Sign in
Sign in
Recover your password.
A password will be e-mailed to you.
ପୁରୀରୁ କୋଣାର୍କ ଗଡିବ ଟ୍ରେନ୍, ଘୋଷଣା କଲେ ରେଳମନ୍ତ୍ରୀ
ଭୁବନେଶ୍ବର: ପୁରୀରୁ କୋଣାର୍କ ନୂଆ ରେଳ ଲାଇନ ନେଇ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୨ କିମିର ନୂଆ ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଲେ ରେଳମନ୍ତ୍ରୀ । ଏହାସହ ସ୍ୱତନ୍ତ୍ର ଭାବେ ଭିଷ୍ଟାଡୋମ ଟ୍ରେନ୍ ଚାଲିବାର ବ୍ୟବସ୍ଥା ହେବ । ଭିଷ୍ଟାଡୋମ୍!-->…
ଜମ୍ମୁ ରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କଲେ ମୋଦୀ
ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଗସ୍ତରେ ଯାଇ ପ୍ରାୟ ୩୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ ଚଳାଚଳ, ପେଟ୍ରୋଲିୟମ, ନାଗରିକ ଭିତ୍ତିଭୂମି ସମେତ ଅନେକ!-->…
ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମାଘ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି ।
ସୂଚନା ମୁତାବକ,!-->!-->!-->…
କଂଗ୍ରେସକୁ ଘାରିଲା ଘୋଡ଼ା ବେପାର ଭୟ
କର୍ଣ୍ଣାଟକା କଂଗ୍ରେସକୁ ଘାରିଛି ଘୋଡା ବେପାର ଭୟ। ରାଜ୍ୟର ଚାରୋଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସପ୍ତାହରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରିପାରେ ବିଜେପି। ଥାନାରେ ଏଭଳି କିଛି ଅଭିଯୋଗ ଦାଖଲ କରିଛି କଂଗ୍ରେସ।
କର୍ଣ୍ଣାଟକା କଂଗ୍ରେସ ଅଭିଯୋଗ!-->!-->!-->…
ଆପର ବଡ଼ ବିଜୟ: ଦଳୀୟ ପ୍ରାର୍ଥୀଙ୍କୁ ମେୟର ଘୋଷଣା କଲେ ସୁପ୍ରିମକୋର୍ଟ
ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଲାଗିଥିବା ବିବାଦରେ ସୁପ୍ରିମକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆପ ପକ୍ଷରୁ ମେୟର ନିର୍ବାଚନ ଲଢ଼ୁଥିବା କୁଲଦୀପ କୁମାରଙ୍କୁ ସର୍ବୋଚ୍ଚ ଅଦାଲତ ବିଜେତା ଘୋଷଣା କରିଛନ୍ତି। ଏହାର ଅର୍ଥ କୁଲଦୀପ ଚଣ୍ଡିଗଡ଼ ମେୟର ଭାବେ ଶପଥ ନେବେ। କୁଲଦୀପଙ୍କୁ ମେୟର ଘୋଷଣା!-->…
ସନ୍ଦେଶଖାଲି ମାମଲା: ମମତା ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ
ଥମୁନି ପଶ୍ଚିମବଙ୍ଗ ସନ୍ଦେଶଖାଲି ମାମଲା। ସନ୍ଦେଶଖାଲିରେ ମହିଳାଙ୍କ ସହ ଦୁଷ୍କର୍ମ ଓ ଜମି ହଡପ କରିଥିବା ନେଇ ତୃଣମୂଳ କଂଗ୍ରେସ ନେତା ଶେଖ ଶାହଜାହାଁଙ୍କ ନାଁରେ ଅଭିଯୋଗ ରହିଛି। ସେ ଏବେ ଫେରାର ଅଛନ୍ତି। ଏହି ମାମଲାକୁ ନେଇ ପଶ୍ଚିମବଙ୍ଗର ମମତା ସରକାରଙ୍କ ଉପରେ ବର୍ଷିଛନ୍ତି କଲିକତା!-->…
ବିଧାନସଭାରେ ମରାଠା ଆରକ୍ଷଣ ବିଲ୍ ପାରିତ
ବହୁ ପ୍ରତିକ୍ଷୀତ ମରାଠା ସଂରକ୍ଷଣ ବିଲ୍ ବିଧାନସଭାରେ ପାରିତ। ଆଜି ମହାରାଷ୍ଟ୍ର ବିଧାନଭାରେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହୋଇଛି। ଏହା ମାଧ୍ୟମରେ ମରାଠା ସମ୍ପ୍ରଦାୟଙ୍କ ପାଇଁ ଉଭୟ ଶିକ୍ଷା ଏବଂ ସରକାରୀ ଚାକିରିରେ ୧୦ ପ୍ରତିଶତ ଆରକ୍ଷଣ ରହିବ।
ପ୍ରାୟ ୨.୫ କୋଟି ପରିବାରକୁ ନେଇ!-->!-->!-->…
ରାହୁଲଙ୍କୁ ଆଶ୍ୱସ୍ତି, ମିଳିଲା ଜାମିନ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ୱସ୍ତି। ମାନହାନୀ ମାମଲାରେ ଓ୍ୱାଇନାଡ ସାଂସଦଙ୍କୁ ମିଳିଲା ଜାମିନ। ସୁଲତାନପୁର ଏମ୍ପି/ଏମ୍ଏଲ୍ଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨୫,୦୦୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।
୨୦୧୮!-->!-->!-->…
ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ୩ ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ୱର : ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ। ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସମସ୍ତ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ଆଜି ସେମାନଙ୍କ ସାର୍ଟିଫିକେଟ ଦେବେ ରିଟର୍ନିଙ୍ଗି!-->…
ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ ସହ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା ଲୋକାର୍ପଣ କଲେ…
ବ୍ରହ୍ମପୁର/ସୁବର୍ଣ୍ଣପୁର/କୋରାପୁଟ: ଗୋଟିଏ ଦିନରେ ତିନୋଟି ଲୋକାର୍ପଣ । ଆଜି ବ୍ରହ୍ମପୁର ଆଇଜର୍ ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନସ ଆଣ୍ଡ ରିସର୍ଚର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭର୍ଚୁଆଲ!-->…