ଓ ସେନାର ମିଳିତ ଚଢ଼ାଉ
ବ୍ରହ୍ମପୁର: ଖୋଲା ବଜାରରେ ମିଳୁଛି ଭାରତୀୟ ସେନାର ୟୁନିଫର୍ମ କପଡା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଖବରପାଇବା ପରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ଓ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏହି ଦୋକାନ ଉପରେ ମିଳିତ ଚଢାଉ କରିଛି । ଚଢାଉ ବେଳେ ୪୮୮ ମିଟର କପଡ଼ା ଜବତ କରିଛନ୍ତି,!-->…
ଉଦ୍ଧବ ବି ଛାଡ଼ି ପାରନ୍ତି ‘ଇଣ୍ଡିଆ’ ମେଣ୍ଟ
ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଝଟ୍କା ମିଳୁଛି। ନୀତୀଶ କୁମାର ଓ ମମତା ବାନାର୍ଜୀଙ୍କ ପରେ ଏବେ ଉଦ୍ଧବ ଠାକରେ ମଧ୍ୟ ଇଣ୍ଡି ଆଲାଏନ୍ସ ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳ ଦଳ ଭିତରେ ସିଟ୍ ଭାଗବଣ୍ଟାକୁ ନେଇ ଅଙ୍କ ଛିଡୁନି। ଆଲୋଚନା!-->…
କାଲି ମାଟ୍ରିକ ପରୀକ୍ଷା, ଆଜି ରାଜରାସ୍ତାରେ ଶିକ୍ଷକ
ଭୁବନେଶ୍ୱର:ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ଆରମ୍ଭ ହୋଇଯିବ ସ୍କୁଲ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକ । ଦାବି ପୂରଣ ପାଇଁ ଦୀର୍ଘ ୧୨ ଦିନ ହେଲା ଭୁବନେଶ୍ବର ଗାନ୍ଧୀ ମାର୍ଗରେ!-->…
ଅଖିଳେଶଙ୍କ ଅଲ୍ଟିମେଟମ୍, କଂଗ୍ରେସ ଅଧିକ ସିଟ୍ ମାଗିଲେ ହେବନି ମେଣ୍ଟ
ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ସିଟ୍ ଭାଗବଣ୍ଟାକୁ ନେଇ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟରେ ଜାରି ରହିଛି ଟଣାଓଟରା। ଇଣ୍ଡି ଆଲାଏନ୍ସର ସହଯୋଗୀ ଦଳ ରାଷ୍ଟ୍ରିୟ ଲୋକ ଦଳ (ଆରଏଲଡି) ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବା ପରେ ପୁଣିଥରେ ଉତ୍ତରପ୍ରଦେଶରେ ଆସନ ଭାଗବଣ୍ଟା ଗଣିତ!-->…
ଶ୍ରୀ ଗଣେଶ ମନ୍ଦିରର ବାର୍ଷିକୀ ଉତ୍ସବ ପାଳିତ
ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ମଧୁବୈଶ୍ୟ ଗୁଡିଆ ସମାଜ ର ସିଦ୍ଧି ମହାବିନାୟକ ଶ୍ରୀ ଗଣେଶ ମନ୍ଦିରରେ ଚଳିତ ବର୍ଷର ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବ ସଭାପତି,ସମ୍ଫାଦକ ଓ ବେହେରାଙ୍କଉପସ୍ଥିତରେ ବେହେରା ଶିବରାମ ସାହୁ ହୋମ ଯଜ୍ଞ ଓ ପୂଜା ସମ୍ପାଦନା କରି ଆହୁତି!-->…