Sign in
Sign in
Recover your password.
A password will be e-mailed to you.
ମୋଦୀଙ୍କ ଗ୍ୟାରେଣ୍ଟିର ଅର୍ଥ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି: ପ୍ରଧାନମନ୍ତ୍ରୀ
ସମ୍ବଲପୁର: ଓଡ଼ିଶାର ବିକାଶ ପାଇଁ ବିଜେପି ନେତୃତ୍ବ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଗରିବ, ଯୁବ, ମହିଳା, ଚାଷୀଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ବଜେଟ ପ୍ରସ୍ତୁତ କରିଛନ୍ତି। ମୋଦୀଙ୍କ ଗ୍ୟାରିଣ୍ଟିର ଅର୍ଥ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ!-->…
ସମ୍ବଲପୁରରେ ୬୮ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ
ସମ୍ବଲପୁର: ସମ୍ବଲପୁରରେ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସମ୍ବଲପୁର ଆଇଆଇଏମ ନୂତନ କ୍ୟାମ୍ପସର ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ବିକାଶ ଯାତ୍ରା ଲାଗି ଆଜି ଏକ!-->…
ସୋନପୁରରୁ ଗଡ଼ିଲା ଟ୍ରେନ୍
ସୋନପୁର : ସୋନପୁର ଜିଲ୍ଲା ପାଇଁ ଖୁସି ଖବର। ଆଜି ସୋନପୁର ସହରରୁ ଗଡ଼ିଲା ପ୍ରଥମ ଟ୍ରେନ। ସୋନପୁରରୁ ବଲାଙ୍ଗିର ଦେଇ ପୁରୀକୁ ଗଡ଼ିଲା ପ୍ରଥମ ଏକ୍ସପ୍ରେସ। ଏହା ଏକ ସାପ୍ତାହିକ ଏକ୍ସପ୍ରେସ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସୋନପୁର ରେଲୱେ!-->…
ପଞ୍ଜାବ ରାଜ୍ୟପାଳଙ୍କ ଇସ୍ତଫା; ରାଜ୍ୟ ସରକାରଙ୍କ ସହ ଥିଲା ବିବାଦ…
ଚଣ୍ଡୀଗଡ଼ : ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ। ରାଜ୍ୟ ସରକାରଙ୍କ ସହ ଚାଲିଥିବା ବିବାଦ ମଧ୍ୟରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଛନ୍ତି ବନୱାରିଲାଲ। ଆଜି ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୋପଦୀ…
ଇମ୍ରାନ ଖାଁ ଓ ତାଙ୍କ ପତ୍ନୀଙ୍କୁ ବି ୭ ବର୍ଷ ଜେଲ..
ଲାହୋର : ପାକିସ୍ତାନର ଏକ ଅଦାଲତ ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅଣ-ଇସଲାମିକ ବିବାହ ମାମଲାରେ କୋର୍ଟ ଉଭୟଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବୁଶରାଙ୍କ ପ୍ରଥମ ସ୍ୱାମୀ…
ଫ୍ଲୋର ଟେଷ୍ଟରେ ଭାଗ ନେବେ ହେମନ୍ତ ସୋରେନ୍
ରାଞ୍ଚି : ଫ୍ଲୋର ଟେଷ୍ଟରେ ଭାଗ ନେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ହେମନ୍ତ ସୋରେନ୍ ଆସନ୍ତା ୫ ତାରିଖରେ ହେବାକୁ ଥିବା ଆସ୍ଥା ଭୋଟ୍ରେ ଭାଗ ନେବେ। ଏଥିପାଇଁ…
ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନ, ସମ୍ବର୍ଦ୍ଧିତ ହେଲେ ପ୍ରତିଭା ରାୟ, ସୀତାକାନ୍ତ…
ଭୁବନେଶ୍ବର: ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ । ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟନ…
‘ଭାରତ ରତ୍ନ’ରେ ସମ୍ମାନିତ ହେବେ ଲାଲକୃଷ୍ଣ ଆଡଭାନୀ…
ନୂଆଦିଲ୍ଲୀ : ‘ଭାରତ ରତ୍ନ’ରେ ସମ୍ମାନିତ ହେବେ ଲାଲକୃଷ୍ଣ ଆଡଭାନୀ। ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା…
ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନେଶ୍ୱରର ଜନତା ମଇଦାନଠାରେ ଆଜିଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…
ବାଲି ବୋଝେଇ ହାଇୱା ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର…
ଖୋର୍ଦ୍ଧା: ବେଗୁନିଆ -ବାଘମାରି- ଧଳାପଥର ରାସ୍ତାର ବଡ଼ବେରେଣା ଡୁମୁଣି ମନ୍ଦିର ନିକଟରେ ହାଇଓ୍ବା ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ଗୁରୁତର ହୋଇଥିବା ଜଣାଯାଇଛି। ଉଭୟେ ସଂପର୍କରେ ପତିପତ୍ନୀ ବୋଲି ଜଣାଯାଇଛି। ସ୍ବାମୀଙ୍କୁ ଗୁରୁତର…