Sign in
Sign in
Recover your password.
A password will be e-mailed to you.
ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର! ମାସକରେ ଗଲାଣି ୪ ଜଣଙ୍କ ଜୀବନ…
ଦିନକୁ ଦିନ ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି ଆମେରିକା। ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମାତ୍ର ସପ୍ତାହେ ତଳେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ଚତୁର୍ଥ ମାମଲା।
ମୃତ ଛାତ୍ର…
କନ୍ଧମାଳ ସାଂସଦ ଦାରିଙ୍ଗବାଡ଼ି ବ୍ଳକ ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ
ଦାରିଙ୍ଗବାଡ଼ି, ୨/୨ : କନ୍ଧମାଳ ସାଂସଦ ଡା. ଅଚ୍ୟୁତ ସାମନ୍ତ ଦାରିଙ୍ଗବାଡ଼ି ବ୍ଳକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ । ପ୍ରଥମେ ସେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ପହଞ୍ଚି ସେଠାରେ ଶିବ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ, ଏବଂ ଅଞ୍ଚଳ ର ଲୋକଙ୍କୁ ଭେଟି!-->…
୨ ସ୍କୁଲ ବସ୍ ଧକ୍କା, ୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଆହତ
ହିଞ୍ଜିଳିକାଟୁ : ଶୁକ୍ରବାର ସକାଳେ ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକରେ ୨ଟି ସ୍କୁଲ ମଧ୍ୟରେ ଧକ୍କା ଘଟି ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଗୋଟିଏ ସ୍କୁଲ ବସ୍ ଚାଳକ ଓ ମାଲିକଙ୍କ ମିଳିତ ଆକ୍ରମଣରେ ଅନ୍ୟ ଏକ ସ୍କୁଲ ବସ ଚାଳକ ଗୁରୁତର ଆହତ!-->…
ଶିଶୁ ଓ ମହିଳା ବିକାଶ କ୍ଷେତ୍ରରେ ଆତ୍ମରକ୍ଷା କୌଶଳର ଗୁରୁତ୍ଵ
ଫୁଲବାଣୀ : ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ୨୦୨୩-୨୪ ଶିକ୍ଷା ବର୍ଷ ନିମିତ୍ତ ଦୀର୍ଘ ଆଠ ଦିନଧରି ଚାଲିଥିବା ' ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ' ଉଦ୍ ଯାପିତ ହୋଇଯାଇଛି।କାର୍ଯ୍ୟକ୍ରମର ସଂଯୋଜିକା ଡଃ.!-->…
ସତୀଗୁଡା ଇକୋ ପାର୍କଠାରେ ବିଶ୍ୱ ଆଦ୍ରଭୂମି ଦିବସ ପାଳିତ
ମାଲକାନଗିରି : ଆଜି ମାଲକାନଗିରି ସତୀଗୁଡା ଇକୋ ପାର୍କ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ କତାପାଲି ପ୍ରତାପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଫେବ୍ରୁଆରୀ ୨ତାରିଖରୁ ଆରମ୍ଭ ହୋଇଥାଏ । ଏହା ସର୍ବପ୍ରଥମେ ଇରାନର!-->…
ନିର୍ବାଚନ କୁ ଆଖିଆଗରେ ରଖି ଗଞ୍ଜାମ ରେ ମଦ ମାଫିଆ ସକ୍ରିୟ…!
ନିର୍ବାଚନୀ ପାଣ୍ଠି ଆଳରେ ହେଉଛି ଅପମିଶ୍ରଣ...!!
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ନୂଆ-ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ପୁରସ୍କାର ପ୍ରଦାନ।
(ଅନ୍ବେଷଣ ଏବଂ ପରିଶ୍ରମ ସର୍ବଦା ସଫଳତା ଆଣିଥାଏ - ନିର୍ଦ୍ଦେଶକ)
ଆସିକା : ଓଡ଼ିଶା ସରକାରଙ୍କ ନୂଆ-ଓର ଅଭିନବ ପ୍ରୟାସ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଗୁଡିକର କୃତି ଛାତ୍ରଛାତ୍ରୀମାନଙ୍କୁ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ପୁରସ୍କୃତ କରାଯାଇଛି। ଏହି ଅବସରରେ ବିଜ୍ଞାନ!-->!-->!-->…
ଆଦିବାସୀ ମେଳାରେ କନ୍ଧମାଳର ଷ୍ଟ୍ରବେରୀ ଚାହିଦା ବେଶି
ଫୁଲବାଣୀ : ଭୁବନେଶ୍ବର ରେ ଚାଲିଥିବା ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍ରେ ପ୍ରବଳ ଭିଡ ଜମୁଥିବା ସୂଚନା ମିଳିଛି l ଷ୍ଟ୍ରବେରୀ ଚାଷ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ସମଗ୍ର ରାଜ୍ୟରେ ନାଁ କମାଇଲାଣି । ଗୋଟିଏ ପ୍ୟାକେଟର ମୂଲ୍ୟ ୧୦୦ ଟଙ୍କା ରହିଛି।ଯିଏ ଯାଉଛି, ସିଏ କିଣୁଛି।!-->…
ଓଡ଼ଗାଁ ବ୍ଲକ ଛାତ୍ର କଂଗେସ ସଭାପତିଙ୍କ ବହିସ୍କାର ନେଇ ଚର୍ଚ୍ଚା…
ନୟାଗଡ଼ : ଜିଲ୍ଲା ଓଡ଼ଗାଁ ବ୍ଲକ ଛାତ୍ର କଂଗେସ ସଭାପତି ଦିଲ୍ଲୀପ କୁମାର ବିଷୋୟୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିସ୍କାର କରାଗଲା ବୋଲି ଜିଲ୍ଲା ଛାତ୍ର କଂଗେସ ସଭାପତି ଜ୍ୟୋତି ରଞ୍ଜନ ଦାସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି । ଦିଲ୍ଲୀପଙ୍କ ବିରୋଧରେ ଲଗାତାର ଭାବେ!-->…
ମୋହନା ପଞ୍ଚାୟତରେ ମୋ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ
ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ଅନ୍ତର୍ଗତ ମୋହନା ଗ୍ରାମ ପଞ୍ଚାୟତରେ ମୋ ଓଡ଼ିଶା ନବୀନ ଓଡ଼ିଶା ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ସ୍ଥାନୀୟ ସରକାରୀ ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ଶିବିରରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ!-->…