Sign in
Sign in
Recover your password.
A password will be e-mailed to you.
ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବାକୁ ଓଓ୍ବୈସୀଙ୍କ କଡ଼ା ସମାଲୋଚନା…
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଘୋଷଣାକୁ ନେଇ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି କଡ଼ା ସମାଲୋଚନା କରିଛନ୍ତି। ଶନିବାର (ଫେବ୍ରୁଆରି ୩)…
ଜିତନ ରାମଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଲା କଂଗ୍ରେସ
ପାଟନା: ବିହାରରେ ଏବେ ଏନଡିଏ ସରକାର ଗଠନ କରାଯାଇଛି, କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିହାର ରାଜନୀତିରେ ପୁଣି ଏକ ଡ୍ରାମା ଦେଖିବାକୁ ମିଳିପାରେ | ବାସ୍ତବରେ ‘ହମ୍’ ବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ସଂଯୋଜକ ଜିତନ୍ ରାମ ମାଂଝୀ ଦୁଇଟି ମନ୍ତ୍ରୀ ପଦବୀ…
ଆଡ଼ଭାନୀଙ୍କୁ ପ୍ରକୃତ ସମ୍ମାନ ଦିଆଯାଇନାହିଁ, ଭାରତରତ୍ନ ଘୋଷଣା ପରେ ଏପରି କହିଲା କଂଗ୍ରେସ…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଭେଟେରାନ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲାଲକୃଷ୍ଣ…
ବିଆରଏସ୍ ନେତ୍ରୀ କବିତା ଦେଲେ ଧମକ; ପ୍ରିୟଙ୍କା ଗାନ୍ଧି ରାଜ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଲେ କରିବେ ପ୍ରତିବାଦ…
ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ରାଜ୍ୟ ଯୋଜନାର ଉଦଘାଟନ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ନିମନ୍ତ୍ରଣ କରାଯିବ ବୋଲି କହିବାର ଗୋଟିଏ ଦିନ ପରେ ବିଆରଏସ ଏମଏଲସି କେ କବିତା ଏକ…
‘ଭାରତ ରତ୍ନ ମୋର ନୀତି ଓ ଆଦର୍ଶକୁ ମିଳିଛି’: ଆଡଭାନୀ …
ନୂଆଦିଲ୍ଲୀ : ଭେଟରାନ ରାଜନେତା ଲାଲକୃଷ୍ଣ ଆଡଭାନୀ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନୀତ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏ ସମ୍ପର୍କରେ ଘୋଷଣା କରିଥିଲେ।
ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିବାକୁ ଯାଉଥିବାରୁ ଆଡଭାନୀ…
କବାଟ ଖୋଲିଲେନି ସିଭିଲ୍ ଜଜ୍, ଘରୁ ବାହାରିଲା ଝୁଲନ୍ତା ମୃତଦେହ…
ଲକ୍ଷ୍ନୌ : ଉତ୍ତରପ୍ରଦେଶର ବଦାୟୁରେ ଘଟିଛି ଏକ ଅଭାବନୀୟ କାଣ୍ଡ। ଜଣେ ସିଭିଲ ଜଜ୍ ନିଜ ସରକାରୀ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁଲିସ୍ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ସିଭିଲ୍ ଜଜ୍ଜଣକ ଜ୍ୟୋତ୍ସ୍ନା…
ଝାଡ଼ଖଣ୍ଡରେ ଫ୍ଲୋର ଟେଷ୍ଟ ପୂର୍ବରୁ ରିଜର୍ଟ ପଲିଟିକ୍ସ, ହାଇଦ୍ରାବାଦରେ ୪୦ ବିଧାୟକ
ରାଞ୍ଚି : ଥମୁନି ଝାଡଖଣ୍ଡ ପଲିଟିକ୍ସ। ମୁଖ୍ୟମନ୍ତ୍ରୀ ବଦଳିଛନ୍ତି କିନ୍ତୁ ଜାରି ରହିଛି ହଟଚମଟ। ହେମନ୍ତ ସୋରେନ୍ଙ୍କୁ ଇଡି ନେବା ପରେ ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଚମ୍ପାଇ ସରକାରଙ୍କ ସ୍ଥିତି ଏବେ ଟଳମଳ ରହିଛି।…
ପବିତ୍ର ମୋହନ ସ୍ମାରକୀ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଉଦଯାପିତ : ଜବଲପୁରକୁ ପରାସ୍ତ କରି ହରିଆନା…
ଦେବଗଡ଼,୨ା୨:ବାରକୋଟ ବ୍ଲକ ଅନ୍ତର୍ଗତ କଲା ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ଭଲିବଲ ଷ୍ଟାଡିୟମ ଠାରେ କଲା ଭଲିବଲ ଏସୋସିଏସନ ଆନୁକୂଲ୍ୟରେ ପବିତ୍ର ମୋହନ ସ୍ମାରକୀ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶର!-->…
ମତଦାନ କେନ୍ଦ୍ର ପରିବର୍ତନ ପାଇଁ କୁଡାନାଳୀ ଗ୍ରାମବାସୀଙ୍କ ଦାବୀ
ଦେବଗଡ଼,୨ା୨:ଛେପିଲିପାଲି ଗ୍ରାମ ପତିର୍ବେ ନିକଟସ୍ଥ ବସାଲଇ ଗ୍ରାମ ପଂଚାୟତର ଯେକୌଣସି ସ୍ଥାନରେ ଥିବା ମତଦାନ କେନ୍ଦ୍ରରେ ମତଦାନ ପାଇଁ ସୁଯୋଗ ଦେବା ପାଇଁ ଛେପିଲିପାଲି ଗ୍ରାମ ପଂଚାୟତର କୁଡାନାଳି ଗ୍ରାମବାସୀ ଦାବୀ ଜଣାଇଛନ୍ତି । ଶୁକ୍ରବାର ଦେବଗଡ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମ,!-->…
କଣ୍ଢଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା ଉଦ୍ଯାପିତ
ଦେବଗଡ଼,୨ା୨: ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ବାରକୋଟ ବ୍ଲକ କଣ୍ଢଳ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା!-->!-->!-->…