ଷ୍ଟାର୍ଟଅପ ପ୍ରସାର କ୍ଷେତ୍ରରେ ଓଡ଼ିଶା ଦେଶରେ ଆଗରେ ରହିଛି: ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଆଇଆଇଏମ ସମ୍ବଲପୁରର ନୂତନ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସଭାରେ…

ଅଜଣା ରୋଗରେ ୩ ଦିନରେ ୪ ଜଣଙ୍କ ମୃତ୍ୟୁ..! ତଦନ୍ତ ପାଇଁ ଗାଁରେ ପହଞ୍ଚିଲା ଟିମ୍‌…

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ କୁଚେଇପର ପଞ୍ଚାୟତର କେ. କୋରଳ ଗାଁରେ ଅଜଣା ରୋଗରେ ତିନି ଦିନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଉଛନ୍ତି- ଚମ୍ପା ସାହୁ, ଖଗ ଝଡ଼ିଆ, ଅଭି ଘଣ୍ଟିଆ ଓ ବନ ଝଡ଼ିଆ। ସେହିପରି ଆଉ ୪ ଜଣଙ୍କ ଅବସ୍ଥା…

ରାଜ୍ୟ ସରକାର ସ୍ୱତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆମେ ଓଡ଼ିଆ, ଓଡ଼ିଆ ଆମ ଭାଷା, ଏହା ଆମର ପରିଚୟ। ଜନତା ମୈଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଷା ଗୋଟିଏ ଜାତିର ଏକତାର ମହାନ…

ପ୍ରଥମ ଓଡ଼ିଆ ବିଶ୍ବ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ ଉଦଘାଟିତ ହୋଇଛି। ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍…

ଏମ୍‌ସ ଭୁବନେଶ୍ୱରରେ ଧର୍ମଶାଳା, ନୂତନ ଟ୍ରମା କେନ୍ଦ୍ର ସହ ଅତ୍ୟାଧୁନିକ ମେସିନ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ପୁନର୍ବାର ଅନନ୍ୟ ଯୋଗଦାନ ପୂର୍ବକ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରୋଗୀସେବାରେ ଏକାଧିକ ନୂତନ ବ୍ୟବସ୍ଥା ଯୋଡ଼ିହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ ଆଜି ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏମ୍‌ସ…

‘କିଣ୍ଡଲ୍’ ଓ ‘ଟିଣ୍ଡର’କୁ ନେଇ କନଫ୍ୟୁଜ ହେଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯୁଗରେ, ପ୍ରତ୍ୟେକ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାରର ଆପ୍ ଉପଲବ୍ଧ ରହିଛି | ଯଦି ଆପଣ କୌଣସି ବହି ପଢିବାକୁ ଚାହାଁନ୍ତି, ଆମାଜନର କିଣ୍ଡଲ୍ ରିଡର୍ ଏଥିପାଇଁ ବ୍ୟବହାର କରାଯାଇପାରିବ | ଯଦି ଆପଣ କାହାକୁ ଡେଟ କରିବାକୁ ଚାହାଁନ୍ତି, ତେବେ…

ସୀମାନ୍ତ ଅଂଚଳରେ ଆସୁଛି ପାକିସ୍ତାନୀ ମୋବାଇଲ ନେଟଓ୍ବାର୍କ, ଚୋରାବେପାରୀ ବ୍ୟବହାର କରୁଛନ୍ତି ପାକିସ୍ତାନୀ ସିମ୍

ବାରମେର : ପଶ୍ଚିମ ରାଜସ୍ଥାନର ବାରମେର ଜିଲ୍ଲା କୁ ଲାଗି ଥିବା ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ମୋବାଇଲ ନେଟୱାର୍କ କାମ କରୁଛି । ପାକିସ୍ତାନ ସୀମାରେ ଲାଗିଥିବା ମୋବାଇଲଟାୱାରର ନେଟୱାର୍କ ଭାରତୀୟ ସୀମା ଭିତରେ ପ୍ରାୟ ୩-୪ କିଲୋମିଟର ପର୍ଯ୍ୟନ୍ତ ଆସୁଛି । ଏଭଳି…

୧ କିଲୋମିଟର ଚାଲିବାକୁ କଂଗ୍ରେସ ଖର୍ଚ୍ଚ କରିଛି ଦେଢ଼ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମ୍ପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ୨୦୨୨-୨୩ ମସିହାରେ କନ୍ୟାକୁମାରୀରୁ କଶ୍ମୀର ଅଭିମୁଖେ ଯାତ୍ରା ପାଇଁ ମୋଟ ୭୧.୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୧୪୫ ଦିନ ଧରି ଚାଲିଥିବା ‘ଭାରତ…

ଦେଉ ନାହାନ୍ତି କେନ୍ଦ୍ର ସରକାର, ୨୧ ଲକ୍ଷ ମନରେଗା ଶ୍ରମିକଙ୍କୁ ଟଙ୍କା ଦେବେ ଦିଦି…

କୋଲକାତା : ବାରମ୍ବାର କେନ୍ଦ୍ର ଉପରେ ରହିଥିବା ବକେୟା ଟଙ୍କା ମାଗି ନିରାଶ ହେବା ପରେ ଆଜି ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ସରକାର ରାଜ୍ୟର ୨୧ ଲକ୍ଷ ମନରେଗା ଶ୍ରମିକଙ୍କୁ ନିଜ ପାଣ୍ଠିରୁ ପାରିଶ୍ରମିକ ପ୍ରଦାନ କରିବେ।…

ବିଜେପି ବିଧାୟକ କହିଲେ- ହଁ, ମୁଁ ଗୁଳି କରିଛି…

ମୁମ୍ବାଇ : ‘ହଁ ମୁଁ ନିଜେ ତାଙ୍କୁ ଗୁଳି କରିଛି। ଏଥିପାଇଁ ମୁଁ ଦୁଃଖିତ ନୁହେଁ।’ ମହାରାଷ୍ଟ୍ରର ଉଲ୍ଲାସନଗର ଥାନାରେ ଶିବସେନା ବିଧାୟକଙ୍କ ଉପରକୁ ଗୁଳି ମାଡ଼ କରିବା ମାମଲାରେ ବିଜେପି ବିଧାୟକ ଗଣପତ ଗାଏକ୍ୱାଡ ଏଭଳି କିଛି ସଫେଇ ରଖିଛନ୍ତି। ନିଜ ଆତ୍ମରକ୍ଷା ପାଇଁ…