Sign in
Sign in
Recover your password.
A password will be e-mailed to you.
ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ
ଆର,ଉଦୟଗିରି : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖ ଯୋଜନା କରିଥିବା ବେଳେ ଏହାଦ୍ବାରା ସାଧାରଣ ଗରିବ ଲୋକେ ବହୁ ଉପକୃତ ହେଉଛନ୍ତି। ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ନିଦେଶରେ ଶୁକ୍ରବାର ରୁ ଗଜପତି ଜିଲ୍ଲାର ତିନିଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗଜପତି ଜିଲ୍ଲା!-->…
ପୋଲିସ-ମାଓବାଦୀ ଗୁଳି ବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ, ଜଣେ ଡିଭିଏଫ ପୋଲିସ ଆହତ
କନ୍ଧମାଳ : କନ୍ଧମାଳ ପୋଲିସ କୁ ମିଳିଛି ଏକ ବଡ ସଫଳତା l ଶନିବାର ସନ୍ଧ୍ୟାରେ ପୋଲିସ-ମାଓବାଦୀ ଗୁଳି ବିନିମୟ ରେ ମୃତ୍ୟୁ ବରଣ କରିଥିବା ମାଓବାଦୀର ପରିଚୟ ମିଳିଛି l ସେ କେକେବିଏନ ଡିଭିଜନ ର ଟପ ମାଓ ନେତା ଦାସୁରୁ ବୋଲି ଜଣାପଡିଛି l ରବିବାର ଘଟଣା ସ୍ଥଳରୁ ମାଓବାଦୀର ମୃତ ଦେହକୁ ଫୁଲବାଣୀ!-->…
ଖଣ୍ଡିଆପଡାରେ ଅଜଣାବ୍ୟକ୍ତିଙ୍କ ଦ୍ଵାରା ବୃଦ୍ଧାଙ୍କୁ ମରଣାତ୍ମକ ଆକ୍ରମଣ କରି ସୁନାଲୁଟ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବନ୍ଧପଡା ପଞ୍ଚାୟତ ଖଣ୍ଡିଆପଡା ଗ୍ରାମର ନିରଞ୍ଜନ ସ୍ବାଇଁଙ୍କ ସ୍ତ୍ରୀ ସାଗରିକା ସ୍ବାଇଁ (63ବର୍ଷ)ଙ୍କର ଅଜଣା ବ୍ୟକ୍ତିଙ୍କ ମାରଣାସ୍ତ୍ରରେ ପରଲୋକ ହୋଇଯାଇଛି । ବିବରଣୀରୁ ପ୍ରକାଶ ଗତକାଲି ରାତିରେ ସାଗରିକା ନିଜ ଘରେ ଶୋଇଥିଲା । ସଵୁଦିନପରି!-->…
ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ପ୍ରସ୍ତୁତ ହେଲା ଖିରି, ଖିଛୁଡ଼ି ଓ କାନିକା…
ପୁରୀ: ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଏହି ଖେଚୁଡ଼ିକୁ ଭକ୍ତମାନଙ୍କୁ ବଂଟାଯାଉଛି। ଶହେଟି କୁଡୁଆରେ ପ୍ରସାଦ ପ୍ରସ୍ତୁତ କରାଯାଇଛି। ଆଜି ଅପରାହ୍ଣ ଠାରୁ ରାତି ୮ଟା ପର୍ଯ୍ୟନ୍ତ…
ହୁ ହୁ ହୋଇ ଜଳୁଛି ଜଙ୍ଗଲ, ୪୬ ମୃତ…
ହୁ ହୁ ହୋଇ ଜଳୁଛି ଜଙ୍ଗଲ। ମଧ୍ୟ ଚିଲିରେ ଜଙ୍ଗଲରେ ନିଆଁ ଲାଗି ଏହା ବିକରାଳ ରୂପ ଧାରଣ କରିଛି। ଜଙ୍ଗଲରେ ନିଆଁ ଲାଗି ପ୍ରାୟ ୪୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ସେପଟେ ଦ୍ରୁତଗତିରେ ବ୍ୟାପୁଥିବା ଜଙ୍ଗଲର ନିଆଁକୁ ଆୟତ୍ତ କରିବାରେ…
ଛତିଶଗଡକୁ ରପ୍ତାନି ହେବ କୋରାପୁଟର ଅଦା ଓ ହଳଦୀ…
କୋରାପୁଟ : କୋରାପୁଟର ଚାଷୀଙ୍କ ପାଇ ଭଲ ଖବର । ଛତିଶଗଡକୁ ରପ୍ତାନି ହେବ କୋରାପୁଟର ଅଦା ଓ ହଳଦୀ। କୋରାପୁଟ ଜିଲ୍ଲାର କୃଷି ଉତ୍ପାଦକ ଗୋଷ୍ଠୀଙ୍କ ସହ ରାୟପୁରର ସନଫ୍ଲାଗ ଆଗ୍ରୋଟେକ କରିଛି ଚୁକ୍ତିନାମା । କୋରାପୁଟ ନିୟନ୍ତ୍ରିତ ବଜାର କମିଟିର ସହଯୋଗରେ…
ପଦ୍ମଶ୍ରୀ ବିଜେତାଙ୍କୁ ଭେଟିଲେ ମୋଦି
ସମ୍ବଲପୁର : ସମ୍ବଲପୁରରେ ପଦ୍ମଶ୍ରୀ ବିଜେତାମାନଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଏହି ବ୍ୟକ୍ତିବିଶେଷଙ୍କ ଦେଶ ପ୍ରତି ବହୁ ଅବାଦନ ରହିଛି । ଏନେଇ ସେ ସୋସିଆଲ ମିଡିଆ Xରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି । ରଙ୍ଗବତୀର…
୨୦୨୪ ଲୋକସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟରେ ଏବେ ବି ୨୭ ଦଳ ଅଛନ୍ତି: ଜୟରାମ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ପଞ୍ଜାବରେ ବିରୋଧୀ ଦଳର ‘ଇଣ୍ଡିଆ’ ମେଣ୍ଟକୁ ନେଇ ଏପର୍ଯ୍ୟନ୍ତ ଆଲୋଚନା ଶେଷ ହୋଇନାହିଁ। ଏଥି ସହିତ ବିହାରରେ ନୀତୀଶ କୁମାର ବାଦ ପଡିବା ଇଣ୍ଡିଆ ମେଣ୍ଟକୁ ଏକ ବଡ ଝଟକା ସଦୃଶ ହୋଇଛି | ଏହାରି ଭିତରେ କଂଗ୍ରେସ ନେତା ଜୟରାମ ରମେଶ…
କ୍ରମାଗତ ୨ୟ ଦିନ ପାଇଁ ଇରାକ ଓ ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍…
ବାଗଦାଦ୍ : ଇରାନର ରିଭୋଲ୍ୟୁସନରୀ ଗାର୍ଡ (ଆଇଆରଜିସି) ଏବଂ ଏହାର ସମର୍ଥିତ ମିଲିସିଆ ଗୋଷ୍ଠୀଙ୍କ ଆକ୍ରମଣରେ ୩ ଜଣ ସୈନିକଙ୍କ ମୃତ୍ୟୁରେ କ୍ଷୁବ୍ଧ ହୋଇଥିବା ଆମେରିକା କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଇରାକ ଏବଂ ସିରିଆର ବିଭିନ୍ନ ଟାର୍ଗେଟ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ୍…
ଓଡ଼ିଶା ସରକାର ଓ JNU ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ…
ନୂଆଦିଲ୍ଲୀ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)ରେ ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକଙ୍କ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ହେବ। ସେଥିପାଇଁ ଆଜି ଓଡ଼ିଶା ସରକାର ଓ ଜେଏନ୍ୟୁ କର୍ତ୍ତୃପକ୍ଷ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ବୁଝାମଣା ପତ୍ର…