ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ…

ମାଲକାନଗିରି : ଓଡିଶା ଦିବସ ହେଉଛି ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଭାବାବେଗର ପ୍ରତୀକ। ୮୯ତମ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଉତ୍ସବକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହକାରେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜନ କରାଯାଇଛି। ମୁଖ୍ୟ ଅତିଥି ଭାବେ…

ଉତ୍କଳ ଦିବସ ଅବସରରେ ଓଡ଼ିଆ ସରକାରୀ ସ୍କୁଲ ଗୁଡିକର ପୁନଃରୁଦ୍ଧାର ପାଇଁ ପୂଜ୍ୟ ପୂଜା ସମିତିର ଆହ୍ୱାନ…

ବ୍ରହ୍ମପୁର, ତା.୧.୪.୨୦୨୪ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଗାନ୍ଧିନଗର ଛକ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିଠାରେ ଉତ୍କଳ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ଓଡ଼ିଆ ବରପୁତ୍ରଙ୍କ ସଂଗ୍ରାମମୟ ଇତିହାସକୁ ମନେପକାଇ ଉକ୍ତ…

ବ୍ରହ୍ମପୁର ପୋଲିସ ପକ୍ଷରୁ  ପାଳିତ ହେଲା ୮୯ତମ ପୋଲିସ ପ୍ରତିଷ୍ଠା ଦିବସ..

ବ୍ରହ୍ମପୁର :-ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ଼.ସର୍ବଣା ବିବେକ ଏମ ଯୋଗ ଦେଇ ଦେଶ ପାଇଁ ଜୀବନ ଦେଇଥିବା ସହୀଦ ମାନଙ୍କୁ ମନେ ପକାଇବା ସହିତ ସେମାନଙ୍କ ବଳିଦାନ…

ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଦିବସ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ସଂଘ ସଭାପତି ନିରୋଦ ପାତ୍ରଙ୍କ ସଭାପତିତ୍ବରେ ଓ ସମ୍ପାଦକ କୁଞ୍ଜ ବିହାରୀ ଶତପଥୀଙ୍କ ନେତୃତ୍ବରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବାର ପରିସରରେ ଥ‌ିବା ମହାପୁଋଷଙ୍କ ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପ…

ଦଣ୍ଡନୃତ୍ୟ ପରିବେଷଣ ସମୟରେ ଆମିଷ ଭକ୍ଷଣ ନିଷେଧ ନେଇ ଆଲୋଚନା ଚକ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦଣ୍ଡନୃତ୍ୟ ପରିବେଷଣ ସମୟରେ ଆମିଷ ଭକ୍ଷଣ ନିଷେଧ କରାଯିବା ନିମନ୍ତେ ଏକ ଆଲୋଚନା ବୈଠକ ଜିଲ୍ଲା ଜାଗରଣ ମଞ୍ଚର ବରିଷ୍ଠ କର୍ମକର୍ତ୍ତା ମାନଙ୍କ ସହ ସହରର ବିଭିନ୍ନ ବ୍ୟବସାୟୀ ସଂସ୍ଥାର ବ୍ୟବସାୟ , ହୋଟେଲ ମାଲିକ,ଆମିଷ…

ନୀପିଡିତ ସ୍ବେଛାସେବୀ ଅନୁଷ୍ଠାନର ୪୨ତମ ପ୍ରତିଷ୍ଠା ଦିବସ ପାଳନ

ଫୁଲବାଣୀ ୩୧।୧ : ଫୁଲବାଣୀର ପୁରାତନ ସ୍ୱେଛାସେବୀ ଅନୁଷ୍ଠାନ ନିପୀଡିତ ଏହାର ୪୨ତମ ପ୍ରତିଷ୍ଠା ଦିବସ ଏହାର ସଭାଗୃହରେ ପାଳନ କରିଛି । ଏହି ଅବସରରେ ସର୍ବ ପ୍ରଥମେ ଏହି ମାସ ୧୫ ଓ ୧୭ ତାରିଖରେ ଇହଲୀଳା ସମ୍ବରଣ କରିଥିବା ଦୁଇ ଜଣ ଦିବଙ୍ଗତ ମହାନ ସମାଜସେବୀଙ୍କୁ ଶ୍ରନ୍ଧାଞ୍ଜଳି ଅର୍ପଣ…

ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ : କଂଗ୍ରେସ

(କଂଗ୍ରେସର ସାମ୍ବାଦିକ ସମ୍ମିଳନୀ)ଫୁଲବାଣୀ : ବିଜୁ ଜନତା ଦଳ ଭାରତ ବର୍ଷର ୫ମ ବୃହତମ ଆଂଚଳିକ ଦଳ ହିସାବରେ ୧୦୧୯.୫ କୋଟି ଟଙ୍କ ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ଦ୍ଵାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି ବୋଲି କଂଗ୍ରେସ ଅଭିଯୋଗ…

ରାଜଧାନୀର ଦୁଇ ନିଶା ଦିଆ ଲୁଟେରା ଗିରଫ

ଭୁବନେଶ୍ୱର : ମିଠା ମିଠା କଥା କହି ଅଟୋରେ ବସାଉ ଥିଲେ। ଆଉ ପରବର୍ତ୍ତୀ ସମୟରେ ଥଣ୍ଡା ପାନୀୟରେ ନିଶା ଦେଇ ଲୁଟୁଥିଲେ। ରାଜଧାନୀର ଏପରି ଦୁଇ ଲୁଟେରାଙ୍କୁ ଆଜି ଧରି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ପରିବା ବ୍ୟବସାୟୀଙ୍କଠାରୁ ଲୁଟ୍‌ ଘଟଣାରେ ପୁଲିସ୍‌ ଏହି ଦୁଇ ଲୁଟେରାଙ୍କୁ ଗିରଫ…

ଅବକାରୀ ବିଭାଗ କୁ ସଫଳତା ୧୧ଲକ୍ଷ ଟଙ୍କାର ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ

ମାଲକାନଗିରି : ଆଜି ଜିଲ୍ଲା ଅବକାରୀ ଅଧିକ୍ଷକ ମାଲକାନଗିରି ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ବାଲିମେଳା ଅବକାରୀ ଷ୍ଟେସନର ଓଆଇସି ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ପଣ୍ଡିଆଗୁଡ଼ା ଗ୍ରାମ୍ୟ ଜଙ୍ଗଲ କ୍ଷେତ୍ର ରେ ଚଢାଉ କରି ୧୧୬ କିଲୋଗ୍ରାମ ର ଗଞ୍ଜେଇ ଜବତ କରିଛନ୍ତି ଯାହାର…

ଅନେକ ସମୟରେ ନୂଆ ବ୍ୟାଟ୍‌ସମ୍ୟାନ୍‌ ମଧ୍ୟ ପୁରୁଣା ବୋଲରଙ୍କୁ ଛକା ଓ ଚୌକା ମାରି ଦେଉଛନ୍ତି: ସଂତୃପ୍ତ ମିଶ୍ର

କଟକ: ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଆଜି କଟକରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ସେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀମାନଙ୍କୁ ନେଇ ତୁଳସୀପୁରରେ ଏକ କର୍ମୀ ସମ୍ମିଳନୀରେ ସମସ୍ତଙ୍କୁ ଏକାଠି କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ମିଳନୀ ଶେଷ…