ବ୍ରାହ୍ମଣୀଗାଁରେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ଦାରିଙ୍ଗବାଡ଼ି, ୧୯/୨: ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆଜି ବ୍ରାହ୍ମଣୀଗାଁ ଓ ଝିଞ୍ଜିରିଗୁଡ଼ା ପଞ୍ଚାୟତ ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣୀଗାଁ ପଞ୍ଚାୟତ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସଂଯୁକ୍ତା ମଲିକ ଅଧ୍ୟକ୍ଷତାରେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ

ବରଗଡ: ବହୁ ଦିନର ଅପେକ୍ଷା ପରେ ପୁରଣ ହେବାକୁ ଯାଉଛି ବରଗଡବାସୀଙ୍କ ସ୍ଵପ୍ନ । ଆସନ୍ତାକାଲି ବରଗଡ ଗସ୍ତରେ ଯାଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ

ଜାନୁଆରୀ ୨୨ ପରଠାରୁ ନୂଆ ଯୁଗର ଆରମ୍ଭ ହୋଇଛି: ପ୍ରଧାନମନ୍ତ୍ରୀ

ଆଜି ଉତ୍ତର ପ୍ରଦେଶର ସମ୍ଭଲ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ କଲ୍କି ଧାମ ମନ୍ଦିରର ଭୂମି ପୂଜନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାନୁଆରୀ ୨୨ ପରଠାରୁ ନୂଆ ଯୁଗର ଆରମ୍ଭ ହୋଇଛି। ଭୂମି ପୂଜନ ପରେ ସମାରୋହରେ ଅପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ କରି

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା । ଏହାକୁ ଆଜି ଭିସି ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଜିଲ୍ଲାର ସମସ୍ତ ୧୦୯ ଟି ପଚାଂୟତରୁ ୬ ଟି ବ୍ଲକ ସଦର ମହକୁମା କୁ ସାଧାରଣ ଲୋକଙ୍କୁ ଗମନା

କୃଷକଙ୍କୁ ୫ ବର୍ଷ ପାଇଁ ପ୍ରସ୍ତାବ ଦେଲା କେନ୍ଦ୍ର

ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀମାନଙ୍କ ସହ କୃଷକମାନଙ୍କ ଆଲୋଚନା ସକାରତ୍ମକ ହୋଇଛି। ଏହି ଆଲୋଚନା ପରେ କୃଷକ ଆନ୍ଦୋଳନ ସାମାନ୍ୟ ଶାନ୍ତ ହୋଇଛି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ଉପରେ ଗ୍ୟାରେଣ୍ଟି ଦାବି ନେଇ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଗତକାଲି

ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ ଦେବା ନେଇ ରାଜ୍ଯ କଂଗ୍ରେସର ବୈଠକ

ଭୁବନେଶ୍ୱର:ଅନଲାଇନ ଆବେଦନରେ ହଜାର ହଜାର ପ୍ରାର୍ଥୀ ଆବେଦନ କରିବା ପରେ କଂଗ୍ରେସ ଏବେ କେଉଁ ଯୋଗ୍ୟ ପ୍ରାର୍ଥୀ ବାଛିବା ସେ ନେଇ ଚାଳିଛି ତନାଘନା। ରାଜ୍ୟ କଂଗ୍ରେସର ଟିକେଟ କସରତ ଆଗୁଆ ଟିକେଟ ଦେବା ପାଇଁ ସୋମବାର କଂଗ୍ରେସର ବୈଠକ ବସିଛି। ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକରେ

ଇସ୍ତଫା ଦେଲେ ଚଣ୍ଡିଗଡ଼ ମେୟର; ବିଜେପିରେ ମିଶିଲେ ଆପର ୩ ଜଣ କାଉନସିଲର

ଚଣ୍ଡିଗଡ଼ ମେୟର ଇଲେକ୍ସନରେ ଆସିଛି ଟ୍ୱିଷ୍ଟ। ​​ଭୋଟ୍ ଗଣତିରେ ଚଞ୍ଚକତା ଅଭିଯୋଗ କରି ଆପ୍ ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଦଳର ତିନି ଜଣ ନବ ନିର୍ବାଚିତ କାଉନସିଲର ବିଜେପିରେ ଯୋଗ ଦେଇସାରିଲେଣି। ସେପଟେ ବିଜେପି ପକ୍ଷରୁ ବିଜୟୀ ହୋଇଥିବା ମେୟର ମନୋଜ ସୋନକର ପଦରୁ ଇସ୍ତଫା

‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ ହୋଇଛି ୨ ଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱ ଠାରେ ଆରମ୍ଭ ହୋଇଛି ଦୁଇ ଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ । ଏଥିରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ୫୦୦ରୁ ଅଧିକ ପ୍ରମୁଖ ବ୍ୟକ୍ତିତ୍ବ, ୧୦୦ରୁ ଅଧିକ ବିଶିଷ୍ଟ ବକ୍ତା, ନୀତି ନିର୍ଦ୍ଧାରକ ଏବଂ

ସୁଧୁରୁନି ସ୍ବାସ୍ଥ୍ୟାବସ୍ଥା, ଭୁବନେଶ୍ବର ଘରୋଇ ମେଡିକାଲକୁ ସ୍ଥାନାନ୍ତର ହେଲେ ବିଧାୟକ ଅନନ୍ତ ଦାସ

ଭୁବନେଶ୍ବର: ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାକୁ ସ୍ଥାନାନ୍ତର ହେଲେ ଭୋଗରାଇ ବିଧାୟକ ଅନନ୍ତ ଦାସ । ବୟସ ଅଧିକ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ଗତକାଲି ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୬ ଯାଏଁ ଚାଲିବ ପରୀକ୍ଷା । ଚଳିତ ଥର ୫ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ୩ହଜାର ୪୭ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା ଦେବେ । ଏହାସହ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି ।