ବାମଣ୍ଡା କଳାକାର ସଂଘ ଦେବଗଡ ର ବାର୍ଷିକ ବୈଠକ

ଦେବଗଡ : ବାମଣ୍ଡା କଳାକାର ସଂଘର ବାର୍ଷିକ ବୈଠକ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସଂଘର ପରାମର୍ଶଦାତା ନାଟ୍ଯ ନିର୍ଦ୍ଦେଶକ ହେମନ୍ତ କୁମାର ମହାପାତ୍ର ଓ ଅତୁଲ୍ୟ କୁମାର ପୂଜାରୀ ମଞ୍ଚାସୀନ ଥିଲେ। ନାଟ୍ଯକାର କୁମୁଦଚନ୍ଦ୍ର ଶତପଥୀ ମଞ୍ଚ

ଡ୍ରୋନ ମେଡିକାଲ ପ୍ରୋଜେକ୍ଟ ଡେମୋଷ୍ଟେଟସ ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜି ଏନ ଏମ ସେଣ୍ଟର ଠାରେ ଡ୍ରୋନ ମେଡିକାଲ ପ୍ରୋଜେକ୍ଟ ଡେମୋଷ୍ଟେସନ କାଯ୍ୟ ଆରମ୍ଭ ହୋଇ ଯାଇଛି l ପ୍ରଥମଥର ପାଇଁ ଆଜି ଡ୍ରୋନ ସାହାଯ୍ୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଠାରୁ ଅନେକ ଅତି ଆବଶ୍ୟକୀୟ ଔଷଧ ଏବଂ ଇଞ୍ଜେକେସନ ତୁମ୍ବୁଡ଼ି ବନ୍ଧ

ଶିମିଳିପାଳ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ମାତିଛନ୍ତି ଶିକାରୀ । ପୋଲିସ ଓ ବନବିଭାଗକୁ ଚକମା ଦେଇ ଜଙ୍ଗଲ ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି । ତେବେ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିବା ୫ ଜଣ ଶିକାରୀକୁ ଧରିବାରେ ସଫଳ ହୋଇଛି ବନବିଭାଗ । ଏଥି…

ନୂଆପଡ଼ା ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଲେ 5T ଅଧ୍ୟକ୍ଷ

ନୂଆପଡ଼ା: ଶୁକ୍ରବାର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଜିଲ୍ଲା ଗସ୍ତରେ ଆସି ନୂଆପଡା ନ୍ୟାସନାଲ କଲେଜରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହା ସହ ବୋଡେ଼ନ ବ୍ଲକ…

ଦୋକାନରେ ମିଠା ପ୍ୟାକିଂ କରୁଥିବା ବେଳେ ଟଳିପଡ଼ିଲେ ଯୁବକ

ମୃତ୍ୟୁ କେତେବେଳେ ଓ କେଉଁଠି ଆସେ, ତାହା କଳ୍ପନା କରିବା ବେଶ ମୁସ୍କିଲ। ମୃତ୍ୟୁ ହଠାତ୍‌ ଆମେ ଓ ସବୁ କିଛି ବରବାଦ କରି ଚାଲିଯାଏ। ଏମିତି ଏକ ହଠାତ ମୃତ୍ୟୁର ଘଟଣା ଉତ୍ତର ପ୍ରଦେଶର ଆଗ୍ରାରୁ ସାମ୍ନାକୁ ଆସିଛି। ଦୋକାନାରେ ମିଠା ପ୍ୟାକିଂ କରୁଥିବା ବେଳେ ହଠାତ୍‌ ଟଳି…

ଆସନ୍ତାକାଲି ସୋନପୁର ଅଭିମୁଖେ ପ୍ରଥମ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି (ଫେବୃଆରୀ ୩)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସି ନୂଆ ଟ୍ରେନ୍ ସେବା, ଷ୍ଟେସନ ପୁନଃନିର୍ମାଣ ଯୋଜନା ଓ ଦୁଇଟି ରେଳ ଲାଇନ ସମେତ ଅନେକ ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ପୁରୀ-ସୋନପୁର-ପୁରୀ…

ବାପାଙ୍କ କୋଳରେ ଶୋଇଥିଲା ପୁଅ, ମାରି ଖାଇ ଦେଲେ ବୁଲା କୁକୁର

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ବାପା କୋଳରେ ଶୋଇଥିବା ବର୍ଷକର ପୁଅକୁ ଘୋଷାଡ଼ି ନେଇ ମାରି ଖାଇ ଦେଇଛନ୍ତି କିଛି ବୁଲା କୁକୁର। ତେଲେଙ୍ଗାନାର ଶାମଶାବାଦରେ ଗୁରୁବାର ଭୋର ସମୟରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି। ପିଲାଟି ବାପାଙ୍କ ସହ ମାଟି…

କେନାଲରୁ ଜେଇଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା…!!

କଳାହାଣ୍ଡି : ମୁଖୀଗୁଡା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ମୁଖ୍ୟ ସ୍ରୋତ ସୁନାମାଲ ନିକଟରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ ଦେହ ଭାସୁଛି। ହତ୍ୟା ନା ଆତ୍ମହତ୍ୟା ସନ୍ଦେହ । ମୃତକ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତ ହୋଇଥିବା ବେଳେ ସେ ଗତକାଲି କାର୍ଯ୍ୟକୁ…

ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଉପଜିଲାପାଳ

ଦାରିଙ୍ଗବାଡ଼ି,୨ା୨ : କନ୍ଧମାଳ ଜିଲା ବାଲିଗୁଡ଼ା ଉପ ଜିଲାପାଳ ଡ. ରୀନା ପ୍ରଧାନ ଶୁକ୍ରବାର ଦାରିଙ୍ଗବାଡ଼ି ଗସ୍ତ କରି ଅଚାନକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଲୋଚନା କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାର୍ଯ୍ୟକୁ ବୁଲିଦେଖିଛନ୍ତି।

ଫେବୃଆରୀ ୩ ତାରିଖରୁ ତାର ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ

ଫୁଲବାଣୀ : ଚଳିତ ବର୍ଷ ଫେବୃଆରୀ ୩ ତାରିଖରୁ ତାର ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ । ତା.୦୩.୦୨. ୨୦୨୪ ରିଖ ପୂର୍ବାହ୍ନ ଘ.୧୧.୦୦ମି. ସମୟରେ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ଆମର ଭାଷା ଓ ସମୃଦ୍ଧ