Sign in
Sign in
Recover your password.
A password will be e-mailed to you.
ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ଆର,ଉଦୟଗିରି : ଗଜପତି: ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିରାଙ୍ଗ ସ୍ଥିତ ବୌଦ୍ଧ ବିହାର ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ଆଶିଷ ଗ୍ରହଣ କରିଛନ୍ତି 5T ଅଧ୍ୟକ୍ଷ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜିରାଙ୍ଗର ଏହି ବୌଦ୍ଧ ବିହାରରେ ମାନବ!-->…
ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଲେ ବସ୍ ଯାତ୍ରୀବାହୀ
ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାଇସିଂ ଘାଟି ରେ ଏହି ଦୁର୍ଘଟଣାଟି ଘଟିଛି। ସକାଳୁ ସକାଳୁ ବିକ୍ରାନ୍ତ ନାମକ ବସ୍ ଟି ବ୍ରାହ୍ମଣୀଗାଁ ରୁ ବ୍ରହ୍ମପୂର ଅଭିମୁଖେ ଯାତ୍ରା କରିଥିବା ବେଳେ ମୋହନା ରୁ ମାତ୍ର ଏକ କିଲୋମିଟର ଦୂର ରେ ଅବସ୍ଥିତ ରାଇସିଂ ଗ୍ରାମ ନିକଟ ରେ ଥିବା!-->…
ବଢ଼ିଲା ମାହାଙ୍ଗା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା
କଟକ : ହାଇକୋର୍ଟ ଆଜି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି। ଏହି ସୁରକ୍ଷା ମିଆଦ ଫେବୃଆରୀ ୧୩ ଯାଏଁ ବୃଦ୍ଧି କରିଛନ୍ତି ହାଇକୋର୍ଟ। ଫଳରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ପୂର୍ବରୁ ଗତବର୍ଷ!-->…
ରସୁଣ କେଜି ୪୦୦ ଟଙ୍କା
କଟକ : ଏବେ ଗ୍ରାହକଙ୍କୁ କନ୍ଦାଉଛି ରସୁଣ। ସବୁ ରୋଷେଇରେ ଛୁଙ୍କ ଦେଉଥିବା ରସୁଣ କେଜି ଏବେ ୪୦୦ ଟଙ୍କା। ଶହେ ଗ୍ରାମ୍ କିଣିଲେ ୫୦ ଟଙ୍କା ନେଉଛନ୍ତି ବ୍ୟବସାୟୀ। ରସୁଣର ଏଭଳି ଅହେତୁକ ଦରବୃଦ୍ଧି ପୂର୍ବରୁ କେବେ ହୋଇନଥିଲା।ଗତ କିଛିଦିନ ଭିତରେ ରସୁଣ ଦର ଆକାଶ ଛୁଆଁ ହେଲାଣି। ଖୁଚୁରା ବଜାରରେ!-->…
ନିର୍ବାଚନ ଉପଲକ୍ଷେ ତାଲିମ ଶିବିର…
ଭଞ୍ଜନଗର : ସାଧାରଣ ନିର୍ବାଚନ -2024ଦୃଷ୍ଟି ରେ ରଖି ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମଧ୍ୟରେ ତାଲିମ ଶିବିର ଉପ-ଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ କରାଯାଇଥିଲା | ଏହି ତାଲିମ ଶିବିରରେ ଉପ-ଜିଲ୍ଲାପାଳ,!-->!-->!-->…
ମୁଲୁକଚେରୀ-ସିର୍କାବର୍ଗ ଗ୍ରାମ୍ୟ ଉନ୍ନୟନ ରାସ୍ତା ପାଲଟିଛି ମରଣଜନ୍ତା
ଦାରିଙ୍ଗବାଡି,୧/୨, ପ୍ରତ୍ୟେକ ଦିନ ରାସ୍ତାରେ ଶହ ଶହ ଲୋକ ଯାତାୟାତ କରୁଛନ୍ତି । ହେଲେ ଯାତାୟାତ ରାସ୍ତା ଅବସ୍ଥା ନକହିବା ଭଲ । ଘାଟି ପାହାଡ଼ ଦେଇ ଯାଇଥିବା ଖାଲଖମା ରାସ୍ତା ଲୋକଙ୍କ ପାଇଁ ଏବେ ବିପଦ ସଙ୍କୁଳ ପାଲଟିଛି । ପ୍ରତ୍ୟେକ ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ରହୁଚି। ଏଭଳି ଘଟଣା!-->…
ନୂଆ ଅଞ୍ଚଳରେ ବାଘ ଚିହ୍ନଟ: ରିପୋର୍ଟ ଆସୁନି, ଉତ୍କଣ୍ଠା ବଢ଼ାଉଛି ଶିମିଳିପାଳ
ଭୁବନେଶ୍ବର: ଓଡ଼ିଶାରେ କେତେ ମହାବଳ ଅଛନ୍ତି? କେନ୍ଦ୍ର ସରକାରଙ୍କ ଗଣନାରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସତ୍ୟ କି? ନା ଅଧିକ ସଂଖ୍ୟକ ମହାବଳ ଓଡ଼ିଶା ଜଙ୍ଗଲରେ ରହିଛନ୍ତି? ଏଭଳି ଦ୍ବନ୍ଦ୍ବ ଉପରୁ ପରଦା ହଟାଇବାକୁ ରାଜ୍ୟ ସରକାର ନିଜସ୍ବ ବାଘ ଗଣନା କରିଛନ୍ତି। ନଭେମ୍ବର ଓ ଡିସେମ୍ବର!-->…
ଦୁଇଗୁଣ ବଢ଼ିଲା ଚିଲିକା ବୋଟ୍ ଭଡ଼ା: ଘରୋଇ ୧୦୦, ଓଟିଡିସିର ୨୦୦
ବାଲୁଗାଁ: ଚିଲିକାରେ ବଢ଼ିଲା ବୋଟ୍ ଭଡ଼ା। ଦୁଇ ମାସ ତଳେ ପର୍ଯ୍ୟଟକମାନେ ଯେଉଁଠି ୧୦୬ଟଙ୍କାର ଟିକେଟ୍ କାଟି ମା’ କାଳୀଜାଇଙ୍କ ଦର୍ଶନ କରିବାର ସୁଯୋଗ ପାଉଥିଲେ, ଆଜି ତାକୁ ଦ୍ବିଗୁଣିତ କରାଯାଇଛି। ପ୍ରାଇଭେଟ୍ ବୋଟ୍ ଚାଳକ ସଂଘ ନିଜର ବୋଟ୍ ଭଡ଼ା ଶହେ ଟଙ୍କାରେ ସୀମିତ ରଖିଥିବା ବେଳେ!-->…
ବଡ଼ଦାଣ୍ଡରେ ହଜିଗଲେ ବାଲେଶ୍ୱର ଜିଲ୍ଲାର ଦେବକୀ ଜେନା
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ନେଇଥିଲା ଜିଲ୍ଲା ପ୍ରଶାସନ। ହେଲେ ବଡ଼ଦାଣ୍ଡରେ ହଜିଗଲେ ବାଲେଶ୍ୱର ଜିଲ୍ଲାର ଦେବକୀ ଜେନା। ଇତି ମଧ୍ୟରେ ୫ ଦିନ ବିତିଲାଣି। ହେଲେ ଦେବକୀଙ୍କ ପତ୍ତା ମିଳୁନି। ସେପଟେ ଜିଲ୍ଲା ପ୍ରଶାସନ ଏନେଇ ମୁହଁ ଖୋଲୁନଥିବାରୁ ପରିବାର ଲୋକଙ୍କ ମଧ୍ୟରେ!-->…
ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫି : ପାରାଦ୍ବୀପ କ୍ରିକେଟ କ୍ଲବ ଚମ୍ପିଆନ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବଡପଲ୍ଲି ଠାରେ ଅନୁଷ୍ଠିତ ଚଞ୍ଚଳା ମିନିଷ୍ଟାଡିୟମରେ 42ତମ ଚଞ୍ଚଳା ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରାଜ୍ୟ ସ୍ତରୀୟ ମେଗାଫାଇନାଲ ମ୍ୟାଚ ଗତକାଲି ଚଳଚିତ୍ର ତାରକା ପ୍ରିୟା ଚୌଧୁରୀଙ୍କ ଦ୍ବାରା ଉଦ୍ଜାପିତ ହୋଇ ଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟ!-->…