କିଶୋରୀ ସଚେତନତା ମେଳା ଅନୁଷ୍ଠିତ

ଆର ଉଦୟଗିରି : ମୋହନା, ଗଜପତି ଜ଼ିଲ୍ଲା ମୋହନା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଶନିବାର କିଶୋରୀ ସଚେତନତା ମେଳା ଅନୁଷ୍ଠିତ ହୋଇଯାଇଛି l ଏନେଇ ମୋହନା ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକ ଙ୍କ ସଭାପତିତ୍ବ ରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସଭା ର

RBI ରାଡାର୍‌ରେ Paytm, ଗୋଟିଏ PANରେ ୧୦୦୦ ଆକାଉଣ୍ଟ…

ଆର୍‌ବିଆଇ ରାଡାର୍‌ରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ। ପେଟିଏମ୍‌ ଉପରେ ଆକ୍ସନ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଜାନୁଆରୀ ୩୧ ତାରିଖରେ ଆର୍‌ବିଆଇ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଉପରେ ବ୍ୟାନ୍‌ ଲଗାଇଥିଲା। ଫାଷ୍ଟ୍ୟାଗ୍‌, ଓ୍ୱାଲେଟ୍‌ ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟରେ…

ଆମ ଓଡିଶା ନବୀନ ଓଡ଼ିଶାର ଅର୍ଥର ଡୋରି ପ୍ରଶାସନ ହାତରେ ନେତା ନାକେଦମ….!

ବ୍ରହ୍ମପୁର : ଏବେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଧୁମଧାମ ରେ ଚାଲିଛି। ପ୍ରତେକ ପଞ୍ଚାୟତ ରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି ହେଲେ ଏହାର ଡୋରି ପ୍ରଶାସନ ହାତରେ ରହିଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହି କାର୍ଯ୍ୟକ୍ରମ ରେ

ଲୋଭ ଦେଖାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା, ତିନି ଠକ ଗିରଫ…

ଅନୁଗୁଳ: ଠକମାନଙ୍କ ମନକୁ ଠକିବା କଥା ଆସିଲେ, ସେମାନଙ୍କ ମୁଣ୍ଡରେ ଅନେକ ବୁଦ୍ଧି ଆସେ । ଠକମାନେ ନୀରିହ ଲୋକଙ୍କୁ ଠକିବା ପାଇଁ ଆପଣାନ୍ତି ଭିନ୍ନ ଭିନ୍ନ ଉପାୟ । ତେବେ ଆପଣ ଥରେ ଭାବନ୍ତୁ ଆପଣଙ୍କୁ କେହି ଜଣେ ବ୍ୟାଗରେ ଟଙ୍କା ଭର୍ତ୍ତି କରି ଦେଇଥିବ । କିନ୍ତୁ ଆପଣ…

୨ ସରକାରୀ ଅଧିକାରୀଙ୍କ ସମେତ ୧୫ ଗିରଫ…

ଉତ୍ତର ପ୍ରଦେଶରେ ଏକ ବଡ଼ ସାମୂହିକ ବିବାହ ସ୍କାମ ସାମ୍ନାକୁ ଆସିବା ପରେ ୨ ଜଣ ସରକାରୀ ଅଧିକାରୀଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଯାଇଛି। ମିଛ ସାମୂହିକ ବିବାହର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।…

ଅଧିକାରୀଙ୍କ ମନମାନି ଯୋଗୁଁ ଆସିକାରେ ମେଳି ବାନ୍ଧିଲେ ସରପଞ୍ଚ…

ବ୍ରହ୍ମପୁର : ଆସିକା ବ୍ଲକ କାର୍ଯ୍ୟଳୟ ରେ ଗତ କିଛି ଦିନ ହେଲା ନିର୍ବାଚିତ ପ୍ରତିନିଧି ଙ୍କୁ ଅଣଦେଖା କରୁଥିବା ଯୋଗୁଁ ଶେଷରେ ମେଳି ବାନ୍ଧି ଘେରିଲେ ସରପଞ୍ଚ ମାନେ। ଗତ ଶନିବାର ସନ୍ଧ୍ୟା ରେ ଆସିକା ବ୍ଲକ ରେ ସରପଞ୍ଚ ପହଞ୍ଚି ମିଳିବାକୁ ଥିବା ଅର୍ଥ ଦେବାକୁ ଦାବୀ ଜଣାଇ ଫେରିଲେ।

ଓଡିଶାବାସୀଙ୍କ ଜୀବନ ଜୀବିକାର ସୁରକ୍ଷା ହିଁ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି : ପୂଜ୍ୟପୂଜା ସମିତି…

ବ୍ରହ୍ମପୁର : ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନର ମହାନାୟକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୧ତମ ତିରୋଧାନ ପାଳନ ହୋଇଯାଇଛି l ପ୍ରଥମେ ସମିତି ସଭାପତି ବଂଶୀଧର ଭୂୟାଁ ଗାନ୍ଧିନଗର ଛକ ସ୍ଥିତ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ

ସ୍କୁଲ ପରିସରକୁ ମହୁମାଛି ପଶିଆସିଲେ, ପିଲାଏ ଅସ୍ତବ୍ୟସ୍ତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଥିବା ସରକାରୀ ଉନ୍ନୀତ ବିଦ୍ୟାଳୟରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ମହୁମାଛି ପ୍ରବେଶ । ସବୁଦିନ ପରି ଛାତ୍ରଛାତ୍ରୀ ଏକାଠି ହୋଇ ପ୍ରାର୍ଥନା କରିବା ସମୟରେ ହଠାତ ମହୁମାଛି ପଶି ଆସିଥିଲେ ବିଦ୍ୟାଳୟ ପରିସରକୁ l ମହୂମାଛି କାମୁଡିବା

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ଘଟଣା, ଜବାନ ଗୁରୁତର,ମାଓବାଦୀ ନିହତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମ୍ବେରକିଆ ଜଙ୍ଗଲରେ ଗୁଳି ବିନିମୟ, ଜଣେ ଜବାନ ଗୁରୁତର, ଓ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି l ପୋଲିସ ସୂଚନା ଅନୁଯାୟୀ ମାଓବାଦୀମାନେ ସୁବିଧାଜନକ ସ୍ଥାନରୁ ପ୍ରବଳ ଗୁଳି ଚଳାଇ ପୋଲିସ ଦଳ ଉପରେ IED ବିସ୍ଫୋରଣ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ…

ବ୍ରହ୍ମପୁର : ସ୍ଥାନୀୟ ମହାମାୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବ୍ରହ୍ମପୁର ଠାରେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକ ଉଚ୍ଚମାଧ୍ୟମିକ ଶିକ୍ଷା ଅନ୍ତର୍ଗତ ଆଠଦିନିଆ "ଆତ୍ମ ସୁରକ୍ଷା ତାଲିମ ଶିବିର " ଉଦଯାପନୀ ସଭା ରେ ଆଜି ତା ୦୨-୦୨ - ୨୪ରିଖ ରେ ମହାବିଦ୍ୟ।ଳୟ ଅଧ୍ୟକ୍ଷା ଶ୍ରୀମତୀ କବିତା